ନିଜ ପୁଅକୁ ସାବତ ପୁଅ କହି, ମୋ ଶାଶୁ ପୁଅ ମାନଙ୍କ ସହ ଖରାପ ସମ୍ପର୍କ ରଖୁଛନ୍ତି, ଏଭଳି କିଛି ସଙ୍ଗିନ ଅଭିଯୋଗ ଆଣିଛି ବୋହୂ

ବୋହୂ ଆଣିଲେ ଶାଶୁ ନାଁ ରେ ହନି ଟ୍ରାପ ର ଅଭିଯୋଗ । ଶାଶୁ ବୟସ ବଢିଥିଲେ ବି ନିଜର ପରିଚୟ ଲୁଚାଇ ଅଳ୍ପ ବୟସର ଯୁବକ ମନକ ସହ ଖରାପ ସମ୍ପର୍କ ରଖନ୍ତି । ପୁଅ ର ବାହାଘର ପାଇଁ ନିର୍ବନ୍ଧ ସାରିଥିଲା । କିନ୍ତୁ ନିର୍ବନ୍ଧ ପରେ ପୁଅ ନିଜ ମା ଙ୍କୁ ବାହା ହୋଇଥିଲେ । ପରେ ତାଙ୍କୁ ନିଜ ମା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଆଉ ଏହି ଘଟଣା ପାଇଁ ୟୁନିଭର୍ସିଟି ଥାନାରେ ପହଞ୍ଚି ଥିଲା ।

ଆଉ ଏବେ ବୋହୂ ଶାଶୁ ନାଁ ରେ ଆଣିଛନ୍ତି ହନି ଟ୍ରାପ ଅଭିଯୋଗ । ଏ ନେଇ ବୋହୂ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ମୋ ଶାଶୁ 20ରୁ 30 ବର୍ଷର ପିଲାଙ୍କ ଫୋଟୋ ରଖିକି ତାଙ୍କୁ ବ୍ଳାକମେଲ କରନ୍ତି । ପୁଅ ଠାରୁ ମିଛ କଥା କହି ଘରୁ ପଇସା ନେଇ ହୋଟେଲରେ ଏଞ୍ଜୋଏ କରନ୍ତି । ରାତିରେ ଭିଡିଓ କଲ କରି ପୁଅ ମାନଙ୍କର ଖରାପ ଫୋଟୋ ରଖିକି ବ୍ଳାକମେଲ କରନ୍ତି ମୋ ଶାଶୁ ।

ମୋ ଶାଶୁ ପୁଅ ମାନଙ୍କୁ କୁହନ୍ତି କି ତାଙ୍କ ସ୍ଵାମୀ ଫରେନ ରେ ଅଛନ୍ତି । ଏଟା ତାଙ୍କର ଦ୍ଵିତୀୟ ବିବାହ ହୋଇଛି । ଆଉ ତାଙ୍କ ପ୍ରଥମ ସ୍ତ୍ରୀ କ୍ୟାନ୍ସରରେ ମରି ଯାଇଛନ୍ତି । ଆଉ ନିଜ ପୁଅକୁ ସାବତ ପୁଅ ବୋଲି ଅନ୍ୟ ଆଗରେ ପରିଚୟ ଦିଅନ୍ତି ମୋ ଶାଶୁ । ନିର୍ବନ୍ଧ ପରେ ମୁଁ ଯେବେ ମୋ ସ୍ବାମୀଙ୍କୁ ପଚାରି ଥିଲି ତୁମର ପ୍ରଥମ ମା କେମିତି ଚାଲିଗଲେ ? ଉତ୍ତରରେ ମୋ ସ୍ଵାମୀ କହିଥିଲେ ଏ ତ ମୋର ନିଜର ମା ପ୍ରଥମ ମା କୁଆଡୁ ଆସିଲା ?

ମୋ ବାପା 2018 ରୁ ଆରପାରିକୁ ଚାଲି ଯାଇଛନ୍ତି ବୋଲି ମୋ ସ୍ଵାମୀ କହିଥିଲେ । ଏହାପରେ ସବୁ ସତ ସାମନାକୁ ଆସିଲା । ମୋ ଶାଶୁ ଡାକ୍ତର ନୁହେଁ କି ତାଙ୍କର MBBS ସାର୍ଟିଫିକେଟ ବି ନାହିଁ । ମୋ ଶାଶୁ ଜଣେ ଯୁକ୍ତ ଦୁଇ ଆର୍ଟ୍ସ ଛାତ୍ରୀ । ସେ ମା ନାଁ ରେ କଳଙ୍କ । ଯିଏ ନିଜ ପୁଅକୁ ସାବତ ପୁଅ ବୋଲି କହେ ମୁଁ ଜାଣି ନ ଥିଲି ଏଭଳି ସ୍ତ୍ରୀ ଲୋକ ସେ ।

ପୂର୍ବ ଠାରୁ ଅଧିକ ଯନ୍ତ୍ରଣା ଦେଉଛନ୍ତି ସେ ମୋତେ । ଏବେ ମଧ୍ୟ ମୋତେ ମ୍ଯାସେଜ ଆସୁଛି । ଏତେ ଖରାପ ଭାଷାରେ ମ୍ଯାସେଜ ଆସୁଛି ଯାହା କାହାକୁ କହି ହେଉ ନାହିଁ । ମୋ ଶାଶୁ ଙ୍କର ଉଦ୍ଦେଶ୍ୟ ହେଲା ପୁଅ ମାନଙ୍କର ନେଗେଡ ଫୋଟୋ ରଖିକି ତାଙ୍କୁ ବ୍ଳାକମେଲ କରିବା । ଏତିକି ପଇସା ଦେ ନ ହେଲେ ତୋର ଜିନିଷ ଭାଇରାଲ କରିଦେବି ।

ଯେବେ ମୋ ଶାଶୁଙ୍କର କଳା କାରନାମା ପୁଅ ସାମନାକୁ ଆସିଲା ସେତେବେଳେ ମୋ ବାପା ନାଁ ରେ ମିଛ ଅଭିଯୋଗ ଆଣିଲେ । ଡିସେମ୍ବରରେ ଆମେ ଅଫିସିଆଲି ବାହା ହେବା ପାଇଁ ନିସ୍ପତି ନେଲୁ ଯାହା ଡିକ୍ଳାର କରିଥିଲୁ । କିନ୍ତୁ ମୋ ଶାଶୁ ଆମ ନାଁ ରେ ମିଥ୍ୟା ଅଭିଯୋଗ ଲଗାଇ କୋର୍ଟରେ କେସ କରିଲେ” ।  ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।