PM Modi ଙ୍କ ଫ୍ରାନ୍ସକୁ କରାଯାଇଥିବା ଗୋଟେ ଫୋନପରେ ତୁର୍କୀ ଉପରେ ହେଲା ବଡ କାର୍ଯ୍ୟବାହୀ, ଇଏ ହେଉଛି ଭାରତର ଦମ

କହିବାକୁ ଗଲେ କିଛି ଦିନ ତଳେ ହିଁ ପିଏମ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଂଙ୍କ ସହିତ ଫୋନରେ କଥାବାର୍ତ୍ତା କରିଥିଲେ । କିନ୍ତୁ ପିଏମ ମୋଦୀଙ୍କ ଇମୈନୁଏଲ ମୈକ୍ରୋଂଙ୍କ ସହ କରାଯାଇଥିବା କଥାବାର୍ତ୍ତା ପରେ ତୁର୍କୀରେ ହଙ୍ଗମା ଆରମ୍ଭ ହୋଇଯାଇଛି । କହିବାକୁ ଗଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଂଙ୍କୁ ଫୋନ ଦ୍ଵାରା ନିଜର ସମର୍ଥନ ଜାହିର କରିଲେ ଓ ପିଏମ ମୋଦୀ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଂଙ୍କୁ ବିଶ୍ଵାସ ଦେଲେ କି ଫ୍ରାନ୍ସର ସମସ୍ତ ପରିସ୍ଥିତିରେ ଭାରତ ତାଙ୍କ ସହିତ ଛିଡା ହେବ ।

ଏହା ସହିତ ପିଏମ ମୋଦୀ ଇମୈନୁଏଲ ମୈକ୍ରୋଂଙ୍କୁ କରୋନା ଭାଇରସର ସମସ୍ୟା ଶେଷ ହେବା ପରେ ତାଙ୍କୁ ଭାରତ ଆସିବା ପାଇଁ ବି ଆମନ୍ତ୍ରଣ ମଧ୍ୟ ଦେଇ ଦେଲେ ।

ଏହା ସହିତ ଏହା ବି କୁହାଯାଉଛି କି ପିଏମ ମୋଦୀ ଇମୈନୁଏଲ ମୈକ୍ରୋଂଙ୍କୁ ଫୋନ କରି ତୁର୍କୀ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ କହିଛନ୍ତି । ଏମିତିରେ ଏହି ଫୋନ କଳ ପଛରେ ଅସଲ କାରଣ କଣ ଏହା ବିଷୟରେ କହିବା ଅଳ୍ପ କଷ୍ଟକର ଅଟେ । ଗୋଟିଏ ଦିଗରେ ଏହା ବି କୁହାଯାଉଛି କି ଏହା ଭାରତର ଏକ କୂଟନୀତି ଅଟେ । ଏହି ଫୋନ କଳର କିଛି ଦିନ ପରେ ହିଁ ୟୁରୋପ ୟୁନିୟନ ତୁର୍କୀ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ନିଷ୍ପତି ବି ନେଇଗଲେ ।

କହିବାକୁ ଗଲେ ତୁର୍କୀର କହିବା ଅଟେ କି ଗ୍ରୀସର ମାମଲାରେ ତୁର୍କୀ ଉପରେ ପ୍ରତିବନ୍ଧ ଲଗାଇବା କେବଳ ଗୋଟିଏ ବାହାନା ଅଟେ । ଯେତେବେଳେ କି ବର୍ତ୍ତମାନ ସମୟରେ ୟୁରୋପୀୟ ଯୁନିୟନ ଦକ୍ଷିଣ ଏସିଆ ଶକ୍ତିର ପ୍ରଭାବରେ ଅଛି । ଯଦି ତୁର୍କୀର ବିଦେଶ ମନ୍ତ୍ରାଳୟର ଏହି ବୟାନକୁ ବିଶ୍ଳେଷଣ କରାଯାଏ ତେବେ ଦକ୍ଷିଣ ଏସିଆରେ ଭାରତ ହିଁ ଏକମାତ୍ର ଶକ୍ତିଶାଳୀ ଦେଶ ଅଟେ । ଅର୍ଥାତ ବର୍ତ୍ତମାନ ସମୟରେ ୟୁରୋପୀୟ ଯୁନିୟନ ଭାରତର ଛତ୍ରଛାୟା ତଳେ ଅଛି ।

ଆପଣଙ୍କୁ କହିଦେଉଛୁ କି ତୁର୍କୀ ପ୍ରାୟତଃ ଏହିଭଳି ବୟାନ ଦେଇଛି କି ଭାରତ ଫ୍ରାନ୍ସ ମାଧ୍ୟମରେ ୟୁରୋପୀୟ ଯୁନିୟନର ଅନ୍ତରିକ୍ଷ ମାମଲାରେ ଦଖଲ ଦେଇ ତୁର୍କୀର ଉନ୍ନତିରେ ବାଧା ଦେବାକୁ ଚେଷ୍ଟା କରିଛି । ଏମିତିରେ ଦେଖିବାକୁ ଗଲେ ଏହା ଭାରତର ପ୍ରଭାବ ହିଁ ଅଟେ କି ଆଜି ସବୁ ସ୍ତରରେ ଭାରତକୁ ସମସ୍ତେ ସମର୍ଥନ କରୁଛନ୍ତି ।

ଏହି କାରଣ ଅଟେ କି କିଛି ଦେଶ ଯେମିତି କି ପାକିସ୍ତାନ, ତୁର୍କୀ ଓ ଚୀନ ଭଳି ଦେଶ ଭାରତକୁ ଘେରିବା ପାଇଁ ଷଡଯନ୍ତ୍ର କରିବାକୁ ପ୍ରୟାସ କରିଛନ୍ତି । କିନ୍ତୁ ଫ୍ରାନ୍ସ, ଆମେରିକା ଓ ମାଲଟା ଭଳି ଦେଶ ଭାରତ ବିରୁଦ୍ଧରେ କୌଣସି ବି ଷଡଯନ୍ତ୍ରକୁ ସଫଳ ହେବାକୁ ଦେଇ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।