ଜାଣନ୍ତୁ ଓଦା ବାଦାମ କେଉଁ ମାନଙ୍କୁ ଖାଇବା ଉଚିତ ଏବଂ କେଉଁ ମାନଙ୍କୁ ନୁହେଁ, ସମସ୍ତଙ୍କ ପାଇଁ ଏହା ଲାଭକାରୀ ??

କେତେ ଥର ଲୋକମାନଙ୍କ ପାଖରେ ଖାଇବା ପିଇବାର ସଠିକ ସୂଚନା ନଥାଏ । ଯାହାଦ୍ୱାରା ସେମାନେ ବିଭିନ୍ନ ରୋଗର ସମ୍ମୁଖୀନ ହୋଇଥାନ୍ତି । ଆପଣଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ବାଦାମକୁ ବହୁତ ଉପକାରି ଏବଂ ଲାଭଦାୟକ ବୋଲି ମାନନ୍ତି ଏହା ଠିକ ବି ଅଟେ । କିନ୍ତୁ ବାଦାମ ଖାଇବା ଦ୍ଵାରା ନିଜର କ୍ଷତି ବି ହୋଇଥାଏ । ଜରୁରୀ ନୁହେଁ କି ବାଦାମ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ।

ଆପଣଙ୍କୁ କହିବାକୁ ଯାଉଛୁ ଯେ ବାଦାମ କେଉଁ ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କାହା ପାଇଁ ନୁହେଁ । କହିବାକୁ ଗଲେ ଓଦା ବାଦାମର ବ୍ୟବହାର କରିବା ଦ୍ଵାରା ଏହା ବେଶୀ ଲାଭଦାୟକ ରହିବ କାରଣ ଏହା ଜଲ୍ଦି ହଜମ ହୋଇ ଯାଇଥାଏ ।

ସ୍ମରଣ ଶକ୍ତି

ବାଦାମ ସବୁଠୁ ବେଶି ଦରକାରୀ ଅଟେ ଯେଉଁ ମାନଙ୍କର ସ୍ମରଣ ଶକ୍ତି କମ ଅଟେ । ବାଦାମରେ ଭିଟାମିନ E ମିଳିଥାଏ ଯାହା ସ୍ମରଣ ଶକ୍ତି ପାଇଁ ବହୁତ ଭଲ ହୋଇଥାଏ ।

କୋଲେସ୍ଟ୍ରଲ

ବିପିର ସମସ୍ୟାରେ ରହିଥିବା ଲୋକମାନଙ୍କ ପାଇଁ ବାଦାମକୁ ସବୁଦିନ ଖାଇବା ବହୁତ ଲାଭଦାୟକ ହୋଇଥାଏ । ବାଦାମ ଖାଇବା ଦ୍ଵାରା କୋଲେସ୍ଟ୍ରଲ ଲେବୁଲ ନିୟନ୍ତ୍ରୀତ ରହିଥାଏ । ଏହା ସହିତ ଏହା ବ୍ଲଡ ସୁଗାରକୁ କନ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ ।

ଟାନିଂଗ ହଟାନ୍ତୁ

ସେହି ଲୋକଙ୍କ ପାଇଁ ବାଦାମ ଭଲ ଅଟେ ଯାହାଙ୍କୁ ଖରା ଯୋଗୁ ଟାନିଂଗ ହୋଇ ଯାଇଥାଏ । ଏହାର ସେବନ ଆପଣ ଖାଇବା ରୂପରେ ବି କରି ପାରିବେ ଏବଂ ପେଷ୍ଟ କରି ଲଗାଇ ବି ପାରିବେ ।

ଓଜନ ହ୍ରାସ କରିବା

ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଛନ୍ତି ତେବେ ଆପଣ ବାଦାମ ଖାଇ ଉଚିତ । ବାଦମ ଖାଇବା ଦ୍ଵାରା ଆପଣଙ୍କର ଓଜନ କମ ହୋଇଥାଏ କିନ୍ତୁ ଆପଣଙ୍କ ଶରୀରର ଶକ୍ତି କମ ହୋଇ ନଥାଏ ।

ଆଖି ତଳେ କଳା ଦାଗ

ଯଦି ଆପଣଙ୍କର ଆଖି ତଳେ କଲାଦାଗ ଅଛି ତେବେ ଆପଣ ସବୁଦିନ ବାଦାମ ଖାଇବା ଉଚିତ । ବାଦାମ ଖାଇବା ଦ୍ଵାରା ଆପଣଙ୍କର ଆଖିର କଳଦାଗ ଧୀରେ ଧୀରେ ଶେଷ ହୋଇଯିବ କିମ୍ବା ଆପଣ ବାଦାମର ତେଲ ସେହି କଳଦାଗ ଉପରେ ମଧ୍ୟ ମାରି ପାରିବେ ଏବଂ ଏହି ତେଲକୁ ଆପଣ ଚୁଟିରେ ମଧ୍ୟ ଲଗାଇ ପାରିବେ ।

ପେଟ ବ୍ୟଥା

ଯଦି ଆପଣଙ୍କର ପେଟ ବ୍ୟଥା ଅଛି ତେବ ଆପଣ ନୀତିଦିନ ବାଦାମ ଖାଇବା ଉଚିତ । ଏଥିରେ ଭାରି ମାତ୍ରରେ ଫାଇବାର ମିଳିଥାଏ ଯାହା ପାଚନ ତନ୍ତ୍ରକୁ ଅଟକାଇଥାଏ । ଅଧିକ ସେବନ କରିବା ଉଚିତ ନୁହେଁ ।

ମୈଂଗନୀଜ ଡାଇଟ

ଯଦି ଆପଣ ପୂର୍ବରୁ ହିଁ ମୈଂଗନୀଜ ଡାଇଟରେ ଅଛନ୍ତି ତେବେ ବାଦାମର ସେବନ କରନ୍ତୁ ନାହିଁ । କହିବାକୁ ଗଲେ ବାଦାମରେ ପୂର୍ବରୁ ହିଁ ବହୁତ ମୈଂଗନୀଜ ଅଛି । ଏହା ଦ୍ଵାରା ଆପଣଙ୍କର ଶରୀର ଖରାପ ମଧ୍ୟ ହୋଇପାରେ ।

ଭିଟାମିନର ମାତ୍ରା କମ ରଖିବା

ଆମର ଶରୀରରେ ସବୁଦିନ ପାଖାପାଖି ୧୫ ଗ୍ରାମ ଭିଟାମିନ E ଦରକାର ହୋଇଥାଏ । ଯଦି ବହୁତ ବେଶୀ ବାଦାମ ଖାଇ ଦେଉଛନ୍ତି ତେବେ ଆପଣଙ୍କ ଶରୀରରେ ଭିଟାମିନର ମାତ୍ରା ବଢିଯିବ ଯାହା ଫଳରେ ଥଣ୍ଡା ହେବା, ପେଟ ଫୁଲିବା, ମୁଣ୍ଡ ବ୍ୟଥା ଏବଂ ଚକ୍କର ଆସିବା ଭଳି ସମସ୍ୟା ହୋଇପାରେ ।

ଯଦି ପୋସ୍ତ ଭଲ ଲାଗିଥାଏ ତେବେ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ସୁନ୍ଦର ସୁନ୍ଦର ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।