ଯେବେ ସୁପ୍ରିମ କୋର୍ଟଙ୍କ ନିଷ୍ପତି ଉପରେ CDS Bipin Rawat କହିଥିଲେ କି, ‘ଏପରି ପାପ ସେନାରେ ହେବାକୁ ଦେବେ ନାହିଁ…’

ବର୍ତ୍ତମାନ ପୁରା ଦେଶ ସିଡ଼ିଏସ ବିପିନ ରାୱତଙ୍କ ଅସାମୟିକ ନିଧନରେ ମ୍ରିୟମାଣ ଅଛନ୍ତି । ଦେଶର ସେନାନାୟକଙ୍କ ଏଭଳି ଅସମୟ ମୃ-ତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସମସ୍ତେ ତାଙ୍କୁ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୨ ଜଣ କର୍ମଚାରୀ ମଧ୍ୟ ପ୍ରା-ଣ ହ-ରା-ଇ-ଛ-ନ୍ତି । ଏପରି ବେଳେ ଆମ ପାଖରେ କେବଳ ସେମାନଙ୍କର କିଛି କାହାଣୀ ବା ଘ-ଟ-ଣା-ବ-ଳୀ ରହିଯାଇଛି ।

ଭାରତୀୟ ସେନାର ଚିଫ ଅଫ ଡିଫେନସ ଷ୍ଟାଫ ବିପିନ ରାୱତ ନିଜ ବିଚକ୍ଷଣ କାର୍ଯ୍ୟଶୈଳୀ ପାଇଁ ଖୁବ୍ ଜଣାଶୁଣା । ସେ ଆର୍ମିରେ କୌଣସି ପ୍ରକାର ବାହାରି ଦଖଲ ସେ ବରଦାସ୍ତ କରନ୍ତି ନାହିଁ । ସେ ଥରେ କହିଥିଲେ, “କି ଏଭଳି ପା-ପ କରିବାକୁ ସେନାକୁ ଅନୁମତି ଦେବେ ନାହିଁ ।” ଘଟଣାଟି ହେଉଛି ୨୦୧୯ ଜାନୁୟାରୀର, ଯେତେବେଳେ ବିପିନ ରାୱତ ସ୍ଥଳ ସେନାରେ ପ୍ରମୁଖ ପଦରେ ନିୟୋଜିତ ଥିଲେ । ସେ ସୁପ୍ରିମକୋର୍ଟର ଏକ ଫଇସଲା ଉପରେ ପ୍ରତିକ୍ରିୟା ଦେଇ କହିଥିଲେ କି ଏହି ମା-ମ-ଲା-ରେ ସେନା ରୁଢିବାଦୀ ଅଟେ ।

୨୦୧୮ର ଶେଷଭାଗକୁ ସୁପ୍ରିମକୋର୍ଟ ସ-ମ-ଲି-ଙ୍ଗି-କ ସମ୍ବନ୍ଧକୁ ଅ-ପ-ରା-ଧ ଶ୍ରେଣୀରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଭାରତୀୟ ଦ-ଣ୍ଡ ସଂହିତାରୁ ଧାରା ୩୭୭କୁ ଉ-ଚ୍ଛେ-ଦ କରିଦିଆ ଯାଇଥିଲା । ଏହି ଧାରା ସମାନତା ଅଧିକାରର ଉଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହି ସମୟରେ ନିଜ ସିଦ୍ଧାନ୍ତରେ ସର୍ବଦା ଅଟଳ ରହୁଥିବା ସ୍ଥଳ ସେନାର ପ୍ରମୁଖ ବିପିନ ରାୱତ ସୁପ୍ରିମକୋର୍ଟର ଏହି ଫଇସଲା ଉପରେ ପ୍ରତିକ୍ରିୟା ଦେଇ ସେନାରେ ଏହି ନିୟମକୁ ଲାଗୁ କରିବାକୁ ସିଧାସଳଖ ମନା କରି ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ଉପରେ ନିଜ ଆପତ୍ତି ଜଣାଇ ସେ କହିଥିଲେ କି, “ସେନା ଏହି ମା-ମ-ଲା-ରେ ରୁଢିବାଦୀ ଅଟେ । ଆମେ ସେନାରେ ଏଭଳି ପା-ପ ହେବାକୁ କଦାପି ଅନୁମତି ଦେବୁ ନାହିଁ ।” ୬୩ ବର୍ଷର ଜୀବନକାଳ ମଧ୍ୟରେ ଜେନେରାଲ ରାୱତ ଏମିତି ଅନେକ କାମ କରିଛନ୍ତି ଯାହା ଚିର ସ୍ମରଣୀୟ ହୋଇ ରହିବ । ଉରି ଆ-ତ-ଙ୍କ ପରେ କମାଣ୍ଡୋ ମାନେ ସୀମାରେ ଯାଇ ସ-ର୍ଜି-କା-ଲ ଷ୍ଟ୍ରା-ଇ-କ କରିଥିଲେ କିନ୍ତୁ ଏହାପଛରେ କେଉଁଠି ନା କେଉଁଠି ସିଡ଼ିଏସ ବିପିନ ରାୱତଙ୍କ ବିଚକ୍ଷଣ ବୁଦ୍ଧି ହିଁ ଥିଲା ।

ଅ-ଶା-ନ୍ତ ଇଲାକା ମାନଙ୍କରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ମୋଦୀ ସରକାର ୨୦୧୬ରେ ତାଙ୍କୁ ଆର୍ମି ଚିଫ ଘୋଷଣା କରିଥିଲେ । ସେହିଭଳି ୨୦୧୫ରେ ମଣିପୁରରେ ମଧ୍ୟ ଆ-ତ-ଙ୍କି ଆ-କ୍ର-ମ-ଣ-ରେ ୧୮ଜଣ ଜବାନ ଶହୀଦ ହୋଇଥିଲେ । ଏହାପରେ ୨୧ ପାରାର କମାଣ୍ଡୋ ସୀମାକୁ ଯାଇ ଆ-ତ-ଙ୍କି ସଂଗଠନ ଏନ-ଏସ-ସି-ଏନ ର ଅନେକ ଆ-ତ-ଙ୍କି-ଙ୍କୁ ନି-ପା-ତ କରି ଦେଇଥିଲେ ।

ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ୧୬ ଡିସେମ୍ବର ୧୯୭୮ରେ ଜେନେରାଲ ବିପିନ ରାୱତ ସେନାରେ ଭର୍ତ୍ତି ହୋଇଥିଲେ । ୧୯୮୦ରେ ସେ ଲେଫ୍ଟନାଣ୍ଟ ପଦବୀ ପ୍ରାପ୍ତ ହୋଇଥିଲେ । ଏହାପରେ ୧୯୮୪ରେ ସେନାରେ ତାଙ୍କୁ କ୍ଯାପଟେନ ରାଙ୍କ ମିଳିଥିଲା ଓ ୧୯୮୯ରେ ସେ ମେଜର ବନିଥିଲେ । ପୁଣି ୧୯୯୮ରେ ସେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଥିଲେ । କା-ର୍ଗି-ଲ ଯୁ-ଦ୍ଧ ପରେ ସେ ଧୀରେ ଧୀରେ ଆଗକୁ ବଢି ୨୦୧୪ରେ ଲେଫ୍ଟନାଣ୍ଟ ଜେନେରାଲ ପଦ ପ୍ରାପ୍ତ ହୋଇଥିଲେ ।

ଏହାପରେ ୨୦୧୭ରେ ମୋଦୀ ସରକାର ତାଙ୍କୁ ଆର୍ମି ଚିଫ ପଦବୀ ଦେଇଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।