କେବଳ Sidharth Shukla ନୁହଁନ୍ତି, ବରଂ ତାଙ୍କ ସହ Big Boss ଘରେ ନଜର ଆସିଥିବା ଏହି 5 ସେଲିବ୍ରିଟି ମଧ୍ୟ ଦୁନିଆକୁ କହି ସାରିଛନ୍ତି ଅଲବିଦା, No.5 ଙ୍କ ନାମ ଜାଣିଲେ ଆପଣ ଚମକି ପଡିବେ

ଅଭିନେତା ଓ ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରି ଏପରି ଏକ କଳାକାର ହରାଇ ଦେଇଛନ୍ତି ଯାହା କେବେ ମଧ୍ୟ ପୂରଣ ହୋଇପାରିବ ନାହିଁ । ସିଦ୍ଧାର୍ଥ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ସଫଳ ଅଭିନେତା ମାନଙ୍କ ମଧ୍ୟରେ ଗଣା ଯାଆନ୍ତି । ବିଗ୍ ବସ୍ ବିଜେତା ହେବା ପରେ ତାଙ୍କ ଲୋକପ୍ରିୟତା ଆହୁରି ବଢି ଯାଇଥିଲା । ସିଦ୍ଧାର୍ଥ ଶୁକ୍ଲାଙ୍କ ସମେତ ଆଜି ଆମେ ଆପଣଙ୍କୁ ଏପରି କେତେକେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଦିନେ ବିଗ୍ ବସ୍ ରେ ନଜର ଆସିଥିଲେ କିନ୍ତୁ ଆଜି ଆଉ ଦୁନିଆରେ ନାହାନ୍ତି ।

ସୋମଦାସ ଚିତ୍ତନୁର

ଜଣାଶୁଣା ମାଲାୟାଲାମ ସିଙ୍ଗର ସୋମଦାସ ଚିତ୍ତନୁର ମଧ୍ୟ ବିଗ୍ ବସ୍ ରେ ଯୋଗ ଦେଇ ସାରିଛନ୍ତି । ସେ ୨୦୦୮ରେ ଏଥିରେ ଯୋଗ ଦେଇଥିଲେ । ଚଳିତ ବର୍ଷ ତଥା ୩୧ ଜାନୁୟାରୀ ୨୦୨୧ରେ ମାତ୍ର ୪୨ ବର୍ଷ ବୟସରେ କରୋନା ସଂକ୍ରମଣ ହେତୁ ସେ ଦୁନିଆ ଛାଡି ଚାଲି ଯାଇଛନ୍ତି ।

ଜୟଶ୍ରୀ ରମେୟା

ଜଣେ କନ୍ନଡ ଅଭିନେତ୍ରୀ ଥିଲେ, ଯିଏ କି ବିଗ୍ ବସ୍ କନ୍ନଡରେ ଭାଗ ନେଇଥିଲେ । ୨୬ ଜାନୁୟାରୀ ୨୦୨୧ରେ ଜୟଶ୍ରୀ ଆତ୍ମହତ୍ୟା କରି ନେଇଥିଲେ । ରିପୋର୍ଟ ଅନୁସାରେ ୨୯ ବର୍ଷୀୟ ରମେୟା ଦୀର୍ଘ ସମୟ ଧରି ଡିପ୍ରେସନର ସାମନା କରି ଆସୁଥିଲେ । ବେଙ୍ଗାଲୁରୁସ୍ଥିତ ତାଙ୍କ ଘରେ ତାଙ୍କ ମୃତଦେହ ଫଆ-ଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ସେ ନିଜ ଭିଡିଓରେ କହିଥିଲେ କି ସେ ଡିପ୍ରେସନରୁ ବାହାରି ପାରୁ ନାହାନ୍ତି ସେଥିପାଇଁ ସେ ମଅ-ରିବାକୁ ଚାହାନ୍ତି ।

ପ୍ରତ୍ୟୁଷା ବାନାର୍ଜୀ

ବହୁତ କମ୍ ବୟସରୁ ଖୁବ୍ ନାମ କମାଇଥିଲେ ପ୍ରତ୍ୟୁଷା । ସେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ସିରିଏଲ ‘ବାଲିକା ବଧୂ’ ରେ ମୁଖ୍ୟ ଚରିତ୍ରରେ ଥିଲେ ଓ ଏହି ଶୋ’କୁ ଦେଶର ଘରେ ଘରେ ଲୋକେ ପସନ୍ଦ କରୁଥିଲେ । କଲର୍ସ ଟିଭିରେ ପ୍ରସାରିତ ଏହି ଶୋ ସେ ସମୟର ଟପ୍ ଶୋ ଥିଲା । ଏହି ଶୋ କାରଣରୁ ସେ ବିଗ୍ ବସ୍୭ ରେ ମଧ୍ୟ ଭାଗ ନେଇଥିଲେ । ପ୍ରତ୍ୟୁଷା ମଧ୍ୟ ମାତ୍ର ୨୪ ବର୍ଷ ବୟସରେ ୧ ଏପ୍ରିଲ ୨୦୧୬ରେ ଆତ-ମହତ-ୟା କରି ନେଇଥିଲେ ।

ସ୍ଵାମୀ ଓମ୍

ବିଗ୍ ବସ୍ ର ବିବାଦୀୟ ବ୍ୟକ୍ତିତ୍ବଙ୍କ ମଧ୍ୟରୁ ସ୍ଵାମୀ ଓମ୍ ଅନ୍ଯତମ । ତାଙ୍କ ଯୋଗୁଁ ବିଗ୍ ବସ୍  ସିଜନ୧୦ ବହୁତ ଚର୍ଚ୍ଚାରେ ରହିଥିଲା । ବିଗ୍ ବସ୍ ଘରେ ରହି ସେ ଅନେକ ବିବାଦକୁ ଜନ୍ମ ଦେଇଥିଲେ । ଆରୋପ ଲଗାଇବା ମାମଲାରେ ସେ ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । ବିଗ୍ ବସ୍ ବାହାରେ ମଧ୍ୟ ବିବାଦ କାରଣରୁ ସେ ଖୁବ୍ ଜଣାଶୁଣା ଥିଲେ । ୨୦୨୧ରେ ପାରାଲିସିସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ସିଦ୍ଧାର୍ଥ ଶୁକ୍ଲା

ଇଣ୍ଡଷ୍ଟ୍ରିର ଅତ୍ୟନ୍ତ ସ୍ଵାସ୍ଥ୍ୟବାନ ତଥା ଫିଟ୍ ଅଭିନେତା ବିବେଚିତ କରା ଯାଉଥିବା ସିଦ୍ଧାର୍ଥ ଶୁକ୍ଲାଙ୍କୁ ମାତ୍ର ୪୦ ବର୍ଷ ବୟସରେ ହୃଦଘାତ ହୋଇଥିଲା । ଯାହାଫଳରେ ସେ ମଧ୍ୟ ଆଜି ଆମ ଗହଣରେ ନାହାନ୍ତି । ଅନେକ ଲୋକପ୍ରିୟ ସିରିଏଲ ଓ ରିୟାଲିଟି ଶୋ’ରେ ଅଂଶଗ୍ରହଣ କରିଥିବା ସିଦ୍ଧାର୍ଥ ବିଗ୍ ବସ୍୧୨ ର ବିଜେତା ମଧ୍ୟ ଅଟନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।