ଚାହୁଁ ଚାହୁଁ ମଡ ମଡ ହେଇ ଗଳି ପଡିଲା 4 ମହଲା ବିଶିଷ୍ଟ କୋଠା, ଦେଖନ୍ତୁ Exclusive Video

ଆଜିକାଲି ଅନେକ କୋଠାଘର ଭୁ-ଶୁ-ଡି-ବା ଖବର ସାମନାକୁ ଆସୁଛି । ଏହି ଘ-ଟ-ଣା-ମା-ନ ଘଟିବା ବେଳେ ଲୋକେ ଏହାର ଭି-ଡି-ଓ ମଧ୍ୟ ବନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଅଫଲୋଡ କରୁଛନ୍ତି । କୋଠାଘର ଭୁ-ଶୁ-ଡି-ବା ସମୟର ଭୟଙ୍କର ଭି-ଡି-ଓ ଦେଖିଲେ ଯେକେହି ମଧ୍ୟ ଭୟ କରିବ । ଖରାପ ଡିଜାଇନ ପାଇଁ ହେଉ ବା ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଅନେକ ସ୍ଥାନରେ ଅସମୟରେ କୋଠାଘର ଭୁ-ଶୁ-ଡି ପଡେ । ଏହାସହ ଅସାଧାରଣ ଭାର ଓ ଫାଉଣ୍ଡେସନରେ ବିଫଳତା ହେତୁ ମଧ୍ୟ ଏହିପରି ଦୁ-ର୍ଘ-ଟ-ଣା ଘଟୁଥିବାର ଦେଖାଯାଏ ।

ଆଉ କେବେ କେବେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମଧ୍ୟ କୋଠାଘର ଭୁ-ଶୁ-ଡି ପଡେ । ବର୍ତ୍ତମାନ ଏହିଭଳି ଏକ ଭି-ଡି-ଓ ସାମନାକୁ ଆସିଛି । ଯେଉଁଥିରେ ଏକ ତିନି ମହଲା ବିଶିଷ୍ଟ କୋଠାଘର ଭୁ-ଶୁ-ଡି ପଡୁଥିବାର ଦେଖିବାକୁ ମିଳୁଛି । ଭି-ଡି-ଓ-ରେ କଏଦ ହୋଇଥିବା ଦୃଶ୍ୟଟି ଖୁବ ଭୟଙ୍କର ଅଟେ । ତାସ୍ ରେ ତିଆରି ଘର ଭା-ଙ୍ଗି-ବା ଭଳି ନିମିଷକ ମଧ୍ୟରେ ସିମେଣ୍ଟ, କଂକ୍ରିଟ, ଇଟା ଓ ବାଲିରେ ତିଆରି ଘରଟି ଧୂ-ଳି-ସା-ତ ହୋଇ ଯାଇଥିଲା । ଦେଖୁ ଦେଖୁ କୋଠାଘରଟି ସଂପୂର୍ଣ୍ଣ ଭାବେ ଭୁ-ଶୁ-ଡି ପଡିଥିଲା ।

ତେବେ କୋଠାଘର ପ୍ରତି ବି-ପ-ଦ ଥିବା ନେଇ ପୂର୍ବରୁ ହିଁ ଅନୁମାନ କରି ନେଇଥିଲେ ସେହି ଘରେ ବାସ କରୁଥିବା ଦୁଇଟି ପରିବାର । ଘର ଭୁ-ଶୁ-ଡି-ବା ପୂର୍ବରୁ କାନ୍ଥ ଫା-ଟି-ବା ଆରମ୍ଭ ହୋଇ ଯାଇଥିଲା । ଘରର ଫାଉଣ୍ଡେସନ ମଧ୍ୟ ହଲିବାକୁ ଲାଗିଥିଲା । ଏହାକୁ ବି-ପ-ଦ ସ-ଙ୍କେ-ତ ବୋଲି ମାନି ଘରଟି ସଂପୂର୍ଣ୍ଣ ଭାବେ ଭୁ-ଶୁ-ଡି-ବା ପୂର୍ବରୁ ହିଁ ଘର ଖାଲି କରି ଦେଇଥିଲେ ସେହି ଘରେ ରହୁଥିବା ଲୋକମାନେ । ଏହାପରେ ସତକୁ ସତ ଘରଟି ଧ-ରା-ଶା-ୟୀ ହୋଇ ଯାଇଥିଲା । ଦୂରରୁ କିଛି ଲୋକ ଏହି ଦୁ-ର୍ଘ-ଟ-ଣା ସମୟର ଏକ ଭି-ଡି-ଓ ବନେଇ ନେଇଥିଲେ ।

ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ତେବେ ଏହି ଘ-ଟ-ଣା-ଟି ବେଙ୍ଗାଲୁରୁ ବୋଲି ସୂଚନା ମିଳିଛି । ଘରଟି ତିଆରି ହେବାର ବେଶୀ ଦିନ ହୋଇ ନଥିବ ବୋଲି ଲାଗୁଛି । ତେବେ ଘର ମାଲିକଙ୍କୁ ଏହି ଘ-ଟ-ଣା ଖୁବ ଦୁଃଖ ଦେଇଥିବ ଓ ତାଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡିଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।