ପସନ୍ଦ କରନ୍ତୁ ନିଜର ଜନ୍ମ ମାସ ବାଲା ଗୋଟିଏ ରତ୍ନ ଓ ଜାଣନ୍ତୁ ନିଜ ବିଷୟରେ ଏକ ବଡ ରାଜର କଥା

ଗୋଟିଏ ବ୍ୟକ୍ତିର ଜନ୍ମ ତାରିଖ ଯେତିକି ମହତ୍ଵ ପୂର୍ଣ ଅଟେ, ସେତିକି ହିଁ ଜନ୍ମ ମାସର ବି ହୋଇଥାଏ । ଜ୍ୟୋତିଷ ସାତର ଅନୁସାରେ ଜନ୍ମର ତାରିଖ, ଦିନ, ମୁହୂର୍ତ, ମାସ ବ୍ୟକ୍ତିକୁ ବହୁତ ପ୍ରଭାବିତ କରିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଜନ୍ମ ମାସ ଅନୁସାରେ ରତ୍ନ ନେଇ ଆସିଛି । ଯେଉଁଥିରେ ଆପଣଙ୍କୁ ଆପଣଙ୍କର ଜନ୍ମ ମାସ ବାଲା ରତ୍ନ ବାଛିବାର ଅଛି । ଏହା ପରେ ଆମେ ଆପଣଙ୍କୁ ବାଛିଥିବା ଜନ୍ମ ମାସ ବାଲା ରତ୍ନ ଅନୁସାରେ ଆପଣଙ୍କ ବିଷୟରେ କିଛି ଖାସ କଥା କହିବୁ । ତେବେ ଚାଳନ୍ତୁ ଜାଣିବା ଆପଣଙ୍କ ବିଷୟରେ ।

ଜାନୁୟାରୀ

ଆପଣ ବହୁତ ଖୁସ ମିଜାଜର ବ୍ୟକ୍ତି ଅଟନ୍ତି । ଆପଣ ନିଜକୁ ସବୁ ପରିସ୍ଥିତିରେ ଖାପ ଖୁଆଇ ନିଅନ୍ତି । ଆପଣ ବହୁତ ସରଳ ହୃଦୟର ବ୍ୟକ୍ତି ଅଟନ୍ତି । ଆପଣଙ୍କ ପରିବାର ଆପଣଙ୍କ ଜୀବନର ବହୁତ ବଡ ଅଂସ ଅଟେ ।

ଫେବ୍ରୁୟାରୀ

Studio shot of young woman working in office covered with adhesive notes

ଆପଣ ବହୁତ ପରିଶ୍ରମୀ ଓ ଧର୍ଯ୍ୟବାନ ବ୍ୟକ୍ତି ଅଟନ୍ତି । ସବୁ ଜିନିଷକୁ ନେଇ ଆପଣ ବହୁତ ଆତ୍ମବିଶ୍ଵାସ ଥାନ୍ତି । ଆପଣଙ୍କ ବୁଝିବା ଶକ୍ତି ବହୁତ ଭଲ ହୋଇଥାଏ । ଆପଣଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । କିନ୍ତୁ ଆପଣଙ୍କୁ ଯଦି କେହି ଭଲରେ ବୁଝାଇ ଦିଅନ୍ତି ତେବେ ଆପଣ ବହୁତ ଜଲ୍ଦି ଶାନ୍ତ ବି ହୋଇ ଯାଆନ୍ତି ।

ମାର୍ଚ୍ଚ

ଆପଣ ହୃଦୟର ବହୁତ ଭଲ ଓ ନିର୍ମଲ ହୋଇଥାନ୍ତି । ଆପଣ ନିଜର ପରିବାରର ବହୁତ ପାଖାପାଖି ରୁହନ୍ତି । ଛୋଟ ଛୋଟ କଥାରେ ଆପଣ ଖୁସି ଖୋଜି ନିଅନ୍ତି ।

ଏପ୍ରିଲ

ଆପଣ ବହୁତ ବୁଦ୍ଧିମାନ ଓ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ଯେଉଁ କାମକୁ କରିବା ପାଇଁ ନିଷ୍ପତି ନେଇ ଯାଆନ୍ତି ତେବେ ତାକୁ ପୁରା କରି ହିଁ ଛାଡନ୍ତି । ଆପଣ ସଠିକ ସମୟରେ ସଠିକ କାମ କରନ୍ତି ।

