IPLରେ ସବୁଠୁ ଅଧିକ ଛକା ଓ ଚଉକା କେଉଁ ବ୍ୟାଟ୍ସମ୍ୟାନ ମାରିଛନ୍ତି ? ଏହା ସହିତ ଆହୁରି 10 ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଜିକେ ପ୍ରଶ୍ନ ଓ ତାହାର ଉତ୍ତର । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା କିମ୍ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିୟୁରେ ଆସିପାରେ ।

୧- ଭାରତୀୟ ମୋବାଇଲ କମ୍ପାନୀର ସ୍ମାର୍ଟଫୋନ କଣ ଅନ୍ୟ ଦେଶ ଗୁଡିକରେ ବି ବିକ୍ରି ହୋଇଥାଏ ?

ଉତ୍ତର- ହଁ, Micromax, LAVA, Intex ଇତ୍ୟାଦି ଭାରତୀୟ ମୋବାଇଲ କମ୍ପାନୀ ଯେଉଁମାନେ ଭାରତ ଛଡା ନେପାଲ, ଶ୍ରୀଲଙ୍କା, ବାଂଲାଦେଶ ଓ ରୁସରେ ନିଜର ମୋବାଇଲ ବିକ୍ରି କରିଥାନ୍ତି ।

୨- ଗୋଟିଏ ATM ମେସିନରେ କେତେ ଟଙ୍କା ଥାଏ ?

ଉତ୍ତର- RBI ନିର୍ଦେଶ ଅନୁସାରେ ATM ମେସିନରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖି ପାରିବେ ନାହିଁ ।

୩- ମନୁଷ୍ୟ ବିନା ରକ୍ତରେ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହି ପାରିବ ?

ଉତ୍ତର- ରକ୍ତ ବିନା ମନୁଷ୍ୟର ଶରୀରକୁ ଅକ୍ସିଜେନ ମିଳିବ ନାହିଁ । ଯାହା ଦ୍ଵାରା ସେ କାମ କରିବା ବି ବନ୍ଦ କରିଦେବ । ମସ୍ତିଷ୍କ ଓ ହୃଦୟରେ ବ୍ଲଡ ସପ୍ଲାଇ ନ ହେବା କାରଣରୁ ମନୁଷ୍ୟର ମୃତ୍ୟୁ ତୁରନ୍ତ ହୋଇଯିବ ।

୪- ପିମ୍ପୁଡି ଅଧିକ ଉଚ୍ଚତାରୁ ତଳକୁ ପଡିବା ପରେ ବି କାହିଁକି ଜୀବିତ ବଞ୍ଚି ଯାଏ ?

ଉତ୍ତର- ପିମ୍ପୁଡି ଏତେ ହାଲୁକା ହୋଇଥାନ୍ତି କି ତାଙ୍କର ଟର୍ମିନାଲ ସ୍ପୀଡ ବହୁତ କମ ହୋଇଯାଏ ଓ ଏହା ଦ୍ଵାରା ସେମାନେ ଆଘାତ ହୁଅନ୍ତି ନାହିଁ । ଏହା ଛଡା ହାଲୁକା ହେବା କାରଣରୁ ପିମ୍ପୁଡି ଧୀରେ ଧୀରେ ତଳକୁ ଆସନ୍ତି ଓ ଯାହା ଦ୍ଵାରା ସେ ଜୀବିତ ରୁହନ୍ତି ।

୫- ଶିଶୁ ୯ ମାସ ପରେ ହିଁ କାହିଁକି ଜନ୍ମ ହୋଇଥାଏ ଓ ଜନ୍ମ ହେବା ମାତ୍ରେ ହିଁ ୯ ମାସର ବୟସକୁ କାହିଁକି ଗଣନା କରାଯାଏ ନାହିଁ ?

ଉତ୍ତର- ଗୋଟିଏ ଶିଶୁ ନିଜର ମାର ଗର୍ଭରେ ୪୦ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ଶିଶୁକୁ ପୂରାପୂରି ବିକଶିତ ହେବା ପାଇଁ ୯ ମାସ ଲାଗିଥାଏ । ସେଥିପାଇଁ ଶିଶୁ ୯ ମାସ ପରେ ଜନ୍ମ ନେଇ ଥାଏ ଓ ଦୁନିଆରେ ରହୁଥିବା ଲୋକମାନଙ୍କ ବୟସ ଗଣନା କରାଯାଏ, ନା ହିଁ କି ମା ଗର୍ଭରେ ରହୁଥିବା ଶିଶୁର । ସେଥିପାଇଁ ୯ ମାସ ଗଣନା କରାଯାଏ ନାହିଁ ।

୬- ଇଂରେଜ ଭାରତ ଛଡା କେତୋଟି ଦେଶରେ ଶାସନ କରିଛନ୍ତି ?

ଉତ୍ତର- ଇଂରେଜ ୨୨ଟି ଦେଶକୁ ଛାଡି ବାକି ସମସ୍ତ ଦେଶରେ ରାଜ କରିଛନ୍ତି ।

୭- Liquid nitrogen ଶରୀର ଉପରେ ପକାଇବା ଦ୍ଵାରା କଣ ହୋଇଥାଏ ?

ଉତ୍ତର- Liquid nitrogenର ତାପମାତ୍ରା- ୧୯୬ ଡିଗ୍ରୀ ହୋଇଥାଏ । ଗୋଟିଏ କିମ୍ବା ଦୁଇ ବୁନ୍ଦା ହାତ ଉପରେ ଢାଳିବା ଦ୍ଵାରା ଏହା ପହଁରିବାକୁ ଲାଗିବ । କିନ୍ତୁ ଅଧିକ ଢାଳିବା ଦ୍ଵାରା ଆମ ହାତ ଜଳିବାକୁ ଲାଗିବ । ଯଦି Liquid nitrogen ପାଣିରେ ପଡିଯିବ ତେବେ ଶରୀର ଥଣ୍ଡାରେ ଜମି ଯିବ ।

୮- କଣ ମେଘକୁ ଧରି ତଳକୁ ନେଇ ଆସି ହେବ ?

ଉତ୍ତର- ଆକାଶରେ ମେଘ ଗ୍ୟାସ ରୂପରେ ରହିଥାଏ । ଯାହାକୁ ଆମେ ନା ହିଁ ଛୁଇଁ ପାରିବା ଓ ନା ହିଁ ଧରି ପାରିବା ।

୯- IPLରେ ସବୁଠୁ ଅଧିକ ଛକା ଓ ଚଉକା କେଉଁ ବ୍ୟାତ୍ସମ୍ୟାନ ମାରିଛନ୍ତି ?

ଉତ୍ତର- IPLରେ ସବୁଠୁ ଅଧିକା ଚଉକା ଶିଖର ଧବନ ମାରିଛନ୍ତି । ଶିଖର ଧବନ ୧୫୪ଟି ମ୍ୟାଚରେ ୫୧୦ଟି ଚଉକା ସହିତ ପ୍ରଥମ ସ୍ଥାନରେ ଅଛନ୍ତି ।

IPLରେ ସବୁଠୁ ଅଧିକ ଛକା କ୍ରିସ ଗେଲ ମାରିଛନ୍ତି । କ୍ରିସ ଗେଲ ୧୨୫ଟି ମ୍ୟାଚରେ ୩୨୬ଟି ଛକା ମାରିଛନ୍ତି ।

୧୦- ଚଷମାର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଚଷମାର ଆବିଷ୍କାର ୧୨୮୬ ଇଟାଲୀର ନଗର ପିସାର ଏକ ଦସ୍ତକାର Solvino D’Armate କରିଥିଲେ ।

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।