13 ନଂ ଓଭରରେ ଭାରତ ସହ ହେଲା ମହାଧୋକାବାଜି କମେଣ୍ଟେଟର ପାଟି କରି ଚାଲିଥିଲେ… ମ୍ୟାଚ ପରେ ବିରାଟ କହିଲେ ଏମିତି

ଭାରତ ଓ ଅଷ୍ଟ୍ରେଲିୟା ମଧ୍ୟରେ ତୃତୀୟ ଟି – ୨୦ ମ୍ୟାଚ ଗତ କାଲି ଖେଳା ଯାଇ ଥିଲା । ପ୍ରଥମ ଦୁଇଟି ମ୍ୟାଚ ଭଲି ଏହି ମ୍ୟାଚ ବି ବହୁତ ମନୋରଞ୍ଜନ ଭରା ଥିଲା । କିନ୍ତୁ ଏହି ମ୍ୟାଚକୁ ଅଷ୍ଟ୍ରେଲିୟା ୧୨ ରନରେ ଜିତି ନେଲା । କିନ୍ତୁ ଏହି ସବୁ ମଧ୍ୟରେ ଏହି ମ୍ୟାଚରେ ଭାରତ ସହିତ ଧୋଖା ହେଲା । ଅଷ୍ଟ୍ରେଲିୟାରେ ଅଷ୍ଟ୍ରେଲିୟାର ଅମ୍ପେୟାରମାନେ ଭାରତର ସହ ଧୋଖା କରିଲେ ଓ ମ୍ୟାକ୍ସୱାଲ ପାଇଁ ପୁରା ନିୟମ ହିଁ ବଦଳି ଦେଲେ ।

ମ୍ୟାଚ ପରେ ବିରାଟ କୋହଲି ଏହି ଧୋଖା ବିଷୟରେ ପୁରା ବିସ୍ତାର ରୂପରେ କହି ଅଷ୍ଟ୍ରେଲିୟା ଅମ୍ପେୟାରମାନଙ୍କର ପୋଲ ଖୋଲି ଦେଲେ । ତେବେ ଚାଳନ୍ତୁ ଜାଣିବା ଅସଲ ମାମଲା କଣ ।

କହିବାକୁ ଗେଲ ଏହି ମ୍ୟାଚରେ ଥରେ ନୁହେଁ ଦୁଇ ଦୁଇ ଥର ଭାରତ ସହ ଧୋଖା ହୋଇଛି । କହିବାକୁ ଗଲେ ୧୩ ତମ ଓଭରରେ ଯେତେବେଳେ ୟୁଜବେନ୍ଦ୍ର ଚହଲ ବୋଲିଂ କରୁଥିଲେ ତେବେ ଓଭରର ଶେଷ ବଳରେ ମ୍ୟାକ୍ସୱାଲ ଗୋଟିଏ ବଡ ଶଟ ଖେଳିବାକୁ ଚାହୁଁଥିଲେ କିନ୍ତୁ ସେ ରାହୁଲଙ୍କ ହାତରେ କ୍ୟାଚ ଦେଇ ବସିଲେ । ଏହା ପରେ ରାହୁଲ କ୍ୟାଚ ଧରିନେଲେ । ମ୍ୟାକ୍ସୱାଲ ଆଉଟ ହୋଇ ପାବେଲିୟାନ ଫେରି ଗଲେ ଓ ଟିମ ଇଣ୍ଡିଆ ଖୁସି ହୋଇଗଲେ ।

କିନ୍ତୁ ସେହି ସମୟରେ ଅମ୍ପେୟାର ମ୍ୟାକ୍ସୱାଲକୁ ପଛରୁ ଡାକି ନେଲେ ଓ ତାଙ୍କୁ ନଟ ଆଉଟ ଦେଇ ଦେଲେ । ଏହି ନିଷ୍ପତି ତୃତୀୟ ଅମ୍ପେୟାର ଦେଇଛନ୍ତି । ତୃତୀୟ ଅମ୍ପେୟାର ଚହଲଙ୍କ ଏହି ବଳକୁ ନୋ ବୋଲ ବୋଲି କହିଲେ । ଯାହାକି ଭୁଲ ନିଷ୍ପତି ଥିଲା । କହିବାକୁ ଗଲେ ଚହଲ ଲାଇନରୁ ଆଗକୁ ଗୋଡ ରଖି ବୋଲିଙ୍ଗ କରିଥିଲେ । କିନ୍ତୁ ଚହଲ ବଳ ଛାଡିବା ପରେ ତାଙ୍କ ଗୋଡ ଲାଇନ ଆଗକୁ ଯାଇଥିଲା । ନିୟମ ଅନୁସାରେ ଯେଉଁ ସମୟରେ ହାତରୁ ବଳ ଛଡା ଯାଇ ଥାଏ ସେହି ସମୟରେ ଗୋଡ କ୍ରିସର ଆଗକୁ ଯିବ ନାହିଁ ଓ ଏଠି ଚହଲଙ୍କ ଗୋଡ ବଳ ଛାଡିବା ସମୟରେ ଲାଇନ ପଛରେ ଥିଲା ।

କିନ୍ତୁ ତୃତୀୟ ଅମ୍ପେୟାର ଟିଭିରେ ଦେଖିବା ପରେ ବି ଏହି ବଳକୁ ନୋ ବଳ କରିଦେଲେ । ଏହି ସମୟରେ ମ୍ୟାକ୍ସୱାଲ ମାତ୍ର ୧୯ ରନ କରିଥିଲେ ଓ ଏହା ପରେ ମ୍ୟାକ୍ସୱାଲ ଆଉଟ ହେବା ପୂର୍ବରୁ ୫୪ ରନ କରିଲେ । ଅର୍ଥାତ ମ୍ୟାକ୍ସୱାଲ ପାଇଁ ତୃତୀୟ ଅମ୍ପେୟାର ନିୟମ ବି ବଦଳାଇ ଦେଲେ । ଏତିକି ନୁହେଁ ଏହା ପୂର୍ବରୁ ବିରାଟ ଗୋଟିଏ ରିଭୟୁ ନେଇ ଥିଲେ । କିନ୍ତୁ ଅମ୍ପେୟାର ବିରାଟଙ୍କ ରିଭୟୁକୁ ମାନିଲେ ହିଁ ନାହିଁ । କୁହାଗଲା କି ଡେରି ହୋଇ ଯାଇଛି । ଏହା ପରେ ବିରାଟ କ୍ରୋଧ ପ୍ରକାଶ କରିଲେ ।

ଏତିକି ନୁହେଁ ମ୍ୟାଚ ପରେ ବିରାଟ କୋହଲି ଅମ୍ପେୟାର ଉପରେ ପ୍ରଶ୍ନ କରିଲେ ଓ ଅମ୍ପେୟାରଙ୍କ ନିଷ୍ପତିକୁ ପୂରାପୂରି ଭୁଲ ବୋଲି କହିଲେ । ବିରାଟ ଆଗକୁ କହିଲେ ଅନ୍ତର୍ଜାତୀୟ ସ୍ତରରେ ଏହିଭଳି ନିଷ୍ପତି କରାଯାଏ ନାହିଁ । କହିବାକୁ ଗଲେ ଅଷ୍ଟ୍ରେଲିୟାରେ ଭାରତ ସହିତ ଜାଣି ଶୁଣି ଧୋଖା କରାଗଲା ଓ ଲାଇଭ ଟିଭିରେ ସମସ୍ତେ ଏହାକୁ ଦେଖିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।