ମୁଣ୍ଡପିଟି କାନ୍ଦୁଛନ୍ତି Naba Das ଙ୍କ ପତ୍ନୀ, ଦୃଶ୍ୟ ଦେଖିଲେ ଆପଣ କୋହ ସମ୍ଭାଳି ପାରିବେନି, ଦେଖନ୍ତୁ video

ଉଠ, ତୁମ ବିନା ମୁଁ କେମିତି ରହିବି ? ଏମିତି କହି କହି ନବ ଦାସଙ୍କ ମରଶରୀର ପାଖେ ମୁଣ୍ଡ ପିଟି କାନ୍ଦୁଛନ୍ତି ତାଙ୍କ ପତ୍ନୀ । ସ୍ଵାମୀଙ୍କ ଏଭଳି ଅଚାନକ ମୃ-ତ୍ୟୁରେ ସେ ଏତେ ଭାଙ୍ଗି ପଡିଛନ୍ତି ଯେ ତାଙ୍କୁ ବୁଝାଇବା କଷ୍ଟକର ହୋଇପଡୁଛି । ଅସମ୍ଭାଳ ହୋଇ ସ୍ଵାମୀଙ୍କୁ ଧରି କାନ୍ଦୁଛନ୍ତି ନବ ଦାସଙ୍କ ସ୍ତ୍ରୀ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ guli mada ହେବା ଘଟଣାକୁ ନେଇ ଏବେ ରାଜ୍ୟ ଉଠୁଛି ପଡୁଛି । ବିଚ୍ ସଡକ ଉପରେ ନବ ଦାସଙ୍କ ବାମ ଛାତିରେ guli mada ହେବା ଯୋଗୁଁ ନବ ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ଯାଇଥିଲା ।

ଏକ କାର୍ଯ୍ୟକ୍ରମରେ ଦେବା ଲାଗି ଝାରସୁଗୁଡାରୁ ବ୍ରଜରାଜନଗର ଅଭିମୁଖେ ବାହାରିଥିଲେ ନବ ଦାସ । ଗାନ୍ଧୀଛକ ନିକଟରେ ତାଙ୍କୁ ଫୁଲମାଳ ଦିଆ ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ହେଲେ ଏତିକି ବେଳେ କେହି କିଛି ବୁଝିବା ପୂର୍ବରୁ ନବ ଦାସଙ୍କ ବକ୍ଷ ଭେଦ କରି ପଶି ଯାଇଥିଲା ଦୁଇଟି guli । ଏହାପରେ ନବ ଦାସ ନିଜେ ପାଟି କରି କହିଥିଲେ, ମୋତେ କିଏ ଗୋଟେ ମା-ରି ଦେଲାରେ । ଦେଖୁ ଦେଖୁ ର-କ୍ତ ଜୁ-ଡୁ-ବୁ-ଡୁ ହୋଇ ଟଳି ପଡିଲେ ନବ ଦାସ ।

ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ହେଲେ guli ତାଙ୍କ ଛାତିକୁ ଲକ୍ଷ୍ୟ କରି ମ-ରା-ଯା-ଇ-ଥି-ବା ଯୋଗୁଁ ହାର୍ଟରେ ପଶି ଯାଇଥିଲା guli । ଯେଉଁଥି ପାଇଁ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ ବିଜେଡିର ଏହି ଟାଣୁଆ ମନ୍ତ୍ରୀ । ବିଜେଡିର ଅନ୍ୟ ବରିଷ୍ଠ ନେତା ଓ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଯାଇ ପହଞ୍ଚିଥିଲେ ।

ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲା ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୀବନ । ତାଙ୍କ ମୃ-ତ୍ୟୁ-ରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ବିଜେଡିର ସମସ୍ତ ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଓଡିଶା ରାଜନୀତି ଜଗତରେ ଏକ ଶୋକର ଛାୟା ଖେଳିଯାଇଛି ଓ ଯୋଡି ହୋଇଯାଇଛି ଆଉ ଏକ କଳଙ୍କିତ ପୃଷ୍ଠା । ନବ ଦାସଙ୍କ ପତ୍ନୀ ଓ ପୁଅ ତାଙ୍କ ଅଚାନକ ଦେହାନ୍ତକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।

ଖାସ କରି ନବ ଦାସଙ୍କ ପତ୍ନୀ ସ୍ଵାମୀଙ୍କ ମ-ର-ଶ-ରୀ-ର ପାଖେ ଯେମିତି କାନ୍ଦୁଛନ୍ତି ଦେଖିଲେ ଆପଣ ମଧ୍ୟ ନିଜ କୋହ ସମ୍ଭାଳି ପାରିବେନି । ଏଭଳି ଏକ ଦୁଃଖଦ ଘଟଣାରେ ପୁରା ପରିବାର ସଦମାରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।