ମୋହିନୀ ସ୍ତ୍ରୀ ଙ୍କୁ ସବୁବେଳେ ଦୁଷ୍ଟ ଲୋକ ହିଁ କାହିଁକି ପସନ୍ଦ ଆସିଥାନ୍ତି- Chanakya Niti

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ଚାଣକ୍ୟ ଙ୍କୁ ତ ନିହାତି ଭାବେ ଜାଣିଥିବେ । ଚାଣକ୍ୟ ଜଣେ ବହୁତ ବୁଦ୍ଧି ମାନ ବ୍ୟକ୍ତି ଥିଲେ । ସେ ନିଜର ବୁଦ୍ଧି ବଳ ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ମହାରାଜ ସିଂହାସନ ରେ ବସାଇ ପାରିଥିଲେ । ସେ ତାଙ୍କର ବୁଦ୍ଧି ବଳରେ ଅନେକ ବଡ଼ ବଡ଼ କାମ କରି ପାରିଛନ୍ତି । ତାଙ୍କ ଦ୍ବାରା ରଚିତ ନୀତି ଶାସ୍ତ୍ର ବହୁତ ବଡ଼ ଶାସ୍ତ୍ର ଅଟେ । ଯିଏ ଏହି ନୀତି ଶାସ୍ତ୍ର କୁ ମାନିକରି ଚାଲିଥାଏ ସେ ନିଜ ଜୀବନରେ ଜଣେ ବହୁତ ବଡ଼ ବ୍ୟକ୍ତି ହୋଇପାରିଥାଏ ।

ଏହି ନୀତି ଶାସ୍ତ୍ର ଦ୍ବାରା ଅନେକ ଲୋକ ଏହି ସମାଜ ରେ ଜଣେ ସୁପରିଚିତ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିପାରିଛନ୍ତି । ତାଙ୍କର ଏହି ନୀତି ଶାସ୍ତ୍ର ରେ ଅନେକ ପ୍ରକାର ର ନୀତି ସମ୍ପର୍କରେ ରେ ସୂଚନା ଦିଆଯାଇଛି ।

ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ଆମର ସାଂସାରିକ ଜୀବନ ବିଷୟରେ ମଧ୍ୟ ଅନେକ କଥା ଲେଖା ହୋଇଅଛି । ଯାହାକୁ ପାଳନ କରିବା ଦ୍ୱାରା ଭବିଷ୍ୟତରେ ଆମର ଜୀବନ ବହୁତ ସୁଖମୟ ଭାବେ କଟିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଜଣାଇବାକୁ ଯାଉଛୁ କି ସମସ୍ତ ମୋହିନୀ ବା ସୁନ୍ଦର ସ୍ତ୍ରୀ ସବୁବେଳେ କଣ ପାଇଁ ଦୁଷ୍ଟ ବ୍ୟକ୍ତି କୁ ହି ବାଛିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ବିଷୟ ରେ ଅନେକ କିଛି କଥା । ବନ୍ଧୁଗଣ ବଡ଼ ବଡ଼ ନୀତି ଶାସ୍ତ୍ରଜ୍ଞ ମାନେ କହିଛନ୍ତି ଯେ ଯେଉଁ ପୁରୁଷ ଏକ ସ୍ତ୍ରୀ କୁ ନିଜ ମନ ରୁ ଭଲ ପାଇଥାଏ ।

ସେହି ସ୍ତ୍ରୀ ମାନେ ତାକୁ ସଂସାର ର ବଡ଼ ମୂର୍ଖ ବୋଲି ହିଁ ଭାବିଥାନ୍ତି । ସ୍ତ୍ରୀ ଲୋକ ମାନେ ବହୁତ ମାୟାବୀ ହୋଇଥାନ୍ତି । ଅନେକ ଯୋଗୀ ଋଷି ମାନଙ୍କ ର ତପସ୍ୟା ଭଙ୍ଗ କେବଳ ଏହି ନାରୀ ମାନଙ୍କ ଦ୍ୱାରା ହିଁ ସାଧିତ ହୋଇଥାଏ । କାରଣ ସ୍ୱୟଂ କାମନା ର ଦେବତା ମଧ୍ୟ ନାରୀ ଙ୍କ ବଶ ରେ ରହିଥାନ୍ତି । ଯେଉଁ ନାରୀ କୁ କୌଣସି ପୁରୁଷ ନିଜ ହୃଦୟ ରୁ ଭଲ ପାଇଥାଏ ତାର ବହୁତ ଯତ୍ନ ନେଇଥାଏ ସେ ନାରୀ ସେ ପୁରୁଷକୁ ବହୁତ ବଡ଼ ମୂର୍ଖ ବୋଲି ଭାବିଥାଏ ।

