ଏହି ଅଭିନେତ୍ରୀଙ୍କୁ ନିଜର ସ୍ମାଇଲ କାରଣରୁ ମିଲଥିଲା କାମ, ସ୍ଟାରଡମରେ ଦେଇ ସାରିଛନ୍ତି ଜୁହୀ ଓ ଶ୍ରୀଦେବୀଙ୍କୁ ଟକ୍କର, ଦେଖନ୍ତୁ କିଏ ସେ

ମାଧୁରୀ ଦୀକ୍ଷିତ ବଲୀଉଡର ଏକ ଏମିତି ଅଭିନେତ୍ରୀ ଅଟନ୍ତି ଯିଏକି ନିଜର ସ୍ମାଇଲରେ ହିଁ କୋଟି କୋଟି ଲୋକମାନଙ୍କୁ ଘାୟଲ କରି ଦେଇଥାନ୍ତି । ଦୁନିଆସାରା ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି ଯେଉଁମାନେ ମାଧୁରୀଙ୍କର କେବଳ ସ୍ମାଇଲରେ ହିଁ ଫିଦା ଅଟନ୍ତି । ସେ ଧକ ଧକ ଗର୍ଲ ଓ ମୋହିନୀ ନାମରେ ବି ପରିଚିତ ଅଟନ୍ତି । ତାଙ୍କର ସ୍ମାଇଲ ଛଡା ଲୋକମାନେ ତାଙ୍କ ଡ୍ୟାନ୍ସ ର ବି ଦିବାନା ଅଟନ୍ତି ।

ଫିଲ୍ମରେ ସଫଳ ପାରି ଖେଳି ସାରିଥିବା ମାଧୁରୀ ଦୀକ୍ଷିତ ଜଲ୍ଦି ହିଁ ପୁଣି ଥରେ ଧମାକେଦାର ଏଣ୍ଟ୍ରି ନେବାକୁ ଯାଉଛନ୍ତି । ବଲୀଉଡର ଫିଲ୍ମ ‘ଅବୋଧ’ରୁ ମାଧୁରୀ ଦୀକ୍ଷିତ ଡେବ୍ୟୁ କରିଥିଲେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ମାଧୁରୀଙ୍କୁ ଫିଲ୍ମ ‘ଅବୋଧ’ କେମିତି ମିଳିଥିଲା ?

ଯେତେବେଳେ ଫିଲ୍ମ ‘ଅବୋଧ’ର ଡାୟରେକ୍ଟର ହିରେନ ନାଗ ପ୍ରଥମ ଥର ମାଧୁରୀଙ୍କୁ ଦେଖିଲେ ତେବେ ସେ ତାଙ୍କୁ ଦେଖି କି ହିଁ ରହିଗଲେ । ମାଧୁରୀଙ୍କର ସ୍ମାଇଲ ତାଙ୍କୁ ଏତେ ଭଲ ଲାଗିଲା କି ସେ ମାଧୁରୀଙ୍କୁ ନିଜ ଫିଲ୍ମରେ କାମ କରିବା ପାଇଁ ଅଫର ଦେଲେ । କିନ୍ତୁ କହିବାକୁ ଗଲେ ଏହି ଫିଲ୍ମ ଅଧିକ ଦିନ ଚାଲିଲା ନାହିଁ । କିନ୍ତୁ ସମସ୍ତେ ମାଧୁରୀଙ୍କର ପ୍ରଶଂସା କରିଲେ । ଏହା ପରେ ଫିଲ୍ମ ତେଜାବରେ ମାଧୁରୀଙ୍କୁ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ପୁରଷ୍କାର ଦିଆଗଲା ।

ଏହି ଫିଲ୍ମ ପରେ ମାଧୁରୀ କେବେ ବି ପଛକୁ ବୁଲି ଦେଖିଲେ ନାହିଁ ଓ ସେ ହିଟ ଫିଲ୍ମର ଲାଇନ ଲଗାଇ ଦେଲେ । କିନ୍ତୁ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ମାଧୁରୀ ନିଜର ହୃଦୟ ସଞ୍ଜୟ ଦତ୍ତଙ୍କୁ ଦେଇ ବସିଥିଲେ । ଗୋଟିଏ ସମୟରେ ଏହି ଦୁଇ ଜଣଙ୍କର ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ସେହି ସମୟରେ ଏମାନଙ୍କର ଯୋଡି ବହୁତ ହିଟ ଥିଲା । ମାଧୁରୀ ଓ ସଞ୍ଜୟ ଏକା ସହିତ ମିଶି ବହୁତ ହିଟ ଫିଲ୍ମ ଦେଇଛନ୍ତି ।

ମାଧୁରୀ ଦୀକ୍ଷିତ ବର୍ତ୍ତମାନ ୫୦ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ତାଙ୍କର ସୁନ୍ଦରତାରେ ଆଜି ପର୍ଯ୍ୟନ୍ତ କିଛି ବି ଫରକ ଆସି ନାହିଁ । ସଞ୍ଜୟ ଓ ମାଧୁରୀ ପରସ୍ପରକୁ ଏତେ ଭଲ ପାଉଥିଲେ କି ସେମାନେ ବିବାହ କରିବାକୁ ବି ଚାହୁଁ ଥିଲେ । କିନ୍ତୁ ପ୍ରଥମରୁ ହିଁ ବିବାହିତ ହୋଇଥିବା କାରଣରୁ ସଞ୍ଜୟ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁ ନ ଥିଲେ । ଅନ୍ୟ ପଟେ ମାଧୁରୀଙ୍କର ପିତାଙ୍କୁ ବି ଏହି ସମ୍ପର୍କ ଉପରେ ଇଚ୍ଛା ନ ଥିଲା ।

ଏହା ପରେ ମାଧୁରୀ ୧୯୯୯ରେ ଆମେରିକାର ସର୍ଜନ ଡା. ଶ୍ରୀ ରାମ ନେନେଙ୍କ ସହ ବିବାହ କରିନେଲେ । ଆଜି ମାଧୁରୀ ନିଜର ପରିବାର ସହିତ ଏକ ସୁଖମୟ ଜୀବନ ଯାପନ କରୁଛନ୍ତି ।

ବାହାଘର ପରେ କିଛି ସମୟ ପର୍ଯ୍ୟନ୍ତ ମାଧୁରୀ ଫିଲ୍ମରୁ ଦୂରେଇ ଯାଇଥିଲେ । କିନ୍ତୁ ଫିଲ୍ମ ‘ଆଜା ନଚଲେ’ରୁ ସେ ପୁଣି ଥରେ ବଡ ପରଦାକୁ ଫେରିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମାଧୁରୀ ଦୀକ୍ଷିତ ୭୦ଟି ଫିଲ୍ମରେ କାମ କରି ସାରିଛନ୍ତି । ୯୦ ଦଶକରେ ସବୁ ଡାୟରେକ୍ଟର ମାଧୁରୀଙ୍କ ସହ କାମ କରିବା ପାଇଁ ଚାହୁଁଥିଲେ । କହିବାକୁ ଗଲେ ମାଧୁରୀ ନିଜର ଷ୍ଟାରଡମ ଦ୍ଵାରା ଶ୍ରୀଦେବୀ ଓ ଜୁହୀଙ୍କ ଭଳି ଅଭିନେତ୍ରୀଙ୍କୁ ବି ଟକ୍କର ଦେଉଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।