ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ, ସାରା ଜୀବନ ଆପଣଙ୍କୁ ଧନର ଅଭାବ ହେବନି, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଉ ଅଳ୍ପ ଦିନ ପରେ ନୂତନ ବର୍ଷର ପ୍ରାରମ୍ଭ ହେବାକୁ ଯାଉଛି । ଏହି ନୂଆ ବର୍ଷରେ ନୂଆ ନୂଆ ଖୁସି ଆପଣଙ୍କ ଜୀବନରେ ଆଣିବାକୁ ଚାହୁଁଥିଲେ ଆପଣ ନୂଆବର୍ଷ ପୂର୍ବରୁ ନେଇ ଆସନ୍ତୁ ଘରକୁ କିଛି ଖାସ ଜିନିଷ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ନୂଆବର୍ଷରେ ଘରକୁ କେଉଁ ଜିନିଷ ଆଣିବା ଦ୍ଵାରା ଘରେ ହସ ଖୁସି ଭରିଯିବା ସହ ସାରା ଜୀବନ ପାଇଁ ଧନର ଅଭାବ ମଧ୍ୟ ଦୂର ହୋଇଯାଇଥାଏ ।

ପ୍ରଥମ: ଆପଣ ତ ଜାଣିଥିବେ ଭଗବାନ ଗଣେଶ ସମସ୍ତ କାର୍ଯ୍ୟ ଆରମ୍ଭରେ ପୂଜା ପାଇଥାନ୍ତି । କାରଣ ଭଗବାନ ଗଣେଶ ବିଘ୍ନ ହର୍ତ୍ତା ଅଟନ୍ତି । ସମସ୍ତ କାର୍ଯ୍ୟରେ ଆସୁଥିବା ବାଧା ବିଘ୍ନକୁ ଦୂରେଇ ଦେଇଥାନ୍ତି । ତେଣୁ ଆପଣ ନବବର୍ଷ ଦିନ ଭଗବାନ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତି ନିହାତି ଆଣି ସ୍ଥାପନ କରନ୍ତୁ । ନବବର୍ଷ ଦିନ ହିଁ ଆଣିଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିର ପୂଜା ପାଠ କରାନ୍ତୁ ।

ଦିତୀୟ: କୌଣସି କାର୍ଯ୍ୟ କରିବା ପୂର୍ବରୁ ନଡିଆ ଭାଙ୍ଗି କାର୍ଯ୍ୟ ଆରମ୍ଭ କରାଯାଇଥାଏ । କାରଣ ନଡିଆକୁ ବହୁତ ଶୁଭ ମନାଯାଇଥାଏ । ତେଣୁ ଆପଣ ଆସୁଥିବା ନବବର୍ଷ ଦିନ ନଡିଆ ଭାଙ୍ଗି ଏହି ବର୍ଷର ଶୁଭାରମ୍ଭ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ସଫଳତାର ରାସ୍ତା ମଧ୍ୟ ଖୋଲିଯାଇଥାଏ । ଘରେ ନଡିଆ ଭାଙ୍ଗିବା ଦ୍ଵାରା ଘରୁ ସମସ୍ତ ନକରାତ୍ମକ ଊର୍ଜା ମଧ୍ୟ ବାହାରି ଯାଇଥାଏ । ଆପଣ ନବବର୍ଷ ଦିନ ଘରେ ହେଉ କିମ୍ବା ମନ୍ଦିରରେ କେଉଁଠି ବି ନଡିଆ ଭାଙ୍ଗିପାରିବେ ।

ତୃତୀୟ: ଆପଣ ଯଦି ସବୁବେଳେ ଧନ ଜନିତ ସମସ୍ୟାରେ ଘେରି ରହୁଛନ୍ତି ତେବେ ଆପଣ ଏହି ନବବର୍ଷ ଦିନ ଆପଣଙ୍କ ଘରକୁ ଏକ ମୟୂର ପଙ୍ଖଟିଏ ନିହାତି ଆଣନ୍ତୁ । ଆପଣ ଏହି ମୟୁର ପଙ୍ଖ କିଣିବା ସମୟରେ ଶ୍ରୀକୃଷ୍ଣଙ୍କ ନାମ ନେବା ପାଇଁ ଜମା ବି ଭୁଲିବେନି । ଏହା କରିବା ଫଳରେ ଆପଣ କରୁଥିବା କାର୍ଯ୍ୟରେ ସଫଳତା ମିଳିଥାଏ ।

ଚତୃର୍ଥ: ଆପଣ ଏହି ନୂତନବର୍ଷ ଦିନ ଏକ ମନି ପ୍ଳାଣ୍ଟ ଗଛଟିଏ ଘରକୁ ନିହାତି କିଣି ଆଣନ୍ତୁ । ଏହି ମନି ପ୍ଳାଣ୍ଟ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ଆପଣଙ୍କ ଜୀବନରେ ରହିଥିବା ଧନର ଅଭାବକୁ ଦୂରେଇ ଦେଇଥାଏ । ଆପଣଙ୍କ ଜୀବନରେ ଧନ ଆସିବାର ରାସ୍ତାକୁ ଖୋଲିଦେଇଥାଏ ।

ପଞ୍ଚମ: ଆପଣ ନୂଆ ବର୍ଷ ଦିନ ବଜରଙ୍ଗବଲି ହନୁମାନଙ୍କ ପ୍ରତିମା ନିହାତି ଆପଣଙ୍କ ଘରକୁ ଆଣନ୍ତୁ । ଏବଂ ଆପଣ ହନୁମାନଙ୍କ ପ୍ରତିମା ତଥା ଫଟୋକୁ ଘରର ମୁଖ୍ୟଦ୍ଵାର ପାଖରେ ଲଗାନ୍ତୁ । ଯାହା ଫଳରେ କୌଣସି ବାହାର ଲୋକର ନଜର ଆପଣଙ୍କ ଉପରେ ପଡିଥାଏ । କାରଣ ସଙ୍କଟ ମୋଚନ ହନୁମାନ ତାହାକୁ ହରଣ କରିଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।