Odisha Recruitment: ଓଡ଼ିଶା ପୋଲିସରେ ଚାକିରୀ ପାଇଁ ବାହାରିଲା ନିଯୁକ୍ତି, ଦେଖନ୍ତୁ କିପରି କରି ପାରିବେ ଆବେଦନ

ନମସ୍କାର ବନ୍ଧୁଗଣ । ଆଜିର ଖବର କାଗଜରେ କିଛି ବିଶେଷ କଥା ପ୍ରକାଶ କରା ଯାଇଛି । ସୂତ୍ର ଅନୁଯାୟୀ ରାଜ୍ୟରେ ପୋ-ଲି-ସ ପଦ ନିଯୁକ୍ତି ପାଇଁ ଦୁଇଟି ଆଡ ଖବର ପ୍ରକାଶ ପାଇଛି । ଗୋଟିଏ ଆଡରେ ୪୭୭ ସବିନ୍ସ୍ପେକ୍ଟର ପୋ-ଲି-ସ ଓ ଦିତୀୟ ଆଡରେ ୨୪୪ କନେଷ୍ଟବଳ କମନିକେସନ ପାଇଁ ଖବର ପ୍ରକାଶ ଅଆଇଛି । ଏଥିରେ ଓଡିଶାର ସମସ୍ତ ଯୁବକ ଓ ଯୁବତୀ ମାନେ ପରୀକ୍ଷା ପାଇଁ ନିବେଦନ କରି ପାରିବେ ।

ଏହି ପରୀକ୍ଷା ପାଇଁ ଯୋଗ୍ୟତା ରହିଛି ଗ୍ରାଜ୍ୟୁସନ । ଏହି ବର୍ଷ ଏହି ପୋଷ୍ଟ କିଛି ନିୟମ ପରିବର୍ତ୍ତନ କରା ଯାଇଛି । ଏହି ପରୀକ୍ଷାରେ ମଲ୍ଟିପଲ ପ୍ରଶ୍ନ ରହିବା ସହ ଶାରୀରିକ ମେଜରମେଣ୍ଟ ଓ ଏଫିସୀୟାନସି ରହିଛି । ଦିତୀୟ ପୋଷ୍ଟ ପାଇଁ  ଯୁକ୍ତ ୧୨ ଶ୍ରେଣୀ ଯୋଗ୍ୟତା ରହିବା ସହ ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସ  ରହିଛି । ଏହି ପୋଷ୍ଟର ପରୀକ୍ଷା ପାଇଁ ୩ ଭାଗ କରା ଯାଇଛି ।

ଗୋଟିଏ ହେଉଛି ରିଟେନ ଟେଷ୍ଟ, ମଲ୍ଟିପୁଲ ପ୍ରଶ୍ନ, ଫିଜିକାଲ ମେଜରମେତ ଓ ଏଫିସୀୟାନସି ରହିଛି । ଏହି ଦୁଇଟି ଆପ୍ଲିକେସନ ପାଇଁ ଜୁନ ୨ ରୁ ଖୋଲାଯାଇ ୧୫ ଜୁଲାଇ ଯାଏଁ ରହିବ। ଆପ୍ଲିକେସନ ଅନଲାଇନ ସବମିତ କରାଯିବ । ଏଥି ପାଇଁ ଓଡିଶା ପୋ-ଲି-ସ ଓଡିଶାର ସବୁ ଯୁବକ ଓ ଯୁବତୀ ମାନଙ୍କୁ ନିଜ ଯୋଗ୍ୟତା ଅନୁସାରେ ଏହି ଆଡରେ ଆପ୍ଳାଏ କରିବାକୁ ନିବେଦନ କରିଛନ୍ତି ।

ଏହା ସହ ଯେଉଁ ମାନେ ଏହି ଦୁଇଟି ପୋଷ୍ଟ ପାଇଁ ଯୋଗ୍ୟ ସେମାନେ ତୁରନ୍ତ ଅନଲାଇନ ଆପଲାଏ କରନ୍ତୁ । ଏହା ସହ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେବା ଉଚିତ । ଓଡିଶା ପୋ-ଲି-ସରେ ଚାକିରି କରିଲେ ବହୁତ ସୁବିଧା ମିଳିବା ସହ ଲୋକ ମାନଙ୍କର ସେବା କରିବାକୁ ମଧ୍ୟ ସୁଯୋଗ ମିଳିବ । ତେବେ ଆପ୍ଳାଏ କରିବା ପାଇଁ ଆପଣ https://odishapolice.gov.in/ ରେ ଅଧିକ ଡିଟେଲ୍ସ ପାଇ ପାରିବେ । ଆବେଦନ କରିବାର ଶେଷ ତାରିକ ରହିଛି 15 ଜୁଲାଇ 2020 ।

ଏହା ସହ ଯେଉଁ ମାନେ ଏହି ପୋଷ୍ଟରେ ନିଯୁକ୍ତ ପାଇବେ ସେମାନେ ନିଜର ଦକ୍ଷତା ପାଇଁ ମାନ ସମାନ ମଧ୍ୟ ପାଇବେ । ଓଡିଶା ପୋ-ଲି-ସରେ ନିଯୁକ୍ତ ହେବା ଗୋଟେ ଗର୍ବର କଥା ଅଟେ । ତେଣୁ ଏହି ପୋଷ୍ଟ ପାଇଁ ସମସ୍ତେ ଆପଲାଏ କରିବା ଉଚିତ । 

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।