Jyotish Shastra- ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର

ବର୍ତ୍ତମାନ ସମୟରେ ଏମିତ ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କର ଜନ୍ମ କେଉଁ ରାଶି ଓ କେଉଁ ନକ୍ଷତ୍ରରେ ହୋଇଛି ଜଣା ନାହିଁ । କହିବାକୁ ଗଲେ ଯେଉଁମାନଙ୍କ ଜାତକ ଥାଏ ସେମାନଙ୍କର କୌଣସି ଅସୁବିଧା ନ ଥାଏ । କିନ୍ତୁ କହିଦେଉଛୁ କି ଯେଉଁମାନଙ୍କର ଜାତକ ନ ଥାଏ ସେମାନେ ନିଜ ନାଁର ପ୍ରଥମ ଅକ୍ଷରରୁ ରାଶି ଓ ନକ୍ଷତ୍ର ବିଷୟରେ ଜାଣି ପାରିବେ । ନାଁ ରୁ ରାଶି ଓ ନକ୍ଷତ୍ର ହୋଇ ନ ଥାଏ ଅଥବା ରାଶି ଓ ନକ୍ଷତ୍ରରୁ ନାଁ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ନାଁର ପ୍ରଥମ ଅକ୍ଷରୁ ହିଁ ରାଶି ଓ ନକ୍ଷତ୍ର ବିଷୟରେ କହିବୁ ।

