ହାତୀର କେତୋଟି ଦାନ୍ତ ଅଛି ? ଏମିତି ଆହୁରି 17 ଟି GK Question ଓ Answer

ଆପଣ ସମସ୍ତେ UPSC ପରୀକ୍ଷା ବିଷୟରେ ଜାଣିଛନ୍ତି । ଏହି ପରୀକ୍ଷାରେ ପାସ ହେବା ପରେ ଓ ଶେଷରେ ଇଣ୍ଟରଭିୟୁରେ ପାସ ହେବା ପରେ ଆପଣ ଜଣେ IAS ଓ IPS ଅଫିସର ହୋଇ ପାରିବେ । କହିବାକୁ ଗଲେ UPSC ପରୀକ୍ଷାକୁ ପାସ କରିବା ପରେ ଇଣ୍ଟରଭିୟୁରେ ପାସ କରିବା ବହୁତ କଷ୍ଟକର ହୋଇଥାଏ । ଇଣ୍ଟରଭିୟୁର ମୂଳ ଉଦ୍ଦେଶ୍ୟ ଏହା ହୋଇଥାଏ କି ସାମ୍ନାରେ ବସିଥିବା ବ୍ୟକ୍ତି ଆପଣଙ୍କ ବ୍ୟାକ୍ତିତ୍ବ ଓ ବୁଦ୍ଧିର ପରୀକ୍ଷଣ କରିଥାନ୍ତି ।

ବିଭିନ୍ନ ବିଷୟ ଉପରେ ଆପଣଙ୍କ ମୂଲ୍ୟାଙ୍କନ କରାଯାଏ । କହିବାକୁ ଗଲେ ଏହି ଇଣ୍ଟରଭିୟୁରେ ଏହିଭଳି କିଛି ପ୍ରଶ୍ନ କରାଯାଏ ଯାହାର ଉତ୍ତର ବହୁତ ସହଜ ହୋଇଥାଏ । କିନ୍ତୁ ତାହା ଆପଣଙ୍କୁ ସବୁଠୁ କଷ୍ଟ ପ୍ରଶ୍ନ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହର ଜବାବ ନେଇ ଆସିଛୁ । ଏହି ସବୁ ବିଚକ୍ଷଣ ପ୍ରଶ୍ନ ଇଣ୍ଟରଭିୟୁରେ କରାଯାଏ ।

ପ୍ରଶ୍ନ – କେଉଁ ଦେଶରେ କୁକୁର ପାଳିଲେ ଆପଣଙ୍କୁ ଜେଲ ହୋଇପାରେ ?

ଉତ୍ତର – ଆଇସଲାଣ୍ଡ ଦେଶରେ

ପ୍ରଶ୍ନ – ଏପରି କେଉଁ ଧର୍ମ ଅଛି ଯାହାକୁ ଆଗରୁ ପଢ କିମ୍ବା ପଛରୁ ପଢ ତାର ନାମ ବଦଳେ ନାହିଁ ?

ଉତ୍ତର – ଇସାଇ ଧର୍ମ

ପ୍ରଶ୍ନ – କେଉଁ ଜୀବର ମସ୍ତିଷ୍କର ଓଜନ ସବୁଠୁ ଅଧିକ ହୋଇଥାଏ ?

ଉତ୍ତର – ହାତୀ

ପ୍ରଶ୍ନ – କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର – ଭେଜି ଟେବୁଲ

ପ୍ରଶ୍ନ – ୟୁଟୁବରେ ସବୁଠୁ ବେଶି କଣ ସର୍ଚ କରାଯାଏ ?

ଉତ୍ତର – ସତ ଓ ଖବର

ପ୍ରଶ୍ନ – କେଉଁ ପ୍ରାଣୀ ନିଜ କାନକୁ ନିଜେ ସଫା କରି ପାରେ ?

ଉତ୍ତର – ଜିରାଫ

ପ୍ରଶ୍ନ – HDର ଫୁଲ ଫର୍ମ କଣ ଅଟେ ?

ଉତ୍ତର – ହାଇ ଡେଫିନେସନ

ପ୍ରଶ୍ନ – ନେପାଳର ରାଷ୍ଟ୍ରୀୟ ପଶୁ କାହାକୁ କୁହାଯାଏ ?

ଉତ୍ତର – ଗାଈ

ପ୍ରଶ୍ନ – ରାଷ୍ଟ୍ରପତି ଭବନ କେଉଁଠାରେ ଅବସ୍ଥିତ ?

ଉତ୍ତର – ଦିଲ୍ଲୀ

ପ୍ରଶ୍ନ – ଭାରତର ସବୁଠୁ ଅଧିକ ମରୁଭୁମି କେଉଁ ରାଜ୍ୟରେ ଅଛି ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ହଳଦିଆ ଲୋକ ଦେଖାଯାଆନ୍ତି ?

ଉତ୍ତର – ଚାଇନା ଦେଶରେ

ପ୍ରଶ୍ନ – ହାତୀର ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର – ୨୬ ଟି ଦାନ୍ତ

ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହାକି ଶୁଖି ଗଲେ ୨ କିଲୋ, ଓଦା ହେଲେ ୧ କିଲୋ , ଜଳି ଗଲେ ୩ କିଲୋ ହୋଇଥାଏ ?

ଉତ୍ତର – ସଲଫର

ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହାକି ଭାଙ୍ଗି ଗଲା ପରେ ଆପଣଙ୍କ କାମରେ ଆସେ ?

ଉତ୍ତର – ମୋବାଇଲ ସିମ

ପ୍ରଶ୍ନ – କୁହନ୍ତୁ ଦେଖି ଗୋଟିଏ ହାତୀ ପାଣିରେ ପଡିଗଲା ତ ଏବେ ସେ କେମିତି ବାହାରିବ ?

ଉତ୍ତର – ଓଦା ହୋଇ

ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହାକୁ ବ୍ରେକ ଫାଷ୍ଟ ପୂର୍ବରୁ ଖାଇ ପାରିବେନାହିଁ?

ଉତ୍ତର – ଲଞ୍ଚ ଓ ଡିନର

ପ୍ରଶ୍ନ – କଳା କଳା ମା, ଲାଲ ଲାଲ ପିଲା, ଯୁଆଡେ ଯାଏ ମା ସିଆଡେ ଯାଏ ପିଲା ?

ଉତ୍ତର – ରେଳ ଗାଡି