ମାଳିକାରୁ ମିଳିଲା ପ୍ରମାଣ, ନାରୀମାନେ ହିଁ ଦେଶକୁ ସବୁ ବିପଦରୁ ରକ୍ଷା କରି ପାରିବେ- Malika Bachan

ନମସ୍କାର ବନ୍ଧୁଗଣ । ଆମ ଭାରତ ବର୍ଷ ହେଉଛି ନାରୀ ଶକ୍ତିର ଦେଶ । ଆମ ଦେଶରେ ନାରୀ ମାନଙ୍କୁ “ମା”ର ମାନ୍ୟତା ଦିଆଯାଇଛି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ମହିଷାସୁରକୁ ମା-ରି-ବା-ରେ ଅସଫଳ ହୋଇଥିଲେ ସେହି ସମୟରେ ମୁନିରୁଷି ମାନେ ତାଙ୍କୁ ନାରୀ ଶକ୍ତିର ଆରାଧନା କରିବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ ମା ଦୂର୍ଗାଙ୍କର ଜନ୍ମ ହୋଇଥିଲା ଓ ମା ଦୂର୍ଗା ପୃଥିବୀ ପୃଷ୍ଠରୁ ମହିଷାସୁର ର ବିନାଶ କରିଥିଲେ । ମହାଭାରତ ଯୁଦ୍ଧ ସମୟରେ ଅବତାରୀ ପୁରୁଷ ପ୍ରଭୁ ଶ୍ରୀ କୃଷ୍ଣ ମଧ୍ୟ ମା ଦୂର୍ଗାଙ୍କର ଆରାଧନା କରିଥିଲେ । ତେଣୁ ବର୍ତ୍ତମାନ ଆମ ଦେଶରେ ଯେଉଁ କୋରୋନା ମହାମାରୀ ସୃଷ୍ଟି ହୋଇଛି ସେଥିପାଇଁ ଭାରତର ନାରୀ ମାନେ ସଜାଗ ହୋଇ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଯଦି ନାରୀ ମାନେ ଚାହିବେ ନାରୀ ଶକ୍ତି ବଳରେ ଏହି ମହାମାରୀକୁ ମୂଳରୁ ବିନାଶ କରି ପାରିବେ ।

ଗୋଟେ ନାରୀ ଚାହିଲେ ଘରକୁ ସ୍ଵର୍ଗ କରି ପାରିବ ତ ନାରୀଟିଏ ଚାହିଁଲେ ଘରକୁ ନର୍କ କରି ପାରିବ । ତେଣୁ ନାରୀ ମାନେ ରବିବାର ଓ ଗୁରୁବାର ଦିନ ନିରାମିଷ ଭୋଜନ କରି ନିଜ ସଂଜତ ମଧ୍ୟରେ ରହିବା ଉଚିତ । ପ୍ରତେକ ନାରୀ ମାନେ ମାତୃ ଶକ୍ତିର ପୂଜା କରିଲେ ଏ ଦେଶକୁ ଜିତି ପାରିବେ । ମା ଦୂର୍ଗାଙ୍କୁ ଦେବତା ମାନେ ଶକ୍ତି ପ୍ରଦାନ କରିଥିବାରୁ ସେ ମହାଶକ୍ତି ହୋଇ ମହିଷାସୁରର ବିନାଶ କରିବାରେ ସଫଳ ହୋଇଥିଲେ ।

ବର୍ତ୍ତମାନ ଭାରତକୁ ଅନେକ ଦେଶ ବିଦେଶ ସାହାଯ୍ୟର ହାତ ବଢାଉଛନ୍ତି । ତେଣୁ ଏହି ସବୁ ଅସ୍ତ୍ରକୁ ଆଧାର କରି ଭାରତରେ ଚାଲିଥିବା ଏହି ଦୁଖର ସମୟକୁ ସାହସ ସହ ଦୂର କରାଯାଇ ପାରିବ । ପ୍ରତେକ ନାରୀ ମାନେ ନିଜ ମନରେ ଆତ୍ମବିଶ୍ଵାସ ରଖି ଏ ଲଢେଇରେ ଯୋଗ ଦେବା ଉଚିତ । ନାରୀ ମାନେ ଜାଗତ ହୋଇ ଆଦ୍ୟାଶକ୍ତିର ଆରାଧନା କରିଲେ ଏହି ଯୁଦ୍ଧରେ ନିଶ୍ଚୟ ସଫଳତା ହାସଲ କରିବେ । ଯଦି ନାରୀ ମାନେ ଏପରି କରନ୍ତି ତେବେ ଭରତ ବର୍ଷ ବିଶ୍ଵ ବିଜୟୀ ହେବା ସହ ସମସ୍ତଙ୍କର ପ୍ରେରଣା ଦାତା ହୋଇ ପାରିବ ।

ସ୍ଵାମୀ ବିବେକାନନ୍ଦ, ରାମକୃଷ୍ଣନ, ବୁଧ, ଜୈନ୍ୟ, ବଐଷ୍ଣବ ବ୍ଯତୀତ ପୌରବ ମୁନି ରୁଷୀ ମାନେ ମଧ୍ୟ କହି ଯାଇଛନ୍ତି ଯେ ଯଦି ନାରୀଟିଏ ଚାହିଁବ ତେବେ ସବୁ କିଛି କରି ପାରିବ । ନାରୀ ନୁଜ ଆଦ୍ୟା ଶକ୍ତି ବଳରେ ଏ ଦେଶକୁ ମଧ୍ୟ ଜିତ୍ୟ ପାରିବ । ଓଡିଶାର ସନ୍ଥ ମାନେ ଯେମିତିକି ସୁର ଦାସ, ଅଚ୍ୟୁତାନନ୍ଦ, ଜଗନ୍ନାଥ, ବଳରାମ, ଭୀମଭୋଇ  ଆଦି ପଞ୍ଚସଖା ମାନେ ମଧ୍ୟ ନାରୀ ଶକ୍ତିକୁ ସମାନ ଦେଇଥିଲେ ।

ତାଙ୍କ ମତରେ ନାରୀ ଶକ୍ତି ହିଁ ପାପକୁ ବିନାଶ କରିବାରେ ସଫଳ ହୋଇ ପାରିବ । ଭାରତର ନାରୀ ଶକ୍ତି ପାଖରେ ସବୁ ଶକ୍ତି ନତମସ୍ତକ ହେବେ । ଏହା ଥିଲା ନାରୀ ମାନକ ପାଇଁ ଅନୁଚିନ୍ତା ଯାହା ପ୍ରତେକ ନାରୀକୁ ପ୍ରେରଣା ଦେଇ ପାରିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