ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କେତୋଟି ପିଲା ହେବ ଆପଣଙ୍କର ? Jyotish Shastra

ଆମ ଜୀବନରେ ଶାସ୍ତ୍ରର ବହୁତ ମହତ୍ଵ ରହିଥାଏ । ଏହା ଅନୁସାରେ ଆମ ଜୀବନରେ ଘଟିତ ହେଉଥିବା ସବୁ ଘଟଣାର ସଂକେତ ବିଷୟରେ କୁହାଯାଇଥାଏ । କିନ୍ତୁ ଏହାକୁ ସମସ୍ତେ ବୁଝିପାରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ତାର ପ୍ରଥମ ଅକ୍ଷରରୁ ଜାଣି ହେବକି ବ୍ୟକ୍ତିର କେତୋଟି ସନ୍ତାନ ହେବ । ଆଜି ଆମେ ଏହି ଖାସ ବିଷୟରେ କିଛି ଜଣାଇବୁ । ବ୍ୟକ୍ତି ଜୀବନରେ ବିବାହ ହେବା ପରେ ବହୁତ ଖୁସିରେ ଥାଏ କିନ୍ତୁ ଏହି ବିବାହ ପରେ ଗୋଟିଏ ସନ୍ତାନ ପାଇଁ ବହୁତ ଇଚ୍ଛା କରିଥାଏ । ସେ ଚାହେଁ କି ସନ୍ତାନ ଦ୍ଵାରା ଆଉ ଅଧିକ ଖୁସି ପାଇବା ପାଇଁ । ସନ୍ତାନ ଦ୍ଵାରା ତାର ପରିବାରକୁ ଆଗକୁ ବଢାଇ ପାରିବ ।

ଏହି ସନ୍ତାନର ଖୁସି ପାଇଁ ସେ ତାର ସାମର୍ଥ୍ୟ ଅନୁସାରେ ବହୁତ କିଛି କରିଥାଏ । ସାଧାରଣ ଭାବରେ ଲୋକମାନେ ନିଜ ଜୀବନ ବିଷୟରେ ଜ୍ୟୋତିଶ ଶାସ୍ତ୍ର ଦ୍ଵାରା ଜାଣି ପାରିବେ । ଜୋତିଶ ଶାସ୍ତ୍ର ଦ୍ଵାରା ଆମକୁ ଏମିତି କିଛି ମହତ୍ବପୂର୍ଣ୍ଣ ଜିନିଷ ଜଣାପଡିଥାଏ ଯାହାକୁ ବହୁତ ଲୋକ ଜାଣିନଥିବେ । ବିବାହ ପରେ ମନୁଷ୍ୟକୁ ସନ୍ତାନ ପ୍ରତି ଲାଳସା ବୃଦ୍ଧି ପାଇଥାଏ ।

ସେମାନେ ଏହାକୁ ଭାବିବା ପାଇଁ ବାଧ୍ୟ  ହୋଇଥାନ୍ତି କି ସେମାନଙ୍କର କେତୋଟି ସନ୍ତାନ ହେବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁକୀ ନାମ ପ୍ରଥମ ଅକ୍ଷରରେ ଯେଉଁ ବ୍ୟକ୍ତିର A , S, M, I , V , Y ଥିବ ସେମାନଙ୍କର କେତୋଟି ସନ୍ତାନ ହେବ । ପ୍ରଥମେ ଜାଣିବା A , S , M ଅକ୍ଷର ଥିବା ବ୍ୟକ୍ତିଙ୍କ ବିଷୟରେ । ଏହି ବ୍ୟକ୍ତି ମାନେ ନିଜ ଧନକୁ ବୁଝିବିଚାରୀ ଖର୍ଚ କରିଥାନ୍ତି ।

ଏମାନେ ଖରଚ୍ର ମାମଲାରେ ବହୁତ ସତର୍କତା ଅବଲମ୍ବନ କରନ୍ତି । ବହୁତ ଲୋକ ଏମାନଙ୍କୁ ବୁଝିପାରନ୍ତି ନାହିଁ । ଏମାନେ ନିଜ ପରିବାରକୁ ସନ୍ତୁଳନ କରିବାଏ ମାହିର ଥାନ୍ତି । ଏମାନେ ନିଜ ପରିବାର ପ୍ରତି ଥିବା ଦାୟିତ୍ଵକୁ ଠିକ ଭାବରେ ତୁଲାଇଥାନ୍ତି । ଏହି ବ୍ୟକ୍ତି ବିବାହ ପୂର୍ବରୁ ପ୍ରେମ କରିବା ପସନ୍ଦ କରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ନିଜ ଜୀବନ ଶୈଳୀକୁ ଠିକ ଭାବରେ ରଖିଥାନ୍ତି ।

ସବୁ ବେଳେ ସବୁ କାର୍ଯ୍ୟରେ ବୁଝି ବିଚାରୀ ନିସ୍ପତି ନେଇଥାନ୍ତି । ମୁଖ୍ୟତଃ ଏମାନଙ୍କର କୁଣ୍ଡଳୀରେ ଦୁଇଟି ସନ୍ତାନ ହେବାର ଯୋଗ ହୋଇଥାଏ । ଏହାପରେ ଜାଣିବା I , V , Y  ନାମ ଥିବା ବ୍ୟକ୍ତିଙ୍କ ବିଷୟରେ । ଏହି ବ୍ୟକ୍ତିମାନେ ବହୁତ ମଉଜ ମସ୍ତି କରିବା ବାଲା ବ୍ୟକ୍ତି ହୋଇଥାନ୍ତି । ଏମାନେ ଅଧିକାଂଶ ସମୟ ନିଜ ମିତ୍ର ମାନଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜ ଚାକିରି ପ୍ରତି ଯତ୍ନବାନ ନଥାନ୍ତି ।

ଏମାନେ ନିଜକୁ ଭାବିଥାନ୍ତି କି ଜୀବନରେ କିଛିନା କିଛି ନିଶ୍ଚିତ କରିପାରିବେ । ଏମାନେ ଜୀବନରେ ନିଜର ଏକ ନିର୍ଦିଷ୍ଟ ଲକ୍ଷ ରଖିଥାନ୍ତି ଓ ଏହି ଲକ୍ଷକୁ ପୂରଣ କରିବା ପାଇଁ ପ୍ରୟାସ କରିଥାନ୍ତି । ଏହି ବ୍ୟକ୍ତିଙ୍କର କୁଣ୍ଡଳୀରେ 3 ଟି ସନ୍ତାନ ହେବାର ଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