୪ ଦିନ ପାଣିରେ ଫୁଟେଇ ପିଇ ଦିଅନ୍ତୁ, ସୁଗାର ରୋଗ, କୋଲେଷ୍ଟ୍ରଲ, ପେଟ ରୋଗ ଓ ହାର୍ଟ ରୋଗ କେବେ ବି ହେବ ନାହିଁ

ଚାରିଦିନ ଏହି ଜିନିଷକୁ ପାଣିରେ ପକାଇ ପିଇ ଦିଅନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଜୀବନସାରା ମଧୁମେହ, କୋଲେସ୍ଟ୍ରଲ, ହୃଦ ରୋଗ, ମୋଟପଣ ଓ ଗଣ୍ଠିବାତ ଭଳି ରୋଗ ହେବ ନାହିଁ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଯାହାକି ଏକ ଚମତ୍କାରି ଉପାୟ ଅଟେ । ଏହି ଉପାୟରୀ ଆପଣଙ୍କୁ ପାଣିରେ କେବଳ ଦୁଇଟି ଜିନିଷ ମିଶ୍ରଣ କରି ପିଇବା ଦ୍ୱାରା ଜୀବନସାରା ମଧୁମେହ, କୋଲେସ୍ଟ୍ରଲ, ହୃଦରୋଗ, ମୋଟାପଣ, ଗଣ୍ଠିବାତ, ରକ୍ତହୀନତା, ପେଟରେ ଗ୍ୟାସ, କବଜ୍ଜ, ରକ୍ତ ଅପରିଷ୍କାର ଇତ୍ୟାଦି ସବୁ ପ୍ରକାରର ରୋଗରୁ ଆପଣଙ୍କୁ ମୁକ୍ତି ମିଳିଯିବ ।

ଆପଣ ଏହି ଉପାୟକୁ କରିବା ଦ୍ୱାରା ରୋଗ ଦୂର ହେବା ସହିତ ଆପଣଙ୍କ ଶରୀରରେ ଇମୁନିଟି ପାୱାର ବି ବଢି ଯିବ । ଏହି ଜିନିଷକୁ ଯଦି ଆପଣ ଘରେ ତିଆରି କରି ସେବନ କରୁଛନ୍ତି ତେବେ ଆପଣଙ୍କୁ ମାତ୍ର ୨ ଟଙ୍କାର ଖର୍ଚ ଆସିବ । ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ଏହି ଜିନିଷଟି ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବା ଏକ ମସଲା ଜାତୀୟ ଜିନିଷ ଅଟେ ଓ ତାହା ହେଉଛି ଜୀରା ।

ଜୀରାର ଏହି ଚମତ୍କାରିତା ଉପାୟ ବିଷୟରେ ଆପଣମାନେ ଜାଣି ନ ଥିବେ । ଜୀରା ଆମ ସ୍ୱାସ୍ଥ୍ୟପକ୍ଷେ ବହୁତ ଚମତ୍କାରି ଅଟେ । ଶରୀରକୁ ସବୁ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଆପଣଙ୍କୁ କେବଳ ଏହାର ବ୍ୟବହାର କରିବାର ଉପାୟ ଜାଣିବା ଦରକାର । ଯଦି ଆପଣଙ୍କ ମୋଟାପଣ ଅଛି ତେବେ ଏହି ଉପାୟ ଆପଣଙ୍କ ପାଇଁ ସବୁଠୁ ଭଲ ଉପାୟ ଅଟେ ଓ ଆପଣ ପୁରା ଫିଟ ଦେଖା ଯିବେ । ଆପଣଙ୍କ ପାଚନ ତନ୍ତ୍ର ସମ୍ବନ୍ଧୀୟ ସମସ୍ତ ପ୍ରକାରର ଅସୁବିଧାକୁ ବି ଦୂର କରିଥାଏ ।

ଯଦି ଆପଣଙ୍କୁ ଥଣ୍ଡା ଓ କାଶ ହୋଇଥାଏ ତେବେ ଏହି ଉପାୟ ଦ୍ୱାରା ଏହି ରୋଗ ବି ଭଲ ହୋଇଥାଏ, କାହିଁକି ନା ଏଥିରେ ଥିବା ଆନ୍ଟି ବ୍ୟାକଟ୍ରିକ, ଆଣ୍ଟ୍ରି ଫଙ୍ଗାଲରୁ ଥଣ୍ଡାରୁ ରକ୍ଷା କରେ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି କୁ ବଢେଇ ସଂକ୍ରମଣ ସହ ଲଢିବା ପାଇଁ ଆପଣଙ୍କ ସାହାର୍ଯ୍ୟ କରିଥାଏ । ଏହା ଆପଣଙ୍କ ଶରୀରର ରୋଗ ସହିତ ଲଢିବାର ଶକ୍ତିକୁ ବଢାଇ ଥାଏ । ଯାହା ଦ୍ଵାରା ଆପଣ ସବୁ ପ୍ରକାର ଜୀବାଣୁ ଓ ରୋଗରୁ ବଞ୍ଛି ରହି ପାରିବେ । ପୁଣି ରକ୍ତହୀନତାକୁ ବି ପୁରା କରିବ ।

ଯଦି ଆମର ରକ୍ତକୁ ଶୁଦ୍ଧ ଓ ପରିଷ୍କାର ବି କରିବ । ଆଣ୍ଠୁଗଣ୍ଠି ବାତ ରୋଗକୁ ଠିକ କରିବା, ହାଡକୁ ମଜବୁତ କରିବା ପାଇଁ ବି ଏହି ଉପାୟ ଭଲ ଅଟେ । ପେଟ ରୋଗ ପାଇଁ ଏହା ଏକ ଭଲ ଉପାୟ ଅଟେ । ଡାୟବେଟିସ ରୋଗୀମାନଙ୍କ ପାଇଁ ଏହା ଏକ ଚମତ୍କାରିତା ଅଟେ । ଏହା ତାଙ୍କର ସୁଗାର ଲେବେଲକୁ କୋଣ୍ଟ୍ରୋଲ କରିଥାଏ । ଏତେ ଚମତ୍କାରିତା ଅଟେ ଯାହାକି ଆପଣଙ୍କର କୋଲେସ୍ଟ୍ରଲକୁ ବି ଠିକ କରିଥାଏ ।

ଆପଣଙ୍କୁ କେବେ ବି ହାର୍ଟ ବ୍ଲକେଜ ବି ହେବ ନାହିଁ ଓ ହାର୍ଟ ଆଟାକ ବି ଆସିବ ନାହିