ପ୍ରତିଦିନ ଖାଆନ୍ତୁ ଏହି ୩ ଟି ପରିବା, ସାରା ଜୀବନ ହେବ ନାହିଁ କ୍ୟାଲସିୟମ ର ଅଭାବ, ୬୦ ବର୍ଷ ବୟସରେ ବି ୨୬ ବର୍ଷ ପରି ଜୋସ ଭରିଦେବ- Health Tips

ନମାସ୍କର ବନ୍ଧୁଗଣ, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ରୁ ଏମିତି ତିନୋଟି ପରିବା ର ନାମ କହିବୁ ଯାହାଦ୍ୱାରା ଆପଣ ଙ୍କର ଯଦି ତ୍ୱଚା ରେ ଉଜ୍ବଳତା ରହୁ ନାହିଁ, ଆପଣଙ୍କୁ ସବୁବେଳେ ହାଲିଆ ଲାଗୁଚି ଆଦି ଏମିତି ବିଭିନ୍ନ ପ୍ରକାର ରୋଗ ଠିକ ହୋଇଯିବ । ଏହି ତିନୋଟି ପରିବା ବହୁତ ପୃଷ୍ଟିକର, ଭିଟାମିନ, ଓ ଆପଣଙ୍କ ପାଇଁ ଶକ୍ତିଶାଳୀ ଯଦି ଆପଣ କୌଣସି ବ୍ୟାୟାମ କରୁନାହାଁନ୍ତି।

ଏବଂ ଆପଣଙ୍କୁ ବହୁତ କମଜୋରି ଲାଗୁଛି ତେବେ ଆପଣ ଏମିତି କେଉଁ ତିନୋଟି ପରିବା ଯାହା ଠିକ ସମୟରେ ଠିକ ପ୍ରଣାଳୀ ରେ ଖାଇବା ଦ୍ବାରା ଆପଣଙ୍କ ଉପକାର ହୋଇଥାଏ ।ଏହାକୁ ରୋଷେଇ କରି ଖାଇବା ଦ୍ବାରା ଆପଣଙ୍କୁ କୌଣସି ଫାଇଦା ହେବ ନାହିଁ । ତେଣୁ କେଉଁ ପ୍ରଣାଳୀ ରେ ଏହାକୁ ଖାଇବା ଉଚିତ ତାହା ଆମେ ଆପଣଙ୍କୁ ଜଣାଇବୁ ।

ବ୍ରୋକଲି ମାନେ ସବୁଜ କୋବି । ଏହିଥିରେ ବହୁତ ପରିମାଣ ରେ ଫାଇବର ଏବଂ ଭିଟାମିନ ଭରପୁର ହୋଇ ରହିଥାଏ । ଏହିଥିରେ ସବୁଠୁ ଉଚ୍ଚ ସ୍ତର ର ପ୍ରୋଟିନ ଥାଏ । ତେଣୁ ଆପଣଙ୍କୁ ସପ୍ତାହ ରେ ଦୁଇ ଦିନ ହେଲେ ବ୍ରୋକଲି ଖାଇବା ନିହାତି ଦରକାର । ଏହାକୁ ଆପଣ ବେସି ରୋଷେଇ କରିବେନି । ଟିକେ ପାଣି ଗରମ କରି ବ୍ରୋକଲି କୁ ଧୋଇ ପାଣି ରେ ପକାନ୍ତୁ । ସିଝିଗଲା ପରେ ଆପଣ ଯଦି ଚାହିଁବେ ମାତ୍ର ଟିକେ ଟମାଟୋ ଲଗାଇ ତଡକା ଲଗାଇ ପାରିବେ ।

ଏହାକୁ ଖାଇବା ଦ୍ବାରା ଆପଣଙ୍କ ଆଖିର ଉଜ୍ଜ୍ଵଳତା ବହୁତ ବଢ଼ିଥାଏ । ଏହିଥିରେ ଭିଟାମିନ A, ଭିଟାମିନ K, ଭିଟାମିନ E ଆଦି ରହିଛି ଏହା ଆଖିର ଉଜ୍ଜ୍ଵଳତା ସହ ଆପଣଙ୍କ ଝଡୁଥିବା ବାଳ କୁ ମଧ୍ୟ ରୋକିଥାଏ । କାରଣ ଆପଣ ଆଖି ଏବଂ ଚୁଟି ପାଇଁ ଏହିଥିରୁ ଯଥେଷ୍ଟ ଭିଟାମିନ ପାଇ ପାରିବେ । ତା ଛଡା ଯାହାକୁ ଶାରୀରିକ କମଜୋରି, କ୍ୟାଲସିୟମ ର ଅଭାବ ଥାଏ ତା ପାଇଁ ବହୁତ ଉପଯୋଗୀ । କିନ୍ତୁ ମନେ ରଖନ୍ତୁ ଯାହାକୁ ଗ୍ୟାସ ଏବଂ ଏସିଡିଟି ଅଛି ସେମାନେ ଏହାକୁ ବହୁତ କମ ପରିମାଣ ରେ ବ୍ୟବହାର କରିବେ । ତେଣୁ ଆପଣ ଯୋଗ ବ୍ୟାୟାମ କରି ସାରିବା ପରେ ଏହାକୁ ସକାଳେ ଖାଇପାରିବେ ।

ଲାଉ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଏଥିରେ କେତେ ପରିମାଣ ରେ ପୌଷ୍ଟିକ ରହିଛି । ଆପଣ ଙ୍କ ଘରେ ବଡ ଲୋକ ମାନଙ୍କର ପ୍ରାୟ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ଏପରି କିଛି ରୋଗ ଥିବ । ଏହି ସବୁ ରୋଗ ପାଇଁ ଲାଉ ଏକ ବହୁତ ଭଲ ବ୍ୟବସ୍ଥା । ଆପଣ ପ୍ରଥମେ ଲାଉ କୁ ଭଲ ଭାବରେ ଗରମ ପାଣି ରେ ଧୋଇ ଏହାକୁ ଚାରି ଫାଳ କରନ୍ତୁ ଏହାର ଚୋପା ଛଡ଼ାଇବେ ନାହିଁ ।

ଏହାକୁ ତାପରେ ଗ୍ରାଇଣ୍ଡର ରେ ପକାଇ ଧନିଆ ପତ୍ର ଏବଂ ପୋଦିନା ପତ୍ର ପକାଇ ଭଲରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ଏହା ସହ ଟିକେ ଗୋଲମରିଚ ଗୁଣ୍ଡ, ଲେମ୍ବୁ ପକାଇପାରିବେ । ଏହା ଦ୍ୱାରା ଆପଣଙ୍କ ହୃଦୟ ଜନିତ ସମସ୍ୟା, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ଭଲ ହୋଇଯାଇଥାଏ । ସବୁ ସବୁଜ ପରିବା ମଧ୍ୟରେ ସବୁଜ ମଟର ମଧ୍ୟ ଖାଆନ୍ତୁ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ହାତ ଗୋଡ ଦରଜ ସବୁ ପ୍ରକାର ହାଲିଆ ଭଲ ହୋଇଯାଇଥାଏ । ଏହାସବୁ ଖାଇବା ସହ ଆପଣ ପ୍ରତିଦିନ ଯୋଗ ଏବଂ ବ୍ୟାୟାମ ନିଶ୍ଚିତ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ର ବହୁତ ଉପକାର ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।