ଡାହାଣୀ ପାଲଟିଗଲା ଜନ୍ମକଲା ମା’, ନିଜ ପିଲା 2 ଜଣଙ୍କୁ ହିଁ ଠେଲିଦେଲା କୁଅକୁ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ, କଥାରେ ଅଛି ମା’ ପରି କିଏ ହେବ ? ମାତ୍ର ଏଠାରେ ମା ପାଲଟିଗଲା ରାକ୍ଷସୀ ଯେ କି କିଛି ନ ବୁଝି ନ ସୁଝି ନିଜ ପିଲା ଦୁହିଙ୍କୁ କୂପ ମଧ୍ୟକୁ ଠେଲିଦେଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମିଳିଥିବା ସୂଚନା ଅନୁଯାୟୀ ପାରିବାରିକ କଳହ ରୁ ନିଜ ଛୁଆଙ୍କୁ କୂପ ମଧ୍ୟକୁ ଫିଙ୍ଗି ଦେଇଛି ଜନ୍ମ କରିଥିବା ମା’ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହା ରେ ଘଟିଛି ଏଭଳି ଅଭାବନୀୟ ଘ-ଟ-ଣା । ହଟାତ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା ଏହାପରେ ନିଜ ପୁଅ ଝିଅ କୁ ନେଇ ପାଖ କୂଅ ଭିତରକୁ ଠେଲି ଦେଇଥିଲା ମା । ସାହି ପଡିଶା ଲୋକ ଶିଶୁ ଦୁଇଟିକୁ ଉଦ୍ଧାର କରି ହସ୍ପିଟାଲ କୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ଶିଶୁ ଦୁଇଟିକୁ ମୃ-ତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ମା’ ଶିଶୁ କୁ କୂଅ ରେ ଫିଙ୍ଗିବା ପରେ ନିଜେ ଆ-ତ୍ମ-ହ-ତ-ୟା କରିବାକୁ ଉଦ୍ୟମ କରିଥିଲା ମାତ୍ର ଭୟରେ କରି ପାରି ନଥିଲା । ମାତ୍ର ମା’ ନିଜେ ଛୁଆ ଦୁଇଟିକୁ କୂଅ ଭିତରେ ଠେଲି ଦେବାର ଘ-ଟ-ଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଅଛି । ଶିଶୁ ଦୁହି ଦେଖିବାକୁ ଖୁବ ଡଉଲ ଡାଉଲ ହୋଇଥିଲେ । ମାତ୍ର ଜନ୍ମ କଲା ମା ଟିର ହାତ କିଭଳି ଗଲା ସେମାନଙ୍କୁ କୂଅ ରେ ଠେଲିବା ନିମନ୍ତେ ତାହା ସତରେ ଚର୍ଚ୍ଚା ର ବିଷୟ ଅଟେ ।

ରାତିରେ ଝ-ଗ-ଡା ଲାଗିବା ପରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପିଲା ଦୁଇଟିକୁ ନେଇ କେଉଁଠାକୁ ନି-ଖୋ-ଜ ହୋଇଯାଇଥିଲେ । ମାତ୍ର ସକାଳେ ସୂଚନା ମିଳିଲା ଯେ ପାଖରେ ଥିବା ଏକ କୂଅ ରେ ଶିଶୁ ଦୁଇଟିକୁ ଫି-ଙ୍ଗି ଦେଇ ନିଜେ ଆ-ତ୍ମ-ହ-ତ-ୟା ର ଉଦ୍ୟମ କରିଥିଲେ । ମାତ୍ର ନିଜକୁ ଭୟ ଲାଗିବାରୁ ସେ ସ୍ତିର ରହିଯାଇଥିଲେ । କିନ୍ତୁ ତାଙ୍କ ଶିଶୁ ଦୁଇଟି ନିଜର ଜୀବନ ହରାଇ ବସାଇଲେ ।

ଖବର ପାଇ ଗାଁ ଲୋକେ ଶିଶୁ ଦୁଇଟିକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତର ଖାନା କୁ ନେଇ ଯାଆନ୍ତି । ମାତ୍ର ସେଠାରେ ବିଳମ୍ବ ହେବା କାରଣରୁ ଡାକ୍ତର ଶିଶୁ ଦୁଇଟିକୁ ମୃ-ତ ଘୋଷଣା କରିଲେ । ଏହା ଏକ ଦୁଖନୀୟ ଘ-ଟ-ଣା ସାଙ୍ଗକୁ ଏକ ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଯାଇଛି । ମା ଟି ଶିଶୁ ଙ୍କ ପାଇଁ କେତେ ଉପାସ ବ୍ରତ କରିଥାଏ ।

୯ ମାସ ନିଜ ଗର୍ଭ ରେ ଧାରଣ କରି ଅତ୍ୟନ୍ତ ପୀ-ଡା ଯ-ନ୍ତ୍ର-ଣା ସହି ଶିଶୁ ଙ୍କୁ ଜନ୍ମ ଦେଇଥାଏ । ମାତ୍ର ଆଜି ଭଳି ଦିନରେ ଏଭଳି ମା’ ମଧ୍ୟ ଅଛନ୍ତି ଯେଉଁମାନେ ତୁଛ କ୍ରୋ-ଧ-ରେ ନିଜ ପିଲା ଙ୍କୁ ହ-ତ୍ୟା କରିବା ପାଇଁ ପଛାନ୍ତି ନାହିଁ । ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣଙ୍କ ମତାମତ କଣ ମା’ ଜଣଙ୍କୁ କି ଶା-ସ୍ତି ମିଳିବା କଥା ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।