ନୂଆ ବର୍ଷରେ ଘଟିଲା ଅଘଟଣ, ଗଣଦୁଷ୍କର୍ମ ଶିକାର ହେଲେ ଯୁବତୀ । 3ଜଣକୁ ଅଟକ ରଖିଛି ପୋଲିସ

ନୂଆବର୍ଷରେ ଭୋଜି ପାଇଁ ଆସିଥିଲେ କିନ୍ତୁ ଗଣ ଦୁଷ୍କର୍ମ ର ଶିକାର ହେଲେ । 3 ଜଣ ମିଶି ଦୁଷ୍କର୍ମ କରିଲେ ଯାହା ପାଇଁ ପୋଲିସ ଏମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ହଁ ଦର୍ଶକ ବନ୍ଧୁ ନୂଆବର୍ଷ ରେ ଭୋଜି ପାଇଁ ଆସିଥିଲା ଗୋଟେ ଝିଅ । ଯାହାକୁ ଗଣ ଦୁଷ୍କର୍ମ ର ଶିକାର ହେବାକୁ ପଡିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳ ର୍ରେ । ଏଠାରେ ଜଣେ ଝିଅ କୁ ଗଣ ଦୁଷ୍କର୍ମ ର ଶିକାର ହେବାକୁ ପଡିଛି ।

ଏମିତି ଏକ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ରୁ । ନୂଆବର୍ଷରେ ବଣ ଭୋଜି କରିବାକୁ ଯାଇଥିଲେ ସେହି ଝିଅ ଟି । ଆଉ ଯାହା ସହ ଏମିତି ଏକ କାଣ୍ଡ ଘଟାଇଛନ୍ତି ସେହି ଗାଁ 3 ଯୁବକ । ରାତି 8ଟା ବେଳେ ଯୁବତୀ ଙ୍କୁ ଅସୁସ୍ଥ ଅବସ୍ଥାରେ ଉଧାର କରା ଯାଇଥିଲା । ଏହା ଅପରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏଠାରେ କହି ରଖୁଚୁ ନୂଆବର୍ଷ ଅବସରରେ କୋମନା ଥାନା ଅଞ୍ଚଳରେ 2 ଜଣ ଝିଅ ନିକଟସ୍ଥ ଚାଷ ଜମି ରେ ବଣ ଭୋଜି କରୁଥିଲେ । ଅପରାହ୍ନ ରେ ଜଣେ ଝିଅ ଘରକୁ ଫେରିଥିଲା ଆଉ କିନ୍ତୁ ଭୋଜି କୁ ଆସି ନ ଥିଲା । ଆଉ ଏକା ଥିବା ଝିଅ ଜଣକ ଘରକୁ ଯିବା ପାଇଁ ବାହାରି ଥିବା ବେଳେ ସେହି ଗାଁ ର 3 ଜଣ ଯୁବକ ଝିଅକୁ ଏକା ଦେଖି ନିଛାଟିଆ ରାସ୍ତା ରେ ଗଣ ଦୁଷ୍କର୍ମ କରିଥିଲେ ।

ସନ୍ଧ୍ୟା ସମୟରେ ଆଉ କିଛି ଯୁବକ ସେଠାକୁ ଯାଇଥିବା ବେଳେ ଅସୁସ୍ଥ ଅବସ୍ଥାରେ ଝିଅ କୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ଆଉ ଏହା ପରେ ଉବତୀ ଙ୍କ ପରିବାରକୁ ଯୁବକ ମାନେ ଖବର କରିଥିଲେ ଆଉ ଘର ଲୋକେ ପହଞ୍ଚି ଥିଲେ । କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଯୁବତୀଙ୍କ ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି ।

ଆଉ ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ବର୍ତ୍ତମାନ 3 ଜଣଙ୍କୁ ଅଟକ ରଖିଛି । ନୂଆବର୍ଷ ର ଭୋଜି ପାଇଁ ଝିଅ କୁ ଦୁଷ୍କର୍ମ ର ଶିକାର ହେବାକୁ ପଡିଛି । ଯାହା ଏକ ଲଜ୍ୟାଜନକ ଘଟଣା । ତେବେ ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ଝିଅ ଟି ବଣ ଭୋଜି କରିବାକୁ ଯାଇଥିବା ବେଳେ ତା ସହ ଏମିତି କିଛି ହେବେ ସେ ହୁଏ ତ କେବେ ଭାବି ନ ଥିବ । ତେବେ ଝିଅ ଟିର ଏବେ ବି ମେଡିକାଲ ରେ ଚିକିତ୍ସା ଜାରି ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।