ଆଜି ଆମେ ଆପଣଙ୍କ ଏକ ସାରଣୀ ନେଇ ଆସିଛି ଯାହାକି କିଛି ଏହିଭଳି

ନକ୍ଷତ୍ର / ରାଶି = ନାଁ ର ପ୍ରଥମ ଅକ୍ଷର

୧ /୧ = ଅଶ୍ଵିନୀ ନକ୍ଷତ୍ର / ମେଷ ରାଶି = ଚୁ, ଚେ, ଚୋ, ଲି

୨ / ୧ = ଦ୍ଵିଜା ନକ୍ଷତ୍ର / ମେଷ ରାଶି = ଲି, ଲୁ, ଲେ, ଲୋ

୩ / ୧ = କୃତ୍ତିକା ନକ୍ଷତ୍ର / ମେଷ ରାଶି = ଅ

୩ / ୨ = କୃତ୍ତିକା ନକ୍ଷତ୍ର / ବୃଷ ରାଶି = ଇ, ଉ, ଏ

୪ / ୨ = ରୋହିଣୀ ନକ୍ଷତ୍ର / ବୃଷ ରାଶି = ଓ, ବା, ବି, ବୁ

୫ / ୨ = ମୃଗଶିରା ନକ୍ଷତ୍ର / ବୃଷ ରାଶି = ବେ, ବୋ

୫ / ୩ = ମୃଗଶିରା ନକ୍ଷତ୍ର / ମିଥୁନ ରାଶି = କ, କି

୬ / ୩ = ଆର୍ଦ୍ରା ନକ୍ଷତ୍ର / ମିଥୁନ ରାଶି = କୁ, ଘ, ଛ

୭ / ୩ = ପୁନର୍ବସ ନକ୍ଷତ୍ର / ମିଥୁନ ରାଶି = କେ, କୋ, ହ

୭ / ୪ = ପୁନର୍ବସୁ ନକ୍ଷତ୍ର / କର୍କଟ ରାଶି = ହି

୮ / ୪ = ପୁଷ୍ୟା ନକ୍ଷତ୍ର / କର୍କଟ ରାଶି = ହୁ, ହେ, ହୋ, ଡ

୯ / ୪ = ଅଷ୍ଲେଷା ନକ୍ଷତ୍ର / କର୍କଟ ରାଶି = ଡି, ଡୁ, ଡେ, ଡୋ

୧୦ / ୫ = ମଘା ନକ୍ଷତ୍ର / ସିଂହ ରାଶି = ମ, ମି, ମୁ, ମେ

୧୧ / ୫ = ପୂର୍ବ ଫାଲ୍ଗୁନୀ ନକ୍ଷତ୍ର / ସିଂହ ରାଶି = ମୋ, ଟ, ଟି, ଟୁ

୧୨ / ୫ = ଉତ୍ତର ଫାଲ୍ଗୁନୀ ନକ୍ଷତ୍ର / ସିଂହ ରାଶି = ଟେ

୧୨ / ୬ = ଉତ୍ତର ଫାଲ୍ଗୁନୀ ନକ୍ଷତ୍ର / କନ୍ୟା ରାଶି = ଟୋ, ପ, ପା

୧୩ / ୬ = ହସ୍ତା ନକ୍ଷତ୍ର / କନ୍ୟା ରାଶି = ପି, ପୁ, ଣ, ଠ

୧୪ / ୬ = ଚିତା ନକ୍ଷତ୍ର / କନ୍ୟା ରାଶି = ପେ, ପୋ

୧୪ / ୭ = ଚିତ୍ରା ନକ୍ଷତ୍ର / ତୁଳା ରାଶି = ର, ରି

୧୫ / ୭ = ସ୍ଵାତି ନକ୍ଷତ୍ର / ତୁଳା ରାଶି = ରୁ, ରେ, ରୋ, ତ

୧୬ / ୭ = ବିଶାଖା ନକ୍ଷତ୍ର / ତୁଳା ରାଶି = ତି, ତୁ, ତେ

୧୬ / ୮ = ବିଶାଖା ନକ୍ଷତ୍ର / ବିଚ୍ଛା ରାଶି = ତୋ

୧୭ / ୮ = ଅନୁରାଧା ନକ୍ଷତ୍ର / ବିଚ୍ଛା ରାଶି = ନ, ନି, ନୁ, ନେ

୧୮ / ୮ = ଜ୍ୟୋଷ୍ଠା ନକ୍ଷତ୍ର / ବିଚ୍ଛା ରାଶି = ନୋ, ଯ, ଯି, ଯୁ

୧୯ / ୯ = ମୂଳା ନକ୍ଷତ୍ର / ଧନୁ ରାଶି = ଯେ, ଯୋ, ଭ, ଭି

୨୦ / ୯ = ପୂର୍ବା ଷାଢା ନକ୍ଷତ୍ର / ଧନୁ ରାଶି = ଭୁ, ଧ, ଫ, ଢ

୨୧ / ୯ = ଉତ୍ତରା ଷାଢା ନକ୍ଷତ୍ର / ଧନୁ ରାଶି = ଭେ

୨୧ / ୧୦ = ଉତ୍ତାରା ଷାଢା ନକ୍ଷତ୍ର / ମକର ରାଶି = ଭୋ, ଜ, ଜି

୨୨ / ୧୦ = ଶ୍ରବଣା ନକ୍ଷତ୍ର / ମକର ରାଶି = ଜୁ, ଜେ, ଜୋ, ଖ, ଖି, ଖୁ, ଖେ, ଖୋ

୨୩ / ୧୦ = ଧନିଷ୍ଠା ନକ୍ଷତ୍ର / ମକର ରାଶି = ଗ, ଗି

୨୩ / ୧୧ = ଧନିଷ୍ଠା ନକ୍ଷତ୍ର / କୁମ୍ଭ ରାଶି = ଗୁ, ଗେ

୨୪ / ୧୧ = ଶତଭିଷା ନକ୍ଷତ୍ର / କୁମ୍ଭ ରାଶି = ଗୋ, ସ, ସି, ସୁ

୨୫ / ୧୧ = ପୂର୍ବ ଭାଦ୍ର ନକ୍ଷତ୍ର / କୁମ୍ଭ ରାଶି = ସେ, ସୋ, ବ

୨୫ / ୧୨ = ପୂର୍ବ ଭାଦ୍ର ନକ୍ଷତ୍ର / ମୀନ ରାଶି = ଦି

୨୬ / ୧୨ = ଉତ୍ତର ଭାଦ୍ର ନକ୍ଷତ୍ର / ମୀନ ରାଶି = ଦୁ, ଝ, ଅ

୨୭ / ୧୨ = ରେବତୀ ନକ୍ଷତ୍ର / ମୀନ ରାଶି = ଦେ, ଦୋ, ଚ, ଚି