ମୃତ୍ୟୁ ର ଅନ୍ୟନାମ ହେଉଛି ଏହି 4 ଟି ଔଷଧ – ବିଦେଶରେ ତ ଏହା ବ୍ୟାନ, କିନ୍ତୁ ଭାରତରେ ଏବେବି ସମସ୍ତେ ବ୍ୟବହାର କରୁଛନ୍ତି

ସମସ୍ତେ ଜାଣନ୍ତି ଯେ ଭାରତର ଆଇନ ବହୁତ ଖରାପ ଅଟେ । ଏହାକୁ କିଏ ବି ଏପଟ ସେପଟ କରି ନିଜ ହିସାବରେ ବ୍ୟବହାର କରିନିଅନ୍ତି । ସେଥିପାଇଁ ଯେ କୌଣସି ଜିନିଷ ବିଦେଶରେ ବନ୍ଦ ହୋଇଥାଏ ଭାରତରେ ତାହା ଚାଲିଥାଏ । ତେବେ ତାହା ଔଷଧ ହିଁ ହେଇଥାଉ ନା କାହିଁକି । ଆଜି ଆମେ କିଛି ଏମିତି ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାକି ବିଦଶରେ ବ୍ୟାନ ଅଛି କିନ୍ତୁ ଆମେ ଭାରତୀୟ ଖାଦ୍ଯ ଭଳି ଏହାର ସେବନ କରି ନିଜର ଜୀବନକୁ ମୃତ୍ୟୁ ମୁଖରେ ପକାଉଛୁ ।

ଡିସ୍ପ୍ରିନ

ଡିସ୍ପ୍ରିନ ଏକ ବିନ୍ଧା ବିନ୍ଧି ପାଇଁ ବ୍ୟବହାର ହେଉଥିବା ଔଷଧ ଯାହା ବିଦେଶରେ ଠିକ ମାନର ନଥିବାରୁ ବ୍ୟାନ କରଯାଇଅଛି ।

ଡୀକୋଲ୍ଡ

ଥଣ୍ଡା ଏବଂ ଫ୍ଲୂ ଠିକ କରୁଥିବା ଏହି ଔଷଧ ଆପଣଙ୍କୁ କିଡନୀ ସମ୍ବନ୍ଧୀୟ ରୋଗ ଦେଇପାରେ । ଏଥିପାଇଁ ଏହାକୁ ବିଦଶରେ ବ୍ୟାନ କରି ଦିଆ ଯାଇଅଛି ।

ବିକ୍ସ

ବିକ୍ସ କୁ ୟୂରୋପିଆନ ଦେଶରେ ଏଥିପାଇଁ ବ୍ୟାନ କରାଯାଇଅଛି କାରଣ ସେମାନ ମାନନ୍ତି ଯେ ବିକ୍ସ ସ୍ଵାସ୍ଥ ପାଇଁ ହାନିକାରକ ଅଟେ । କିନ୍ତୁ ଭାରତରେ ସମସ୍ତ ମେଡିକାଲ ଷ୍ଟୋର ଏବଂ ଜେନେରାଲ ଷ୍ଟୋର ରେ ଉପଲବ୍ଧ ଅଛି । ଏବଂ ଭାରତୀୟ ଲୋକ ଏହାକୁ ବଡ ଇଛା ସହ ଖାଉଛନ୍ତି ।

ନିମୁଲିଡ

ନିମୁଲିଡ ମଧ୍ୟ ଭାରତର ଏକ ସାଧାରଣ ଯନ୍ତ୍ରଣା ହ୍ରାସକ ଔଷଧ ଅଟେ, ଶରୀର ବ୍ୟଥା ହେବା ମାତ୍ରେ ଲୋକ ଡାକ୍ତର ଦେଖାଇବା ବଦଳରେ ନିମୁଲିଡ ନେବା ପାଇଁ ଦୌଡନ୍ତି । ଏହି ଔଷଧ ଆମେରିକା, କାନାଡା, ବ୍ରିଟେନ ଏବଂ ଅସ୍ଟ୍ରେଲିୟା ଭଳି ବଡ ବଡ ଦେଶରେ ବ୍ୟାନ କରାଯାଇଛି, କାରଣ ଏହି ଔଷଧ ଲିଭର ପାଇଁ ବୋହୁତ କ୍ଷତିକାରକ ଅଟେ ।