CDS Bipin Rawat ଙ୍କ ନିଧନକୁ ନେଇ ମଜାକ ଉଡାଇଲେ ଦେଶଦ୍ରୋହୀ, ଆଉ ଦେଖେଇ ଦେଲେ ନିଜ ଔକାତ୍ ! ଏମାନଙ୍କ ମଧ୍ୟରେ କିଛି ବରିଷ୍ଠ ବ୍ୟକ୍ତିଙ୍କ ନାମ ମଧ୍ୟ ସାମିଲ ଅଛି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଜନ୍ମ ଏବଂ ମୃ-ତ୍ୟୁ ଉପରବାଲାର ହାତରେ ଥାଏ । ରୋଗ ହେଉ କିମ୍ବା ଦୁ-ର୍ଘ-ଟ-ଣା କେଉଁଥିରେ ମଧ୍ୟ ଲୋକଙ୍କ ଜୀବନ ଚାଲି ଯାଇଥାଏ । କେହି ମଧ୍ୟ ଅମରତାର ବରଦାନ ନେଇ ଦୁନିଆକୁ ଆସେ ନାହିଁ । କାହାର ମୃ-ତ୍ୟୁ ହେଲେ ଆମେ ସମବେଦନା ପ୍ରକାଶ କରିଥାଉ, କିନ୍ତୁ କିଛି ଖରାପ ମା-ନ-ସି-କ-ତା-ର ବ୍ୟକ୍ତି ଅନ୍ୟର ମୃ-ତ୍ୟୁ-ରେ ମଧ୍ୟ ନିଜର ଲାଭ ଦେଖିଥାନ୍ତି । ଉଦାହରଣ ସ୍ୱରୂପ ସିଡ଼ିଏସ ବିପିନ ରାୱତଙ୍କ ମୃ-ତ୍ୟୁ-ରେ ଖୁସି ହେଉଥିବା ଦେଶଦ୍ରୋହୀ ଲୋକଙ୍କୁ ହିଁ ଦେଖି ନିଅନ୍ତୁ ।

ଆପଣ ତ ଜାଣିଥିବେ ଗତ ୮ ଡିସେମ୍ବର ଦ୍ଵିପ୍ରହାର ପ୍ରାୟ ୧୨ଟା ସମୟରେ ସିଏସଏସ ବିପିନ ରାୱତଙ୍କ ବିମାନ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିଲା । ଏଥିରେ ସିଡ଼ିଏସ ବିପିନଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ ପ୍ରା-ଣ ହ-ରା-ଇ-ଥି-ଲେ । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜେ ତାଙ୍କ ମୃ-ତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ଅନେକ ଲୋକଙ୍କ ଆଖି ଭିଜି ଯାଇଥିଲା ଓ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିବାକୁ ଲାଗିଲେ ।

କିନ୍ତୁ ଇତିମଧ୍ୟରେ କିଛି ଲୋକ ଦୁଃଖ କରିବା ପରିବର୍ତ୍ତେ ଖୁସି ହୋଇ ଅନାବନା ଟ୍ବିଟ କରିବାକୁ ଲାଗିଲେ । ସିଡ଼ିଏସ ବିପିନଙ୍କ ମୃ-ତ୍ୟୁ-ର ଅ-ପ-ମା-ନ କରିଥିବା ଲୋକଙ୍କ ମଧ୍ୟରେ ସେବାନିବୃତ୍ତ ସେନାଧିକାରୀ କର୍ଣ୍ଣେଲ ବଳଜୀତ ବକ୍ସି ମଧ୍ୟ ଏଥିରେ ସାମିଲ ଅଛନ୍ତି । ସିଡ଼ିଏସଙ୍କ ମୃ-ତ୍ୟୁ ଖବର ପାଇବା ମାତ୍ରେ ସେ ଟ୍ବିଟ କରିଥିଲେ କି, “ଲୋକଙ୍କୁ ସେମାନଙ୍କ ଫଳ ଦେବା ପାଇଁ କର୍ମର ନିଜସ୍ୱ ପଦ୍ଧତି ଅଛି ।”