ମେ

ଆପଣ ନିଜର ଆତ୍ମବିଶ୍ଵାସ ପାଇଁ ଜଣା ଯାଆନ୍ତି । ସବୁ ବିଷରେ ଆପଣଙ୍କ ରାୟ ସଠିକ ହୋଇଥାଏ । ଆପଣ ଆଖପାଖର ଲୋକମାନଙ୍କୁ ପ୍ରୋସ୍ତାହିତ ବି କରନ୍ତି ।

ଜୁନ

ଆପଣ ଖୋଲା ଚିନ୍ତାଧାର ବ୍ୟକ୍ତି ଅଟନ୍ତି । ଆପଣ ନିଜ ଜୀବନରେ ସବୁବେଳେ ଭଲ ଭଲ ଜିନିଷ ଖୋଜନ୍ତି । ଆପଣ ସବୁ ସମ୍ପର୍କକୁ ଭଲ ଭାବରେ ନିଭାଇ ଥାନ୍ତି ।

ଜୁଲାଇ

ଆପଣ ନିଜ ଜୀବନରେ କାହାର ବି ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ । ଆପଣ ନିଜ ଦୁନିଆରେ ରହିବାକୁ ପସନ୍ଦ କରନ୍ତି । ଆପଣଙ୍କ ଜୀବନରେ ଏମିତି ବହୁତ ରହସ୍ୟ ଥାଏ ଯାହା ଆପଣଙ୍କର ସମ୍ପର୍କୀୟଙ୍କୁ ଜଣା ନ ଥାଏ ।

ଅଗଷ୍ଟ

ଆପଣ ବହୁତ ଭଲ ହୃଦୟର ବ୍ୟକ୍ତି ଅଟନ୍ତି । କାହାକୁ ବି ଦୁଖରେ ଦେଖି ପାରନ୍ତି ନାହିଁ । ସମସ୍ତଙ୍କର ସାହାର୍ଯ୍ୟ ପାଇଁ ଆପଣ ଆଗରେ ଥାନ୍ତି ।

ସେପ୍ଟେମ୍ବର

ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ଅଟନ୍ତି । ଆପଣ ଭାଗ୍ୟରୁ ଅଧିକ ନିଜ ଉପରେ ବିଶ୍ଵାସ କରନ୍ତି । ସବୁ ପରିସ୍ଥିତିର ସାମ୍ନା କରନ୍ତି । ହସ ଖୁସିରେ ଜୀବନ ବ୍ୟତୀତ କରିବା ଆପଣଙ୍କୁ ପସନ୍ଦ ଅଟେ ।

ଅକ୍ଟୋବର

ଆପଣ ବ୍ୟବହାରରେ ବହୁତ ଲାଜୁକ ଓ ଓ ଭାବୁକ ବ୍ୟକ୍ତି ଅଟନ୍ତି । ଆପଣ ନିଜ ସହିତ ଜଡିତ ଲୋକମାନଙ୍କୁ ସବୁବେଳେ ଖୁସିରେ ଦେଖିବାକୁ ଚେଷ୍ଟା କରନ୍ତି । ବୁଲିଯିବାକୁ ଆପଣ ଭଲ ଲାଗେ ।

ନଭେମ୍ବର

ଆପଣଙ୍କର ଚିନ୍ତାଧାର ବହୁତ ଗଭୀର ଅଟେ । ଆପଣ ଟଙ୍କା ମାମଲାରେ ବହୁତ ସାବଧାନ ରୁହନ୍ତି । ଅନାବଶ୍ୟକ ଜିନିଷରେ ଆପଣ ଟଙ୍କା ଖର୍ଚ କରନ୍ତି ନାହିଁ ।

ଡିସେମ୍ବର

ଆପଣ ସ୍ଵଭାବରେ ଭଲ ବ୍ୟକ୍ତି ଅଟନ୍ତି । ଆପଣ ବହୁତ ଭାଗ୍ୟବାନ ହୋଇଥାନ୍ତି । ଆପଣ ସମ୍ପର୍କକୁ ବହୁତ ମହତ୍ଵ ଦେଇଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।