‘ଯେତେବଳେ ମୁଁ ମୁର୍ମୁଙ୍କୁ ଆଗୁଆ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣେଇଥିଲି, ସେ ବି କିରି କିରି ହେଇ ହସି କହିଲେ…’ Draupadi ଙ୍କୁ ନେଇ କଣ କହିଲେ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଶାର ଝିଅ ପାଇଲେ ରାଷ୍ଟ୍ରପତି ପଦବୀ । ତେବେ କଂଗ୍ରେସ ବିଧାୟକ ସୁର ରାଉତରାଏ ମୁର୍ମୁ ଙ୍କୁ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଛନ୍ତି । ଯାହାକୁ ନେଇ ଖୁସି ରେ ସୁର ଭାଇ କିଛି ଏମିତି ମନ୍ତବ୍ୟ ଦେଇଛନ୍ତି । ସୁର ରାଉତରାଏ କହିଛନ୍ତି କି ଓଡିଆ ଜାତି ତଳେ ପଡିଥାଉ ଉପରକୁ ନ ଉଠୁ ଆମ ମାଟି ନେବେ ପାଣି ନେବେ ଇଲେକ୍ଟ୍ରି ନେବେ ଗଛ ନେବେ ସବୁ ନେବେ କିନ୍ତୁ ଓଡିଆଙ୍କ ତଣ୍ଟି ଚିପିବେ ଆଉ ଓଡିଆ କେମିତି ତଳେ ପଡି ଯାଆନ୍ତୁ ଆଉ ଅଣ-ଓଡିଆ ଉପରକୁ ଉଠନ୍ତୁ ଏହା ହେଉଛି ଇଣ୍ଡିଆର ଉଦେଶ୍ୟ ।

ସୁର ଭାଇ ଆଗକୁ କହିଛନ୍ତି ସେ ପୂର୍ବରୁ କଳନା କରି ଦେଖିଥିଲେ ଦ୍ରୌପଦୀ ମୁର୍ମୁ ନିଶ୍ଚିନ୍ତ ଭାବେ ଆମ ଭାରତର ରାଷ୍ଟ୍ରପତି ହେବେ । ୨୦ ଦିନ ଆଗରୁ ତାଙ୍କୁ ଫୁଲ ତୋଡା ନେଇ ଦିଲ୍ଲୀ ରେ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ ସୁର ରାଉତରାଏ । ଆଉ କହିଥିଲେ କି ମ୍ଯାଡମ ଭାରତର ଆସନ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏତିକି କହିବା ପରେ ମୁର୍ମୁ ମ୍ଯାଡମ କିରି କିରି ହୋଇ ହସିଲେ ବୋଲି ସୁର ଭାଇ କହିଛନ୍ତି ।

ଭୋଟ ନ ହେଉଣୁ ତୁମେ ରାଷ୍ଟ୍ରପତି ହେବ ଏ ଫୁଲ ନିଅ ଓ ଜଣେ ଓଡିଆ ଆମର ଗର୍ବ ଯିଏ ଓଡିଶାରେ ଜନ୍ମ ଆଉ ଆଦିବାସୀ ପରିବାରର ତାଙ୍କର ବୋଲି ସୁର ଭାଇ ଅଭିନନ୍ଦନ ଜଣାଇଥିଲେ ମୁର୍ମୁ ଙ୍କୁ । ଆଗକୁ ସୁର ଭାଇ କହିଛନ୍ତି କି ସୁଭାଷଚନ୍ଦ୍ର ବୋଷ କୁ ଦିନେ ପଚରା ଯାଇଥିଲା କି ତୁମେ କେଉଁ ରାଜ୍ୟ ଉତ୍ତର ରେ ସେ କହିଥିଲେ ମୁଁ ୱେଷ୍ଟ ବେଙ୍ଗଲର କିନ୍ତୁ କଟକରେ ଜନ୍ମ । ଆଉ ସୁଭାଷଚନ୍ଦ୍ର ବୋଷ କଟକରେ ବଢିଥିଲେ ମଧ୍ୟ ।

ସୁର ଭାଇ ଦ୍ରୌପଦୀ ମୁର୍ମୁ ଙ୍କ ରାଷ୍ଟ୍ରପତି ହେବା ନେଇ ଗର୍ବ କରୁଛନ୍ତି କାରଣ ଆମ ଓଡିଶାର ଝିଅ ଆଜି ଗର୍ବ ଆଣିଛି ଓଡିଶା ପାଇଁ । ସୁର ଭାଇ ଗଣ ମାଧ୍ୟମ ଜରିଆରେ ମଧ୍ୟ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ହେବା ନେଇ । କିନ୍ତୁ ଗୋଟିଏ କଂଗ୍ରେସ ଲୋକ ହୋଇ ମଧ୍ୟ ତାଙ୍କୁ ବହୁତ ଭଲ ଅଫର ଆସିଛି ମନ୍ତ୍ରୀ ପଦ ପାଇଁ ହେଉ ବା ଅନ୍ୟ କୌଣସି ଉଚ୍ଚ ପଦ ପାଇଁ ହେଉ କିନ୍ତୁ ଆଜି ଯାଏଁ ତାଙ୍କୁ କେହି କିଣି ପାରି ନାହାନ୍ତି କି କିଣି ପାରିବେ ନାହି ବୋଲି ସୁର ଭାଇ ମତ ଦେଇଛନ୍ତି ।

ଯେତିକି ଦିନ ପରମାୟୁ ରହିଛି କଂଗ୍ରେସରେ ମରିବୁ କଂଗ୍ରେସ କାମ କରିବୁ ବୋଲି ସୁର ଭାଇ କହିଛନ୍ତି । ହାଇ କମାଣ୍ଡର ଚେୟାରମ୍ୟାନ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଶରତ ପଟ୍ଟନାୟକ ନିର୍ଦ୍ଦେଶ ରେ ମୁଁ ଆଗ ଦଳ ସିନା ଙ୍କୁ ନେଇ ଭୋଟ ଆସୁଛି ବୋଲି ସୁର ରାଉତରାଏ କହିଛନ୍ତି । ତେବେ ଏହି ଭଳି ଭାବେ ମନ୍ତବ୍ୟ ରଖିଛନ୍ତି ସୁର ରାଉତରାଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ।

ବନ୍ଧୁଗଣ ଆପଣ ମାନଙ୍କର ସୁର ରାଉତରାଏଙ୍କର ଏଭଳି ମତଦାନ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।