Jyotish Shastra- ନାକ ଅଗରେ ରାଗ ରଖି ଜନ୍ମ ହୋଇଥାନ୍ତି ଏହି ୬ ଟି ନାମର ଝିଅ, ଏମାନଙ୍କ ମଧ୍ୟରେ ଥାଏ ଏହି ଖାସ ଗୁଣ

ଜ୍ଯୋତିଷ ଦୁନିଆରେ ନାମ ଗୁଡିକର ବିଶେଷ ମହତ୍ଵ ରହିଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନାଁର ପ୍ରଥମ ଅକ୍ଷରରୁ ଜଣାପଡେ ଯେ କାହା ଜୀବନରେ କେବେ ଖୁସି ଓ ଦୁଖ ଆସିବାକୁ ଯାଉଛି । ନାଁରୁ ହିଁ ବ୍ଯକ୍ତିର ସ୍ଵଭାବ ବିଷୟରେ ଜାଣିହୁଏ ।

ଆଜି ଆମେ ଆପଣ ମାନଙ୍କୁ B,H,L,P,R,S ନାମର ଝିଅ ମାନଙ୍କ ସ୍ଵଭାବ ରାଗ ହୋଇଥିଲେ ମଧ୍ୟ କିଛି ଖାସ ଗୁଣ ସେମାନଙ୍କ ଠାରେ ରହିଥାଏ । ପ୍ରତେକ ମଣିଷର ଜନ୍ମ ସମୟ ଓ ଜନ୍ମ ସ୍ଥାନର ପ୍ରଭାବ ବ୍ଯକ୍ତିର ସ୍ଵଭାବ ଉପରେ ପଡିଥାଏ । କିନ୍ତୁ ଜନ୍ମ ପରେ ପିଲାର ଯେଉଁ ନାମ ରଖାଯାଏ ତାହାର ପ୍ରଭାବ ମଧ୍ୟ ପଡିଥାଏ । ଏଠାରେ କିଛି ଲୋକ ମାନେ ଅଛନ୍ତି ଯେଉମାନଙ୍କର ନାଁ ସମାନ ଥିଲେ ସ୍ଵଭାବ ମଧ୍ୟ ସାମ୍ନା ରହିଥାଏ ।

“B” ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନଙ୍କର ସ୍ଵଭାବ ବହୁତ କୋମଳ ହୋଇଥାଏ । କିନ୍ତୁ ଏମାନେ ଅଧିକ ରାଗ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ରାଗକୁ ନିୟନ୍ତ୍ରଣ ନ କରୁଥିଲେ ମଧ୍ୟ ଏମାନେ ଭଲ ମଣିଷ ଅଟନ୍ତି ।

“H” ନାମର ଝିଅମାନେ : ଏହି ନାମର ଝିଅମାନେ ଅନ୍ୟ ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ନିଜ ପରିବାରର ଯତ୍ନ ନେବା ସହ ମାନ ସମାନ ପାଇଁ କୌଣସି ସ୍ତରକୁ ଯାଇ ପାରନ୍ତି । କିନ୍ତୁ ଏମାନେ ଅଧିକ ରାଗ ସ୍ଵଭାବର ହୋଇଥିବାରୁ ନିଜର ହିଁ କ୍ଷତି କରିଥାନ୍ତି ।

“L” ନାମର ଝିଅମାନେ : ଏହି ନାମର ଝିଅମାନେ ନିଜର ଇମେଜରେ ଆଞ୍ଚ ଆସିବାକୁ ଦିଅନ୍ତି ନାହି । ଏମାନେ ନିଜ ଜୀବନରେ ନୂଆ ଜିନିଷକୁ ହାସଲ କରିବାକୁ ପସନ୍ଦ କରନ୍ତି । ଏମାନେ ରାଗ ସ୍ଵଭାବର ହୋଇଥିଲେ ମଧ୍ୟ ଦିଲରୁ ବହୁତ ଭଲ ହୋଇଥାନ୍ତି ।

“P” ନାମର ଝିଅମାନେ : ଏହି ନାମର ଝିଅ ମାନଙ୍କର ସ୍ବଭାବର ରାଗ ହୋଇଥାଏ । ଏମାନଙ୍କର ସ୍ଵଭାବ ଅଧିକ କଥା କହୁଥିବା ବା ପୁରା ଶାନ୍ତ ରହୁଥିବାର ହୋଇଥାଏ । ଏମାନେ କମ କଥା କହିବା ଓ ନିଜ ଦୁନିଆରେ ମଗ୍ନ ହୋଇ ରହିବାକୁ ପସନ୍ଦ କରନ୍ତି । ନିଜର ରାଗ ସ୍ଵଭାବ ଯୋଗୁ ଏମାନେ ନିଜର କ୍ଷତି କରିଥାନ୍ତି ।

“R” ନାମର ଝିଅମାନେ : ଏହି ନାମର ଝିଅମାନେ ଦେଖିବାକୁ ସୁନ୍ଦର ହେବା ସହ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଅଧିକ ରାଗ ସ୍ଵଭାବର ହୋଇଥିଲେ ମଧ୍ୟ ସମସ୍ତଙ୍କୁ ଭଲ ପାଇବା ସହ ନିଜ ଦୁଖକୁ ଲୁଚେଇ ରଖି ପାରନ୍ତି ନାହି ।

“S” ନାମର ଝିଅମାନେ : ଏହି ନାମର ଝିଅ ମାନେ ପ୍ରେମରେ ବହୁତ ଆଗରେ ରହିଥାନ୍ତି । କିନ୍ତୁ ଏମାନେ ନିଜ ଶତ୍ରୁତା ମଧ୍ୟ ଭଲ ଭାବେ ନିଭାଇଥାନ୍ତି । ଏମାନେ ଦେଖିବାକୁ ସରଳ ହୋଇଥିଲେ ମଧ୍ୟ ରାଗ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ରାଗ ସ୍ଵଭାବ ଯୋଗୁ ଲୋକ ମାନେ ଏମାନଙ୍କୁ ଠାରୁ ଦୂରେଇ ଯାଆନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।