ରାଜ୍ୟ ସରକାରଙ୍କ ବଡ ଘୋଷଣା, ଏହି ତାରିଖରୁ ଖୋଲିବ ସ୍କୁଲ କଲେଜ

ବର୍ତ୍ତମାନ ସମୟରେ ଏକ ନୂଆ ଓ ସବୁଠୁ ବଡ ଖବର ଆସିଛି । ଯାହାକି ସ୍କୁଲ ଓ କଲେଜ ପିଲାମାନଙ୍କ ପାଇଁ ଅଟେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦୀର୍ଘ ୭ ମାସ ହେବ କରୋନା ପାଇଁ ସ୍କୁଲ ଓ କଲେଜ ଗୁଡିକ ବଦନ ରହିଛି । ଏମିତିରେ ପିଲାମାନେ ଅନ୍ଲାଇନ ମାଧ୍ୟମରେ ଘରେ ଅଆଢୁଛନ୍ତି । ଏମିତିରେ ୨୦୨୦- ୨୦୨୧ ଶିଳାଭାସକୁ ନେଇ ବି ଦ୍ଵନ୍ଦ ଲାଗି ରହିଛ । ଶିଳାଭାସ କମିବ ନା ଶିକ୍ଷା ବର୍ଷ ବଢିବ ଏହାକୁ ନେଇ କୌଣସି ବି ନିଷ୍ପତି ନିଆ ଯାଇ ନାହିଁ ।

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଏହା ଚିନ୍ତା ଘାରି ରହିଛି କି କେମିତି କେଉଁ ଭଳି ଭାବରେ ଏହି ଶିକ୍ଷା ବର୍ଷ ସମାପ୍ତ ହେବ । ସମସ୍ତ ଶିକ୍ଷା ସଂସ୍ଥା ବର୍ତ୍ତମାନ କେବଳ ଆଲୋଚନା ହିଁ କରୁଛନ୍ତି ।

କେହି ବି ଆଜି ପର୍ଯ୍ୟନ୍ତ ଶେଷ ନିଷ୍ପତିରେ ପହଞ୍ଚି ନାହାନ୍ତି । କିନ୍ତୁ ଯେମିତି କି ଆପଣମାନେ ଜାଣିଛନ୍ତି କି ଅକ୍ଟୋବର ୧୫ରୁ କେନ୍ଦ୍ର ସରକାର ଅନଳକ ୫ରେ ଅନୁମତି ଦେଇଛନ୍ତି । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ହୋଇ ନାହିଁ । ଅନ୍ୟ ପଟେ ଅନ୍ୟ କେତେକ ରାଜ୍ୟ ସରକାର ସ୍କୁଲ ଓ କଲେଜ ଖୋଲିବାର ସପକ୍ଷରେ ନାହାନ୍ତି । ଜୁଲାଇ ମାସରେ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ପାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି କ୍ଳାସ ଆରମ୍ଭ ହୋଇ ପାରି ନାହିଁ ।

ଯଦି ଏହିଭଳି ପରିସ୍ଥିତି ଜାରି ରୁହେ ତେବେ ବୋର୍ଡ ପରୀକ୍ଷା ପାଇଁ ଶିଳାଭାସ ହ୍ରାସ ପାଇବାର ସମ୍ଭାବନା ଅଛି । କିନ୍ତୁ ଏହାର ପ୍ରଭାବ ପିଲାମାନଙ୍କର ଭବିଷ୍ୟତ ଉପରେ ପଡିପାରେ । କାରଣ ଛାତ୍ରମାନେ ପ୍ରାୟଠ ଗୁରୁତ୍ଵ ପୂର୍ଣ ବିଷୟରୁ ବଞ୍ଚିତ ରହିଯିବେ । ଯଦି ବୋର୍ଡ ପରୀକ୍ଷା ବିଷୟରେ କହିବା ତେବେ ୨୦୨୧ରେ ହେବାକୁ ଥିବା ଫେବ୍ରୁୟାରୀ ଓ ମାର୍ଚ୍ଚ ମାସରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ୧.୫ରୁ ଦୁଇ ମାସ ପର୍ଯ୍ୟନ୍ତ ବିଳମ୍ବ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ଶିକ୍ଷା ବର୍ଷକୁ ସଂଶୋଧନ କରି ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲରୁ ଆରମ୍ଭ କରି ମେ ମାସରେ ଶେଷ କରିବା ପାଇଁ ଚିନ୍ତା କରା ଯାଉଛି । ଏହିଭଳି କରିବା ଦ୍ଵାରା ଛାତ୍ର ଛାତ୍ରୀମାନେ ଶାରୀରିକ ରୂପରେ କିଛି କ୍ଳାସ କରି ପାରିବେ । ମିଳିଥିବା ସୂଚନା ଅନୁସାରେ ଅନ୍ଲାଇନ କାଲ୍ସ ସେହିଭଳି ଫଳପ୍ରଦ ହୋଇ ପାରି ନାହିଁ ।

କାରଣ ସହରାଞ୍ଚଳର ଓ ଗ୍ରାମଞ୍ଚଳର ବିଦ୍ୟାଳୟ ଗୁଡିକରେ ଶିକ୍ଷା ପ୍ରଦାନ ଭିନ୍ନ ଭିନ୍ନ ରହୁଛି । ତେଣୁ ପରୀକ୍ଷା ପୂର୍ବରୁ ଯେ କୌଣସି ବି ଉପାୟରେ ଶାରୀରିକ ଶ୍ରେଣୀ କରିବାକୁ ଚେଷ୍ଟା କରୁଛୁ । ଏଥିପାଇଁ ଅପେକ୍ଷା କରିବାକୁ ପଡିବ ଓ ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।