ନେଦରଲ୍ୟାଣ୍ଡ ମାଡ଼ରେ କାନ୍ଦିଲା ଦକ୍ଷିଣ ଆଫ୍ରିକା, ୫୦ରେ ୪ୱିକେଟ ଯାଇ ମଧ୍ୟ କନ୍ଦାଇ ଦେଲା ।

ନେଦରଲ୍ୟାଣ୍ଡ ମାଡ ରେ କାନ୍ଦିଲା ଦକ୍ଷିଣ ଆଫ୍ରିକା । 50 ରେ 4 ଟି ୱିକେଟ ଯାଇ ମଧ୍ୟ କନ୍ଦାଇ ଦେଲା । ସାଉଥ ଆଫ୍ରିକାକୁ ଅଲଆଉଟ କରି ବିଜୟ ହାସଲ କରିଲା । ହଁ ବନ୍ଧୁଗଣ ସାଉଥ ଆଫ୍ରିକା ଦଳ ହାର ମାନିଛି ନେଦରଲ୍ୟାଣ୍ଡ ଦଳ ପାଖରେ । ନେଦରଲ୍ୟାଣ୍ଡ ପୁରା ଜୋର ଲଗାଇ ହରାଇ ଦେଇଛି ସାଉଥ ଆଫ୍ରିକା କୁ । ଏମିତି ହରାଇଛି ଯେ କାନ୍ଦି କାନ୍ଦି ପ୍ୟାବିଲନ ଛାଡିଛନ୍ତି ସାଉଥ ଆଫ୍ରିକା ଦଳ ।

ଏବେ ଲାଜ ରେ ସମସ୍ତଙ୍କର ମୁଣ୍ଡ ନଇଁ ଯାଇଛି । କାରଣ ଏହା ହେଉଛି ବିଶ୍ଵକପର ଦ୍ଵିତୀୟ ବିପର୍ଯ୍ୟୟ । ବର୍ତ୍ତମାନ ଚାଲିଛି କ୍ରିକେଟ ବିଶ୍ଵକପର ମହାସମର । ଈଶ୍ଵକପ ହାତେଇବା ପାଇଁ ସବୁ ଦଳ ଜୋରଦାର ଚଳାଇଛନ୍ତି । ଚୌକା ଛକା ରେ କମ୍ପୁଛି କ୍ରିକେଟ ଷ୍ଟାଡିୟମ । ଆଉ ଏହାରି ମଧ୍ୟରେ ଦୁଇ ଦୁଇ ଥର ବିଶ୍ଵକପର ବିପର୍ଯ୍ୟୟ ହୋଇ ଗଲାଣି । ପ୍ରଥମେ ଆଫଗାନିସ୍ତାନ ଡିପେଣ୍ଡିଂ ଚାମ୍ପିୟାନ ଇଂଲଣ୍ଡ କୁ ହରାଇ ଥିବା ବେଳେ ଏବେ ନେଦରଲ୍ୟାଣ୍ଡ ସାଉଥ ଆଫ୍ରିକା କୁ ହରାଇଛି ।

ଯାହା ପାଇଁ ଏବେ କାନ୍ଦିଛି ସାଉଥ ଆଫ୍ରିକା । ନେଦରଲ୍ୟାଣ୍ଡ ଭଳି ପଛୁଆ ଦଳ ଠାରୁ ହାରିବା ପରେ ଏବେ ସାଉଥ ଆଫ୍ରିକା ର ମୁଣ୍ଡ ତଳକୁ ନଇଁ ଯାଇଛି । ପ୍ୟାବିଲନ ଭିତରେ ରହି କେମିତି କାନ୍ଦୁଛନ୍ତି ସାଉଥ ଆଫ୍ରିକାର ଖେଳାଳି ମାନେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ଯାଚ ହାରିବା ପରେ ସମସ୍ତଙ୍କ ଆଖି ରୁ ଲୁହ ଝଋ ଆସିଛି ।

ସମସ୍ତେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଧର୍ମଶାଳା ରେ ଚାଲିଥିଲା ସାଉଥ ଆଫ୍ରିକା ଓ ନେଦରଲ୍ୟାଣ୍ଡ ଦଳ ମଧ୍ୟରେ ମ୍ଯାଚ । ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ରୁ 50 ରନ ରେ 4ଟି ୱିକେଟ ହରାଇ ଥିଲା ନେଦରଲ୍ୟାଣ୍ଡ । ସମସ୍ତେ ଭାବିଥିଲେ 100 ବି ଟପି ପାରିବନି ।

କିନ୍ତୁ ନେଦରଲ୍ୟାଣ୍ଡ ଦଳ ରେ ଖେଳୁଥିବା ସାଉଥ ଆଫ୍ରିକାର ସ୍କଟ ଏଣ୍ଡୁଆନ୍ସ ଙ୍କ 78 ରନ ର ଜୋରଦାର ପ୍ରଦର୍ଶନ ରେ ଦଳ ସାଉଥ ଆଫ୍ରିକା କୁ ଦେଇଥିଲା 245 ରନ ର ବିଜୟ ଲକ୍ଷ୍ୟ । ଯାହାକୁ ସାଉଥ ଆଫ୍ରିକା ସାମ୍ନା କରିପାରି ନ ଥିଲା । ଏତେ ଛୋଟ ଲକ୍ଷ୍ୟ ହୋଇଥିଲେ ବି ନେଦରଲ୍ୟାଣ୍ଡ ଆଗରେ ହାର ମାନି ଥିଲା । ନେଦରଲ୍ୟାଣ୍ଡ ର ଗୋଟେ ପରେ ଗୋଟେ ବୋଲିଙ୍ଗ କାରଣରୁ ସାଉଥ ଆଫ୍ରିକାର ଗୋଟେ ପରେ ଗୋଟେ ୱିକେଟ ଯିବାକୁ ଲାଗିଥିଲା ।

4 ରନ ରେ 4 ଟି ୱିକେଟ ହରାଇ ଥିଲା ସାଉଥ ଆଫ୍ରିକା । ଏହା ପରେ ସାଉଥ ଆଫ୍ରିକା 207 ରନ କରି ଅଲଆଉଟ ହୋଇଗଲା । ତେବେ ନେଦରଲ୍ୟାଣ୍ଡ ସାଉଥ ଆଫ୍ରିକା ଆକୁ 2022 ରେ ହରାଇ ଥିବା ବେଳେ 2023 ରେ ମଧ୍ୟ ଧୂଳିସାତ କରି ଦେଇଛି । ବନ୍ଧୁଗଣ  ଆଗକୁ ଏଭଳି ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।