ଏଭଳି ଅ-ପ-ମା-ନ-ଜ-ନ-କ ଓ ଅସମ୍ବେଦନଶୀଳ ଟ୍ବି-ଟ ଲୋକଙ୍କୁ ବିଲକୁଲ ପସନ୍ଦ ଆସି ନଥିଲା ଓ ସେମାନେ ବଲଜୀତଙ୍କୁ ଗା-ଳି ଦେବାକୁ ଲାଗିଥିଲେ । ଲୋକଙ୍କ ବିରୋଧ ବଢିବାରୁ ବଲଜୀତ ନିଜ ଟ୍ବି-ଟ ଡିଲେଟ କରି ଦେଇଥିଲେ । ତଥାପି ତାଙ୍କ ଟ୍ବି-ଟ-ର ସ୍କ୍ରିନସଟ୍ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ସିଡ଼ିଏସ ବିପିନ ରାୱତଙ୍କ ମୃ-ତ୍ୟୁ-ରେ ଆମେ ଜଣେ ସିପାହୀ, ଜଣେ ସୈନ୍ୟ ଅଧିକାରୀ, ଜଣେ ପିତା, ଭାଇ, ସ୍ଵାମୀ ଏବଂ ଜଣେ ଦେଶଭକ୍ତଙ୍କୁ ହରାଇ ଦେଇଛୁ ।

ସେ ପିଲାବେକୁ ଦେଶସେବା କରିବାର ସଂକଳ୍ପ ନେଇଥିଲେ ଓ ତାହା କରି ଦେଖାଇଥିଲେ ମଧ୍ୟ । ସେ ଆମ ଗହଣରେ ଏବେ ଆଉ ନଥିବା ବେଳେ କିଛି ଦୁ-ଷ୍ଟ ପ୍ରକୃତିର ଲୋକେ ତାଙ୍କର ମଜାକ ଉଡାଇ ତାଙ୍କ ମୃ-ତ୍ୟୁ-କୁ ଉଚିତ ବୋଲି କହୁଛନ୍ତି । ଦି ନ୍ୟାସନାଲ ହେରାଲ୍ଡର ପତ୍ରକାର ଏଶ୍ଲିନ ମାଥ୍ଯୁ ସିଡ଼ିଏସ ବିପିନ ରାବଟଙ୍କା ବିମାନ ଦୁ-ର୍ଘ-ଟ-ଣା-କୁ ‘Divine Intervention’ ତଥା ଈଶ୍ବରୀୟ ଦ-ଣ୍ଡ-ର ପରିଣାମ ବୋଲି ଲେଖିଥିଲେ ।

କିନ୍ତୁ ଲୋକଙ୍କ ବିରୋଧ ପରେ ସେ ଏହାକୁ ଡିଲେଟ କରି ଦେଇଥିଲେ । ଦି ନ୍ୟାସନାଲ ହେରାଲ୍ଡ, ଦି ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ ଦ୍ଵାରା ପ୍ରକାଶିତ ଏକ ଭାରତୀୟ ସମାଚାର ପତ୍ର ଅଟେ, ଯାହା ଗାନ୍ଧୀ ପରିବାର ଓ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସହ ଜଡିତ କମ୍ପାନୀ ୟଙ୍ଗ ଇଣ୍ଡିଆ ଲିମିଟେଡର ସ୍ଵାମିତ୍ଵରେ ରହିଛି । ସେହିପରି ମାଧେପୁର କଂଗ୍ରେସ ମଧ୍ୟ ତା ଟ୍ବି-ଟ-ର ହ୍ୟାଣ୍ଡେଲରେ ଅ-ପ-ମା-ନ-ଜ-ନ-କ ଟ୍ବିଟ କରିଥିଲେ ଓ ପରେ ଡିଲେଟ କରି ଦେଇଥିଲେ ।

ଅନ୍ୟର ମୃ-ତ୍ୟୁ-ର ମଜାକ ଉଡାଉଥିବା ଲୋକଙ୍କ ମା-ନ-ସି-କ-ତା କିପରି ହୋଇପାରେ ଆପଣ ତାହା ଅନୁମାନ କରି ପାରୁଥିବେ । ସିଡ଼ିଏସ ବିପିନ ରାୱତ ଚାହିଁଥିଲେ ଆର୍ମି ଚିଫ ହେବା ପରେ ଅବସର ନେଇ ପରିବାର ସହ ବିଦେଶ ଯାତ୍ରା କରି ମଜାରେ ରହିଥାନ୍ତେ । କିନ୍ତୁ ସେ ନିଜର ସାରା ଜୀବନ ଦେଶ ପାଇଁ ଉତ୍ସର୍ଗ କରିଦେଲେ ।