ନରେନ୍ଦ୍ର ମୋଦୀ ଭାବିଥିଲେ ଟିମ ଇଣ୍ଡିଆ କୁ ବିଶ୍ଵକପ ଦେଇଥାନ୍ତେ, ହେଲେ ଭାରତକୁ ପରାଜୟ କରି ବିଶ୍ଵକପ ହାତେଇଲା ଅଷ୍ଟ୍ରେଲିୟା…

ନମସ୍କାର ବନ୍ଧୁଗଣ । ଗତ କାଲି ଥିଲା ଭାରତ ଅଷ୍ଟ୍ରେଲିୟା ମଧ୍ୟରେ ଫାଇନାଲ ମ୍ଯାଚ । ଆଉ ଏହି ମ୍ୟାଚ ରେ ଦୀର୍ଘ 20 ବର୍ଷ ପରେ ଭାରତ ସଷ୍ଟ୍ରେଲିୟା କୁ ଭେଟିଥିଲା । ଏଇ ମ୍ଯାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀ ମାନଙ୍କ ମନରେ ବେଶ ଆଗ୍ରହ ଥିଲା । ଆଉ କାଲିର ମ୍ଯାଚରେ ଭାରତ ଜିତିବ ବୋଲି ସମସ୍ତେ ଆସା ମଧ୍ୟ କରିଥିଲେ । ଏମିତି କି ସୋସିଆଲ ମିଡିଆରେ ଭାରତ ଜିତିବାକୁ ନେଇ 100 କୋଟି ଟଙ୍କା ଦେବା ପାଇଁ ମଧ୍ୟ ଜଣେ ବ୍ୟକ୍ତି ପୋଷ୍ଟ ମାଧ୍ୟମରେ ଜଣାଇଥିଲେ ।

ଅନେକ ଆଗ୍ରହ ଓ ଉଶ୍ଚାହ ମନରେ ରହିଥିଲା କାଲିର ମ୍ଯାଚ କୁ ନେଇ । କିନ୍ତୁ ଶେଷରେ ଅଷ୍ଟ୍ରେଲିୟା ଠାରୁ ଭାରତ ପରାଜୟ ସ୍ଵୀକାର କରିଛି । ଆଉ ଏହାରି ମଧ୍ୟରେ ଅଷ୍ଟ୍ରେଲିୟା କୁ ନିଜ ହାତରେ ବିଶ୍ଵକପ ଟ୍ରଫି ଡେଲ ନରେନ୍ଦ୍ର ମୋଦୀ । ହଁ ଦର୍ଶକ ବନ୍ଧୁ ପ୍ରଧାନମନ୍ତ୍ରୋ ମୋଦୀ ପହଞ୍ଚି ଥିଲେ ବିଶ୍ଵକପ ଫାଇନାଲ ମ୍ଯାଚ ଦେଖିବାକୁ ଗତ କାଲି ଷ୍ଟାଡିୟମ ରେ ।

ମୋଦୀ ହୁଏ ତ ମନରେ ଆସା ବାନ୍ଧିଥିଲେ ଇଣ୍ଡିଆ ଜିତିବ ବୋଲି । କିନ୍ତୁ ସମୟ କ୍ରମେ ସବୁ କିଛି ବଦଳି ଯାଇଥିଲା ଆଉ ମନରେ ଅନେକ କଥା ଆସୁଥିଲା । କିନ୍ତୁ ଯାହା ହେବାର ଥାଏ ସେୟା ହିଁ ହୁଏ । ଶେଷରେ ଅଷ୍ଟ୍ରେଲିୟା ଜିତିଗଲା ଓ ଇଣ୍ଡିଆ ହାରିଲା । ଯାହା ଫଳରେ ଅଧିନାୟକ ରୋହିତ ଶର୍ମା କାନ୍ଦି ପକାଇଛନ୍ତି । ଅନ୍ୟ ପଟେ ବିରାଟ କୋହଲି ଙ୍କ ଆଖି ରେ ଲୁହ ଦେଖିବାକୁ ମିଳିଥିଲା ।

ମୋଦୀ ମଧ୍ୟ ଇଣ୍ଡିଆ ହାରିଯିବା ନେଇ ଦୁଃଖିତ ହୋଇ ଯାଇଥିଲେ । କିନ୍ତୁ ପୂର୍ବରୁ ନିର୍ଧାରିତ ହୋଇଥିବା କାରଣରୁ ସ୍ଟେଜ ଉପରକୁ ଯାଇ ଅଷ୍ଟ୍ରେଲିୟା ଦଳକୁ ବିଶ୍ଵକପ ଟ୍ରଫି ପ୍ରଦାନ କରିଲେ । ଅନ୍ୟ ପରେ ମୋଦୀ ଭାରତୀୟ ଖେଳାଳି ଙ୍କ ପାଇଁ ଏମିତି ମନ୍ତବ୍ୟ ଦେଇଛନ୍ତି କି ଯେଉଁ ଭଳି ଭାବେ ଭାରତୀୟ ଖେଳାଳି ଙ୍କ ପ୍ରତିଭା ଓ ଲଗାତାର ବିଶ୍ଵକପ ଖେଳିଛନ୍ତି ସବୁଠାରୁ ବହୁତ ବଢିଆ ଖେଳିଛନ୍ତି ।

ଆଉ ଏଭଳି ସେମାନେ ଜୀବନ ସାରା ଖେଳନ୍ତୁ । ଯାହା ପାଇଁ ଆମ ଦେଶ ଗର୍ବ ଅନୁଭବ କରିବ । ଆଉ ସବୁ ଦିନ ପାଇଁ ଖେଳାଳି ଙ୍କ ସହ ଛିଡା ହୋଇଛନ୍ତି ବୋଲି ଶେଷରେ ମୋଦୀ ଟ୍ବିଟ କରି ଜଣାଇଛନ୍ତି । ଦୀର୍ଘ 20 ବର୍ଷ ପରେ ପୁଣି ଥରେ ଦିନିକିଆ ବିଶ୍ଵକପ ରେ ଇଣ୍ଡିଆ ଅଷ୍ଟ୍ରେଲିୟା ଠାରୁ ହାରି ଯାଇଛି । ଦୀର୍ଘ 20 ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିୟା ପୁଣି ଥରେ ମୁହାଁ ମୁହିଁ ହୋଇଥିଲେ । କିନ୍ତୁ ହାରି ଯାଇଛି ଟିମ ଇଣ୍ଡିଆ । ଆଉ ଜିତି ଯାଇଛି ଅଷ୍ଟ୍ରେଲିୟା ଦଳ । ଆଉ ଶେଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିୟା ଦଳ କୁ ବିଶ୍ଵକପ ପ୍ରଦାନ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।