ଝିଅ ମାନଙ୍କର ଏହି ସବୁ ଜାଗାରେ କଳା ଯାଇ ଥିଲେ ସେମାନେ ସୌଭାଗ୍ୟ ବତୀ ହୋଇଥାନ୍ତି

ସାଧାରଣତଃ ନାରୀ ମାନଙ୍କ ର ବାମ ଅଙ୍ଗରେ ଓ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଜାଇ ଥିଲେ ଶୁଭ ହୋଇଥାଏ । ଆସନ୍ତୁ ଆଜି ଆମେ ଜାଣିବା ନାରୀ ମାନଙ୍କର କେଉଁ ଅଙ୍ଗରେ କଳା ଯାଇ ଥିଲେ ସେମାନେ ସୌଭାଗ୍ୟ ବତୀ , ଐଶ୍ଵର୍ଯ୍ଯ ଓ ଧନ ଶାଳି ହୋଇଥାନ୍ତି । ନାରୀ ମାନଙ୍କ ନାଭି ପାଖରେ କଳାଜାଇ ଥିଲେ ସମସ୍ତ ପ୍ରକାର ଭୋଗ ବିଳାସ ମିଳିଥାଏ । ଗାଡି ଘର ଉତ୍ତମ ସ୍ଵାମୀ ମିଳିଥାଏ । କୌଣସି ନାରୀର ପିଠିରେ କଳାଜାଇ ଥିଲେ ସେହି ନାରୀ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାଏ । ଓ ଧନ ଉପାର୍ଜନ କରାଇବା ସହ ଅଯୋଥା ଖରଚ ମଧ୍ୟ ବନ୍ଦ କରିଥାଏ । କୌଣସି ନାରୀର ମଥାରେ କଳାଜାଇ ଥିଲେ ସେହି ନାରୀ ବହୁତ ଧନୀ ଓ ଗୁଣବାନ ପୁରୁଷକୁ ବିବାହ କରିଥାଏ  ।

ଏହି ନାରୀମାନେ ବହୁତ ସୁସ୍ଥ ସବଳ ହୋଇଥାନ୍ତି ଓ ଧାର୍ମିକ ମଧ୍ୟ ଅଟନ୍ତି । ଯେଉ ନାରୀ ମାନଙ୍କର ତର୍ଜନୀ ଆଙ୍ଗୁଳିରେ କଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି  ଏବଂ କିଛି ଲୋକଙ୍କ ଦ୍ଵାରା ହଇରାଣ ମଧ୍ୟ ହୋଇଥାନ୍ତି । ଅନାମିକ ଆଙ୍ଗୁଳିରେ କଳାଯାଇ ଥିଲେ ସେମାନେ ଧନ ଯଶ ଓ ସଂସାରେ ସବୁ ସୁଖ ପାଇବା ସହ ଉଚ୍ଚ ପଦ ପଦବୀରେ ଅବସ୍ଥାନ କରିଥାନ୍ତି ।

ମଧ୍ୟମା ଆଙ୍ଗୁଳିରେ କଳାଜାଇ ଥିଲେ ସେହି ନାରୀ ଶାନ୍ତ ସ୍ଵଭାବର ହୋଇଥାନ୍ତି । କନିଷ୍ଠ ଆଙ୍ଗୁଳିରେ କଳାଜାଇ ଥିଲେ ସବୁ ପ୍ରକାର ଯଶ କୀର୍ତ୍ତି ପାଇଥାନ୍ତି  ଓ ମନରେ କିଛି ଅଶାନ୍ତି ଥାଏ । ହାତର ପାପୁଲିରେ କଳାଜାଇ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ଧନ ଓ ସୁଖ ଶାନ୍ତିର କିଛି ଅଭାବ ନଥାଏ । ଗଳାରେ କଳାଜାଇ ଥିଲେ ସେହି ନାରୀମାନେ ପରିବାର ପ୍ରତି ଉସ୍ଚାର୍ଗୀ କୃତ ହୋଇଥାନ୍ତି ।

ଯେଉଁ ନାରୀ ମାନଙ୍କର ଅଣ୍ଟାରେ କଳାଜାଇ ଥାଏ ସେମାନେ ଉଚ ପଦ ପଦବୀରେ ଅବସ୍ଥାନ କରିଥାନ୍ତି ଯଥା ଆଇଏଏସ ଓଏସ ଆଇପିଏସ ଅଧିକାରୀ ହୋଇଥାନ୍ତି । ଏମାନେ ବହୁତ ଭୋଗବିଳାସ କରିଥାନ୍ତି । ଜଙ୍ଘରେ କଳାଜାଇ ଥିଲେ ପୁରୁଷମାନଙ୍କୁ ସମୋହନ କରିପାରିଥାନ୍ତି । ବାହୁରେ କଳାଜାଇ ଥିଲେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଥୋଡିରେ କଳାଜାଇ ଥିଲେ ଧନ ଧାନ୍ୟ ସୁଖ ଶାନ୍ତିରେ ପରିପୂର୍ଣ ହୋଇଥାନ୍ତି ।

ଗାଲରେ ଥିଲେ ସମସ୍ତ ପ୍ରକାରର ସୁଖ ଶାନ୍ତି ପାଇଥାନ୍ତି ବିବାହ ପରେ ମଧ୍ୟ ସୁଖ ଶାନ୍ତିରେ ଜୀବନ କଟେଇଥାନ୍ତି । ଲଲାଟ ରେ କଳାଜାଇଥିଲେ ସେହି ନାରୀମାନେ ରାଜଭୋଗ ହୋଇଥାନ୍ତି । ଦାଂପତ୍ଯ ଜୀବନରେ ସୁଖ ମିଳିଥାଏ । ପ୍ରଚୁର ଧନର ଉପଭୋଗ କରିଥାନ୍ତି । ଛାତିରେ ଥିଲେ ସବୁବେଳେ ଖୁସିରେ ରହିଥାନ୍ତି । ସ୍ଵାମୀ ସୁଖ ପାଇଥାନ୍ତି ଓ ଐଶ୍ଵର୍ଯ୍ୟ ପାଇଥାନ୍ତି ।

ଉପର ଓଠରେ କଳାଜାଇ ଥିଲେ ମାନ ସମ୍ମାନ ପ୍ରତିଷ୍ଠା ପାଇଥାନ୍ତି । ଏମାନେ ବହୁତ ପ୍ରଭାବ ଶାଳି ନାରୀ ହୋଇଥାନ୍ତି । ଆଖି ପତା ଉପରେ କଳାଜାଇ ଥିଲେ ସେହି ପରିଶ୍ରମ ଫଳରେ ବହୁତ ଧନ ଉପାର୍ଜନ କରିଥାନ୍ତି ସେହି ଅନୁପାତରେ ଖରଚ ମଧ୍ୟ କରିଥାନ୍ତି । ପାଦରେ କଳାଜାଇ ଥିଲେ ସେମାନେ ବହୁତ ବଡ ବଡ ପଦ ପଦବୀରେ ଅବସ୍ଥାନ କରିଥାନ୍ତି । ଜୀବନରେ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିଥାନ୍ତି । ପାଦ ଆଙ୍ଗୁଳିରେ କଳାଜାଇ ଥିଲେ ସମାଜରେ ନେତୃତ୍ଵ ନେଇଥାନ୍ତି ଏବଂ ଶାସନ ତନ୍ତ୍ରରେ ଭାଗ ନେଇଥାନ୍ତି , ଓ ପରିବାରରେ ସମସ୍ତଙ୍କର ଆସ୍ଥା ଭାଜନ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।