ମୋଦୀଙ୍କ ନିର୍ଦେଶ, ଚୀନ ଉପରେ ସିଧା ଆଟାକ କର

କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଭାରତୀୟଙ୍କର ପସନ୍ଦିତା ନେତା ଅଟନ୍ତି । କେବଳ ଭାରତ ନୁହେଁ ତାଙ୍କୁ ପୁରା ବିଶ୍ଵ ପସନ୍ଦ କରେ । କାରଣ ନରେନ୍ଦ୍ର ମୋଦିଙ୍କ କଥା କହିବାର ଶୈଳୀ, ସମସ୍ତଙ୍କୁ ସମ୍ମାନ ଦେବା ଇତ୍ୟାଦି ତାଙ୍କର ସମସ୍ତ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ଯେମିତି କି ଆପଣମାନେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଭାରତ ଓ ଚୀନ ମଧ୍ୟରେ ବିବାଦ ପୂର୍ଣ ସ୍ଥିତି ଅଛି ଓ ଏହି ପରିସ୍ଥିତିରେ ଚୀନକୁ କଡା ଟକ୍କର ଦେବା ପାଇଁ ନରେନ୍ଦ୍ର ମୋଦି ପୂରାପୂରି ପ୍ରସ୍ତୁତ ବି ଅଛନ୍ତି ।

ଯଦି ଚୀନ ଓ ଭାରତ ମଧ୍ୟରେ ହୋଇଥିବା ସାକ୍ଷାତ ବିଷୟରେ କହିବା ତେବେ, ଚୀନ ପୁରା କଣ୍ଟ୍ରୋଲ ବାହାରକୁ ଚାଲି ଯାଉଛି ।

ଯେ କୌଣସି ବି ବିଷୟକୁ ନେଇ ଚର୍ଚା ହେଉଛି ତେବେ ସେଥିରେ ଚୀନ ଭିନ୍ନ ପ୍ରକାରର ଜବାବ ଦେଉଛି । କହିବାକୁ ଗଲେ ସାକ୍ଷାତକାର ସମୟରେ ଚୀନ ଗୋଟିଏ କଥା କହୁଛି କିନ୍ତୁ ସାକ୍ଷାତକାର ପରେ ଚୀନ ଭାରତ ବିରୋଧୀ କାମ ଆରମ୍ଭ କରି ଦେଉଛି ।

ଏହା ଛଡା ବର୍ତ୍ତମାନ ସମୟରେ ଭାରତ ଓ ଚୀନ ସୀମାରେ ଚୀନ ଓ ଭାରତ ଆର୍ମୀ ନିଜ ନିଜ ସ୍ଥାନରେ ଅଛନ୍ତି । କେହି ବି ପଛକୁ ଫେରୁ ନାହାନ୍ତି । ଏମିତିରେ ଭାରତୀୟ ସେନା ଏକ ବଡ ପ୍ଳାନ କରୁଛନ୍ତି । କାରଣ ଭାରତୀୟ ସେନା ସବୁ ଲେବୁଲରେ ଚୀନ ସହ କଥାବାର୍ତ୍ତା କରିସାରିଛନ୍ତି । କିନ୍ତୁ ଏହା ସତ୍ବେ ବି କୌଣସି ସମାଧାନ ବାହାରୁ ନାହିଁ । କହିବାକୁ ଗଲେ ଚୀନ ଅଫିସର କୌଣସି ବିଷୟରେ ସଠିକ ଜବାବ ଦେଉ ନାହିଁ । କେବଳ ସାକ୍ଷାତ୍କାର ସମୟରେ ହିଁ ଭଲ କଥା କହୁଛି । କିନ୍ତୁ ଗୋଟିଏ ଦିନ ପରେ ପୁଣି ଥରେ ନିଜର ସୈନ୍ୟକୁ ସୀମା ଉପରେ ପହଞ୍ଚାଇ ଦେଉଛି ।

ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କାହିଁକି ଚୀନ ନିଜର ସୈନ୍ୟମାନଙ୍କୁ ସୀମାରୁ ଫେରାଇ ଆଣୁ ନାହିଁ । ଯଦି ଲଦ୍ଦାଖ ବିଷୟରେ କଥାବାର୍ତ୍ତା କରିବା ତେବେ ସେଠିକାର ତାପମାତ୍ରା -୨୦ ଡିଗ୍ରୀ ସେଲସିୟସ ଅଟେ । ଏହା ସତ୍ବେ ବି ଚୀନ ହଜାର ହଜାର ସଂଖ୍ୟାରେ ଲଦ୍ଦାଖରେ ନିଜର ସୈନ୍ୟକୁ ପଠାଉଛି । କହିବାକୁ ଗଲେ ଭାରତ ଓ ଚୀନର ଯେଉଁ ୫ଟି ସ୍ଥାନରେ ସୀମା ମିଛି । ସେହି ସମସ୍ତ ସ୍ଥାନରୁ କେବଳ ୨ଟି ସ୍ଥାନରୁ ଚୀନ ସେନା ପଛକୁ ଫେରିଛନ୍ତି ।

କିନ୍ତୁ ତିନୋଟି ସ୍ଥାନକୁ ଫେରିବା ପରିବେର୍ତ୍ତେ ଚୀନ ଓଲଟା ହଜାର ହଜାର ନିଜର ସୈନ୍ୟ ପଠାଉଛି । କହିବାକୁ ଗଲେ ଏହା ପଛରେ ଚୀନର ଏକ ବଡ ଷଡଯନ୍ତ୍ର ଅଛି । ଯେତେବେଳେ ସେହି ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ବଢିଯିବ ସେତେବେଳେ ଭାରତୀୟ ପୋସ୍ଟ ଯଦି ତଳକୁ ଖସି ଆସିବେ, ତେବେ ଚୀନ ବିନା ଯୁଧ୍ୟରେ ଭାରତର ସୀମା ଭିତରକୁ ପ୍ରବେଶ କରିବ । ଯେଉଁଭଳି ଭାବରେ ପାକିସ୍ତାନ କାର୍ଗିଲ ସମୟରେ କରିଥିଲା ।

ଚୀନ ବି ସେହିଭଳି କିଛି କରିବାର ପ୍ଳାନ ରଖିଛି । ଏହି କଥାକୁ ଦ୍ରୁଷ୍ଟିରେ ରଖି ଭାରତ ଚୀନକୁ କଡା ଜବାବ ଦେଇଛି କି ଚୀନ ସହ ଆଉ କୌଣସି ପ୍ରକାରର କଥାବାର୍ତ୍ତା ହେବ ନାହିଁ । ଯଦି ଚୀନ ଭାରତ ସୀମାକୁ ଉଲଂଘନ କରିବାକୁ ଚେଷ୍ଟା କରିବ ତେବେ ଭାରତୀୟ ସେନା ସିଧା ସଳଖ ତାହାର ଜବାବ ଦେବେ । ସବୁ ଋତୁରେ ଭାରତ ନିଜର ଯବାନମାନଙ୍କ ସମସ୍ତ ଦରକାରୀ ଜିନିଷ ପ୍ରତି ସଜାଗ ରହିବ । ଏହା ସହିତ ଭାରତ ସବୁବେଳେ ଯୁଧ୍ୟ ପାଇଁ ପ୍ରସ୍ତୁତ ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।