କାରରେ ଯାଉଥିଲେ ଅଭିନେତ୍ରୀ ନିଶା ମହାରଣା… ଘଟିଲା ଭୟଙ୍କର ଦୁର୍ଘଟଣା…ତାପରେ…

କଣ ନିଶା ରେ ଥିଲେ ଅଭିନେତ୍ରୀ ନିଶା ମହାରଣା ? ମଦ ପିଇ ଗାଡି ଚଲାଉ ଥିଲେ କି ? ସାଥି ରେ 5 ଜଣ ପୁରୁଷ ବନ୍ଧୁ ଙ୍କୁ ନେଇ ନିଶା ରେ ଗାଡି ଚଲାଉ ଥିଲେ ଅଭିନେତ୍ରୀ ନିଶା ମହାରଣା । ନିଶା ରେ ରହି ଗାଡି ଚଲାଉ ଥିବାରୁ ଘଟି ଯାଇଛି ଭୟଙ୍କର ଦୁର୍ଘଟଣା । କାର ଭିତରେ ନିଶା ଙ୍କ ସହ ଅନ୍ୟ 5 ଜଣ ପୁରୁଷ ବନ୍ଧୁ ଥିବା ସୂଚନା ମିଳିଛି । ହଁ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ଅଭିନେତ୍ରୀ ନିଶା ମହାରଣା ଚିଲିକା ବୁଲିବାକୁ ଯାଇଥିଲେ ।

ଆଉ ତାଙ୍କ ସହ 5 ଜଣ ପୁରୁଷ ବନ୍ଧୁ ଢି ଯାଇଥିଲେ । ଚିଲିକା ବୁଲିବା ପରେ ଚିଲିକା ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ ନିଶା ତାଙ୍କର 5 ଜଣ ପୁରୁଷ ବନ୍ଧୁ ଙ୍କ ସହ । କେଉଁ କାରଣ ପାଇଁ ନିଶା ମହାରଣା ପୁରୁଷ ବନ୍ଧୁ ମାନଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ ଏ ନେଇ କୌଣସି ସୂଚନା ମିଳି ନାହିଁ । ତାଙ୍କୁ ବିରୋଧ କରିବା ସତ୍ବେ ନିଶା ନିଜର ପୁରୁଷ ବନ୍ଧୁ ମାନଙ୍କ ସହ ଜଙ୍ଗଲ ଭିତରକୁ ଯାଇଥିଲେ ।

ଆଉ ସେଠାରେ କିଛି ସମୟ ବୁଲିବା ପରେ ନିଶା ମହାରଣା ରାତି ରେ ଘରକୁ ଫେରୁଥିଲେ । ବାରଣ ଥିବା ସତେ କଣ ପାଇଁ 5 ଜଣ ପୁରୁଷଙ୍କୁ ନେଇ ନିଶ ମହାରଣା ଜଙ୍ଗଲ ଭିତରକୁ ଯାଇଥିଲେ ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ଆଉ ବିଳମ୍ବିତ ରାତିରେ ପୁରୀ, ବ୍ରହ୍ମଗିରି ଅରଖପୁର ରାସ୍ତା ରେ ନିଶା ମହାରଣା ଙ୍କ ଗାଡି ଦୁଘଟନ ଗ୍ରସ୍ତ ହୋଇଛି ।

ଅରଖପୁର ସମୁଦ୍ର ପଟୁ ପୁରୀ ସାତପଡା ରାଜପଥ ରେ ଯାଉଥିବା ବେଳେ ନିଶା ମହାରଣା ଙ୍କ କାର ସହଦେବପୁର ଗାଁ ନିକଟରେ ଏକ ଇଲେକ୍ଟ୍ରି ଖୁଣ୍ଟି ରେ ଟି ହୋଇଥିଲା । ଆଉ ତାଙ୍କର କାର ର ନମ୍ବର ହେଉଛି OD02C823 । ତେବେ ଏହି ଦୁର୍ଘଟଣା ଘଟିବା ପରେ ନିଶା ଙ୍କ କାର ପାଖରେ ଲୋକ ମାନଙ୍କର ଭିଡ ଲାଗି ରହିଥିଲା ।

ଆଉ ଦୁର୍ଘଟଣା ପରେ ନିଶା ମହାରଣା ଗାଡି ରଖିକି ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଅରଖପୁର ଥାନା ଅଧିକାରୀ ଦିଲୀପ ଦଳ । ତେବେ ଦୁର୍ଘଟଣା ପରେ ନିଶା ମହାରଣା କଣ ପାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି ତାହାକୁ ଏଇ ବିଭିନ୍ନ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।