ଯଦି ଆପଣ ଜଣେ ପୁରୁଷ ଓ ଆପଣ ମଧ୍ୟ ଏହି ପରି କୌଣସି ଝିଅ କୁ ନିଜ ସଚ୍ଚା ମନ ରୁ ଭଲ ପାଉଛନ୍ତି ତେବେ ସେ ଆପଣଙ୍କୁ ମିଳିବ ଏ କଥା । ସମ୍ପୂର୍ଣ୍ଣ ଭାବେ ଭୁଲି ଯାଆନ୍ତୁ କାରଣ ସେ ଆପଣଙ୍କ ପିଠି ପଛରେ ଆପଣଙ୍କୁ ମୂର୍ଖ ଓ ପାଗଳ ବୋଲି ଭାବିଥାଏ । ଜନ୍ର ସ୍ତ୍ରୀ ଚାହିଁଲେ ଯେ କୌଣସି ପୁରୁଷ କୁ ନିଜ ସୁନ୍ଦରତା ଓ ମାଧୁରତା ଦ୍ୱାରା ବଶ କରିପାରେ । ନାରୀ ମାନଙ୍କ ନିକଟରେ ସ୍ୱୟଂ ଦେବତା ମଧ୍ୟ ହାର ମାନିଛନ୍ତି । ତେବେ ବନ୍ଧୁଗଣ ଆପଣ ଯଦି କେଉଁ ମହିଳା ଙ୍କୁ ଭଲ ପାଉଛନ୍ତି ତେବେ ସତର୍କ ରୁହନ୍ତୁ ।

ମହିଳା ଙ୍କୁ ଯେତେ ଭଲ ପାଇଲେ ମଧ୍ୟ ସେ ନିଜର ପ୍ରକୃତି ବଦଳାଇ ନ ଥାନ୍ତି । ଯେପରି ଏକ ସର୍ପ କୁ କ୍ଷୀର ଦେବା ଦ୍ୱାରା ସେ ଦଂଶନ କରିଥାଏ ସେପରି ଜଣେ ମହିଳା କୁ ଯେତେ ଭଲ ପାଇଲେ ମଧ୍ୟ ସେ ଶେଷ ରେ ଧୋକା ହିଁ ଦେଇଥାଏ । ତେଣୁ ସବୁବେଳେ ସତର୍କ ରୁହନ୍ତୁ । ଯଦି ଆପଣ ତାଙ୍କୁ ଅନ୍ଧ ଭାବରେ ତାଙ୍କୁ ବିଶ୍ୱାସ କରୁଛନ୍ତି ତେବେ ଆପଣ ଜାଣି ରଖନ୍ତୁ ଆପଣ ଏହି ସଂସାର ର ସବୁଠାରୁ ବଡ଼ ମହାମୁର୍ଖ ଅଟନ୍ତି । ମହିଳା ମାନେ ପୁରୁଷ ଙ୍କ ଉପରେ ବିଲକୁଲ ବି ଦୟା କରି ନଥାନ୍ତି ।

ସେ ସର୍ପ ଭଳି ପୁରୁଷ କୁ ପ୍ରତି ଟି ମୁହୂର୍ତ୍ତରେ ଦଂଶନ କରିଥାନ୍ତି । ସ୍ତ୍ରୀ ମାନେ ସାଧାରଣତଃ କାମନା ର ପ୍ରିୟ ହୋଇଥାନ୍ତି ଓ ଏହି କାରଣ ରୁ କେତେକ ପୁରୁଷ ନିଜର ବାପା, ମାଆ ,ପତ୍ନୀ ,ପିଲାଛୁଆ ସମସ୍ତଙ୍କୁ ତ୍ୟାଗ କରିବାକୁ ମଧ୍ୟ ପଛାଇ ନ ଥାଏ । କିନ୍ତୁ ଏମାନେ କେବେ ମଧ୍ୟ ଆପଣଙ୍କ ସହିତ ରହି ନ ଥାନ୍ତି । ତେଣୁ ସବୁବେଳେ ଏପରି ନାରୀ ଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଓ ସବୁବେଳେ ସତର୍କ ରୁହନ୍ତୁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।