ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ନିଜ ଭ୍ୟାଲେଣ୍ଟାଇନ ଙ୍କ ନାମ – Love Quiz Game

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ। ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ। ସେହି ୫ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ କଣ। ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ କଣ ହୋଇପାରିବ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ହାର୍ଟ ର ଚିତ୍ର ସମ୍ବନ୍ଧରେ। ତେବେ ଯଦି ଆପଣ ନମ୍ବର୧ ରେ ଥିବା ହାର୍ଟ ର ଚିତ୍ରକୁ ବାଛିଛନ୍ତି ତେବେ ଆପଣଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ ର ପ୍ରଥମ ଅକ୍ଷର, A,K,D,B,Y,N ଅଟେ। ତେବେ ଯେଉଁମାନେ ନମ୍ବର୧ ରେ ଥିବା ହାର୍ଟ କୁ ବାଛିଛନ୍ତି ତାଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ ଏହି ୬ ଟି ଅକ୍ଷରରୁ ଆରମ୍ଭ ହେବ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର୨ ରେ ଥିବା ହାର୍ଟ ର ଚିତ୍ର ସମ୍ବନ୍ଧରେ। ତେବେ ଯଦି ଆପଣ ନମ୍ବର୨ ରେ ଥିବା ହାର୍ଟ ର ଚିତ୍ରକୁ ବାଛିଛନ୍ତି ତେବେ ଆପଣଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ ର ପ୍ରଥମ ଅକ୍ଷର, C,E,G,J,R,H,V ଅଟେ । ତେବେ ଯେଉଁମାନେ ନମ୍ବର୨ ରେ ଥିବା ହାର୍ଟ ର ଚିତ୍ରକୁ ବାଛିଛନ୍ତି ତାଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ ଏହି ୭ଟି ଅକ୍ଷରରୁ ଆରମ୍ଭ ହେବ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର୩ ରେ ଥିବା ହାର୍ଟ ର ଚିତ୍ର ସମ୍ବନ୍ଧରେ। ତେବେ ଯେଉଁମାନେ ନମ୍ବର ୩ ରେ ଥିବା ହାର୍ଟ ର ଚିତ୍ରକୁ ବାଛିଛନ୍ତି ସେମାନଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମର ପ୍ରଥମ ଅକ୍ଷର M,I,L,F,S,Q,Z ଅଟେ। ତେବେ ଯଦି ଆପଣ ନମ୍ବର୩ ରେ ଥିବା ଚିତ୍ରକୁ ବାଛିଛନ୍ତି ଆପଣଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ ଏହି ୭ ଟି ଅକ୍ଷରରୁ ଆରମ୍ଭ ହେବ।

୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୪ ରେ ଥିବା ହାର୍ଟ ର ଚିତ୍ର ସମ୍ବନ୍ଧରେ।ତେବେ ଯେଉଁମାନେ ନମ୍ବର ୪ ରେ ଥିବା ହାର୍ଟ ର ଚିତ୍ରକୁ ବାଛିଛନ୍ତି ସେମାନଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମର ପ୍ରଥମ ଅକ୍ଷର, T,O,P,W,U,X ଅଟେ। ତେବେ ଯଦି ଆପଣ ନମ୍ବର ୪ ରେ ଥିବା ହାର୍ଟ ର ଚିତ୍ରକୁ ବାଛିଛନ୍ତି ତେବେ ଆପଣଙ୍କ ଭ୍ୟାଲେଣ୍ଟାଇନ ଙ୍କ ନାମ ଏହି ୬ଟି ଅକ୍ଷରରୁ ଆରମ୍ଭ ହେବ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।