ବନ୍ଧୁଗଣ, ଆଧୁନିକ ଯୁଗରେ ଦୁନିଆର ସବୁ ଦେଶ ନିଜକୁ ଅନ୍ୟ ଅପେକ୍ଷା ଶକ୍ତିଶାଳୀ ବନାଇବାରେ ଲାଗିଛନ୍ତି । ଏହିଭଳି ଚିନ୍ତାଧାରା ହେତୁ ଦୁନିଆ କୁ ୨ ଟି World war ଭଳି ଖତରନାକ ଯୁଦ୍ଧ ର ସାମ୍ନା କରିବାକୁ ପଡିଲା । ଯାହା ଫଳରେ ସାଧାରଣ ମନୁଷ୍ୟ ଜୀବନରେ ବହୁତ କିଛି ସମସ୍ୟା ସୃଷ୍ଟି ହେଲା । ଭବିଷ୍ୟତରେ ଏହାକୁ ରୋକିବା ନିମନ୍ତେ ଅନେକ ଅନ୍ତର୍ରାଷ୍ଟ୍ରୀୟ ଯୋଜନା ର ଗଠନ କରାଗଲା । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଏହିଭଳି ଦୁନିଆରା କେଉଁ କେଉଁ ଦେଶ ଅଛନ୍ତି ଯେଉଁମାନେ ନିଜକୁ ସବୁଠାରୁ ଶକ୍ତିଶାଳୀ କରି ରଖିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧୦;- TURKEY, ଯୋଗ୍ରାଫି ହିସାବରେ ଏହାର ଅନେକ ମହତ୍ଵ ରହିଅଛି । ଏହା ୟୁରୋପ ଏବଂ ଏସିଆ ର ଗେଟୱେ ଅଟେ । ଏଥିପାଇଁ ଆମେରିକା ଏବଂ ରଷିଆ ଚାହୁଁଛନ୍ତି ଯେ ତର୍କୀ ତାଙ୍କ ଘେରାରେ ରହୁ । ସୈନ୍ୟ ତାକତ ହିସାବରେ ତର୍କୀ ଙ୍କ ପାଖରେ ଦୁନିଆର ୮ମ ସବୁଠାରୁ ମଜବୁତ ସେନା ଅଛି ।
୯;- GERMANY, ଏହା ଦୁନିଆରା ବିକଶିତ ଦେଶ ମଧ୍ୟରୁ ଏକ ଦେଶ ଅଟେ । ଜର୍ମାନୀ ୯ ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଏହା ବ୍ୟତୀତ ଏଠାରେ ଅନେକ କେତୋଟି ଇମ୍ପୋର୍ଟାନ୍ତ ରିଭର ଅଛି, ଯାହା ଦ୍ଵାରା ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିଥାଏ ।

୮;- UNITED KINGDOM, ମର୍ଡନ ଟେକ୍ନୋଲୋଜି ହିସାବରେ ୟୁକେ ର ସାମ୍ନା କେହି ମଧ୍ୟ କରି ପାରିବେ ନାହିଁ । ଏହି ଦେଶର ସବୁଠାରୁ ଶକ୍ତି ଏହାର ରୋୟାଲ navy ଅଟେ ।
୭;- FRANCE, ଏହି ଦେଶ ଜର୍ମାନୀ, ଇଟାଲୀ, ଏବଂ ସ୍ପେନ ଭଳି ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଦୁନିଆରା କେତେକ ଜାଗାରେ ବର୍ତ୍ତମାନ ମଧ୍ୟ ଫ୍ରାନ୍ସ ର କବଜା ଅଛି ଯାହା ଫ୍ରାନ୍ସ ଟେରୀଟୋରି ନାମରେ ପ୍ରସିଦ୍ଧ ଅଟେ ।
୬;- SOUTH KOREA, ଏହା ଏସିଆ ର ଧନୀ ଦେଶ ମାନଙ୍କ ମଧ୍ୟରୁ ଏକ ଅଟେ । ଏହା ନିଜ ମର୍ଡନ ଏବଂ ମିଲେଟ୍ରି ପାଇଁ ଜଣାଶୁଣା ଅଟେ । ଏହା ପାଖରେ ବିଶ୍ଵର ସବୁଠାରୁ ବଡ ୬ ଟି ବିଶାଳ AIR FORCE ରହିଅଛି ।
୫;- JAPAN, ଲୋକେ ଏହି ଦେଶ କୁ ୨ ଟି ଜିନିଷ ପାଇଁ ଜାଣିଛନ୍ତି ତାହା ହେଉଛି ପ୍ରଥମ ପରମାଣୁ ବୋମା ପାଇଁ ଏବଂ ଅନ୍ୟଟି ଟେକ୍ନୋଲୋଜି ନିମନ୍ତେ ।

୪;- INDIA, ଦୁନିଆରା ପାୱାରଫୁଲ ଦେଶ ମାନଙ୍କ କଥା କହିବାକୁ ଗଲେ ଭାରତ ନିଜର ଏକ ବିଶେଷ ଯୋଗଦାନ ରଖିଅଛି । ଜନସଂଖ୍ୟା ହିସାବରେ ଭାରତ ଦୁନିଆର ୨ ୟ ସବୁଠାରୁ ବଡ ଦେଶ ଅଟେ । ଏକ ରିସର୍ଜ ଅନୁସାରେ ଭାରତର ଅର୍ଥ ବ୍ୟବସ୍ଥା ୨୦ ବର୍ଷ ପରେ ଦୁନିଆର ୨ ୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ଭାବରେ ପରିଣତ ହେବ । ରଷିଆ ପରେ ବର୍ତ୍ତମାନ ଭାରତ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ୫ ମ ମିଲେଟ୍ରି ପାୱାର ଅଟେ ।
୩;- CHINA, ଏହାକୁ ଟେକ୍ନୋଲୋଜି ଏବଂ ମିଲେଟ୍ରି ବ୍ୟତୀତ ଭାରି ପପୁଲେସନ ନିମନ୍ତେ ମଧ୍ୟ ଜଣାଯାଇଥାଏ । ଏହି ଦେଶ ନିଜର ପରିଶ୍ରମ ଦ୍ଵାରା ନିଜକୁ ବିଶାଳ ବନାଇ ଆସିଛି ।

୨;- RUSSIA, ଆଜିଭଳି ଦିନରେ ରଷିଆ ହିଁ ଆମେରିକାର ମୁକାବିଲା ବରାବର କରି ପାରିବ ବୋଲି ମାନାଯାଉଅଛି । ଟେକ୍ନୋଲୋଜି ହିସାବରେ ରଷିଆ ଆମେରିକା ଏବଂ ଜାପାନ ଠାରୁ ଆଗକୁ ବଢିପାରେ ।
୧;- UNITED STATE OF AMERICA, ଆମେରିକା କୁ ବର୍ତ୍ତମାନ ଦୁନିଆରା ସବୁଠାରୁ ତାକତବାର ଦେଶ ବୋଲି ମାନାଯାଉଅଛି । ରଷିଆ ଏବଂ ଚାଇନା ଉପରେ ନିଜର ଅଧିପତ୍ଵ ବନାଇ ରଖିବା ନିମନ୍ତେ ଆମେରିକା କୌଣସି ମଧ୍ୟ ସୀମା ପର୍ଯ୍ୟନ୍ତ ଯାଇପାରେ । ତେବେ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।