ଉନ୍ନତି ସମସ୍ତଙ୍କୁ ପସନ୍ଦ କିନ୍ତୁ କିଛି ଲୋକ ଉନ୍ନତି ପାଇଁ ଏତେ ଖରାପ ରାସ୍ତା ଆଡକୁ ଯାଆନ୍ତି ତାଙ୍କ ବିଷୟରେ ଜାଣି ଯିଏ ନା ସିଏ ଆଶ୍ଚର୍ଯ୍ୟ ହୋଇ ଯିବ । ଫିଲ୍ମ ଭଳି ରାଜନୀତି କ୍ଷେତ୍ରରୁ ଏମିତି ଏକ ଖବର ଆସୁଛି ଯେଉଁଠି ଗୋଟିଏ ନେତା ନିଜର ପଦବୀ ବଢାଇବା ପାଇଁ ଅନ୍ୟ ନେତା ମାନଙ୍କର ବିଛଣାରେ ନିଜ ସ୍ତ୍ରୀ କୁ ପଠେଇ ଥାଏ ।
ଏକ ପ୍ରସିଦ୍ଧ ନ୍ଯୁଜ ୱେବ୍ସାଇଟ ରେ ଛପି ଥିବା ଖବର ଅନୁସାରେ ଏହି ମାମଲା ୟୁପି ର ଗାଜିୟାବାଦ ର କୁହା ଯାଉଛି । ଯେଉଁଠି ଏକ କଂଗ୍ରେସ ନେତା ଏପରି ଖରାପ କାମ କରି ଦେଇଛି ଯାହାକୁ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯିବେ । ଶାନ ମୋହମ୍ମଦ ନାମକ ଜଣେ ନେତା ଉତ୍ତର ପ୍ରଦେଶ ର କଂଗ୍ରେସ ର କାର୍ଯ୍ୟକାରୀ ସଦସ୍ୟ ଅଟେ । ଏହି ନେତାଙ୍କ ସ୍ତ୍ରୀ ଯେତେବେଳେ ଖୋଲିକି ଲୋକ ମାନଙ୍କୁ ନେତାର କାମ ବିଷୟରେ କହିଲେ ତେବେ ସମସ୍ତେ ଦେଖି ହିଁ ରହିଗଲେ ।
ଶାନ ମୋହମ୍ମଦ ର ସ୍ତ୍ରୀ ଆଗକୁ କହିଲେ କି ତାଙ୍କ ସ୍ଵାମୀ ତାଙ୍କୁ କେବଳ ପାର୍ଟି ର ବଡ ନେତା ମାନଙ୍କ ସହ ବିଛଣା ରେ ଛାଡୁଥିଲେ ଏବଂ ତାହା ସହିତ ଯେତେବେଳେ ସେ ମନା କରୁଥିଲା ତାଙ୍କୁ ମାରୁଥିଲେ । ଏତିକି ନୁହେଁ ସ୍ତ୍ରୀ କୁ ଅନ୍ୟ ନେତାଙ୍କ ବିଛଣାରେ ପଠାଇବା ପାଇଁ ସେ ଭିନ୍ନ ଭିନ୍ନ ପ୍ରକାର ପ୍ରତାଡିତ କରି ମଜବୁର କରୁଥିଲେ । ଏହି ନେତାର ଖରାପ କାମ ସମସ୍ତଙ୍କ ଆଗରେ ଆଣି କହିଲେ କି ତାଙ୍କର ସ୍ଵାମୀ ସବୁଦିନ ଘରକୁ କାହାକୁ ନା କାହାକୁ ଆଣି ମୋତେ ତାହା ସହିତ ସମ୍ବନ୍ଧ ବନେଇବା ପାଇଁ କହୁଥିଲା ।
ଏହି ସବୁ ଆଜି କାଲି ନୁହେଁ ଦୀର୍ଘ 4 ବର୍ଷ ହବ ସହି ଆସୁଛନ୍ତି । ସ୍ତ୍ରୀ ଯେତେବେଳେ ସହି ପାରିଲାଣି ସେତେବେଳ ସେ ନିଜର ମା ସହ ଯାଇ ପୁଲିସ ରେ ରିପୋଟ ଲେଖେଇଲା ଏବଂ ନିଜ ପାଇଁ ସୁରକ୍ଷା ମାଗିଲା ।
ନେତା ର ସ୍ତ୍ରୀ କହିଲା କି ସେ ନିଜର ସ୍ଵାମୀ ର ବିରୁଦ୍ଧରେ ରିପୋର୍ଟ ଲେଖିବା ଦ୍ଵାରା ତାହାର ଜୀବନ ପ୍ରତି ଖତରା ହୋଇପାରିବ । ଅଭିକା ସୂଚନା ଅନୁଯାଇ ପୁଲିସ ନେତାର ସ୍ତ୍ରୀ ର ପାର୍ଥନା ପତ୍ର ନେଇଛନ୍ତି ଏବଂ ଏହି ମାମଳାକୁ ଦେଖାଦେଖି କରୁଛନ୍ତି ।