ଆପଣ ବୋଧେ ଜାଣିନଥିବେ କଞ୍ଚା ପିଆଜ ନିୟମିତ ଖାଇବାଦ୍ଵାରା ମିଳିଥାଏ ଏହି ସବୁ ଫାଇଦା। ନିଶ୍ଚୟ ପଢନ୍ତୁ ଓ ଶେୟାର କରନ୍ତୁ।

କଞ୍ଚା ପିଆଜ ନିୟମିତ ଖାଇବାଦ୍ଵାରା ମିଳିଥାଏ ଏହି ସବୁ ଫାଇଦା।

କଞ୍ଚା ପିଆଜ ଖାଇବା ସ୍ଵାସ୍ଥ୍ୟ ପ୍ରତି ବହୁତ୍ ହି ଭଲ ଆଉ ଲାଭ ଦାୟକ । ଆପଣ କଞ୍ଚା ପିଆଜକୁ ସାଲାଡ ରେ ପକେଇ ଖାଇ ପାରିବେ । ଯଦି ଆପଣ କଞ୍ଚା ପିଆଜକୁ ଖାଉ ନାହାନ୍ତି ତାହାଲେ ଆଜି ଠାରୁ ହିଁ ପିଆଜ ଖାଇବା ଆରମ୍ଭ କରି ଦିଅନ୍ତୁ । କାରଣ କଞ୍ଚା ପିଆଜ ରେ ସଲଫର ଓ ଅନ୍ୟ ଜରୁରୀ ଭିଟାମିନ ରହି ଥାଏ ଯାହା ଶରୀର କୁ ଅନେକ ରୋଗରୁ ଦୂର କରିଥାଏ । କଞ୍ଚା ପିଆଜକୁ ଆପଣ ସାଲାଡ୍, ଚାଟ୍, ଭାତ ସହିତ ମଧ୍ୟ ଖାଇ ପରିବେ ।

କଞ୍ଚା ପିଆଜ ରେ ଭରି ରହିଛି ଏହି ସବୁ ଜିନିଷ ।

 

କଞ୍ଚା ପିଆଜ ରେ ଫାଇବର ଅଧିକ ମାତ୍ରା ରେ ଥାଏ ଯାହାକି ପେଟ ଭିତରେ ଅଟକି ଯାଉ ଥିବା ଖାଦ୍ୟକୁ ବାହାର କରି ଥାଏ । ଏହା ଖାଇବା ଦ୍ଵାରା ପେଟ ସଫା ମଧ୍ୟ ହୋଇ ଯାଇ ଥାଏ ସେଥି ପାଇଁ କଞ୍ଚା ପିଆଜ ଖାଇବା ଆବଶ୍ୟକ ।

ପିଆଜ ରେ ଫସଫରସ ଏସିଡ ଥାଏ ଯାହା କି ଆମ ଶରୀର ରେ ରକ୍ତକୁ ସଫା କରିବାରେ କାମ କରି ଥାଏ । ପିଆଜକୁ ବାଟି କରି ତା ଲେପକୁ ନିଜ ଗୋଡର ତଳ ଭାଗରେ ଲଗେଇକି ଶୋଇ ଯାଆନ୍ତୁ ଏହାର ଫସଫରସ ଏସିଡ ଆପଣଙ୍କ ଧମନୀ ରେ ପ୍ରବେଶ କରି ରକ୍ତ ର ଅଶୁଦ୍ଧି କୁ ଦୂର କରି ଥାଏ ।

କଞ୍ଚା ପିଆଜ କୁ ମଧ୍ୟ ଆପଣ ଏପରି ବ୍ୟବହାର କରି ପାରିବେ ।

ପାଞ୍ଚଟି ପିଆଜ କୁ ବାଟି କରି ଚଟଣୀ ବନେଇ ସେଥିରେ କିଛି ଅଟା ମିଶେଇ ହାଲୁଆ ପ୍ରସ୍ତୁତ କରନ୍ତୁ । ଫୁଣି ହାଲକା ଗରମ ଥିବା ବେଳେ ପେଟ ଉପରେ ଲେପ କରି ଶୋଇ ଯାଆନ୍ତୁ ଏହା ଦ୍ଵାରା ଅଧିକ ପରିଶ୍ରା ଆସିବା ବନ୍ଦ ହେଇ ଯିବ ।

ପିଆଜ ରସ ଓ ମହୁ ସମାନ ପରିମାଣରେ ମିକ୍ସ କରି ସେବନ କରନ୍ତୁ ଏହା ଆପଣଙ୍କ ଖରାପ ତଣ୍ଟି ଦରଜ ଓ କାଶରୁ ମୁକ୍ତି ଦେଇ ଥାଏ ।

ତେଣୁ କଞ୍ଚା ପିଆଜ  ନିୟମିତ ବ୍ୟବହାର କରନ୍ତୁ ଓ ଉପୋରୋକ୍ତ ସବୁ ଫାଇଦା ଉଠାନ୍ତୁ। ଯଦି ଏହି ବିଷୟଟି ଆପଣଙ୍କୁ ଭଲ ଲାଗିଲା ତେବେ ନିଚୟ ଶେୟାର କରନ୍ତୁ।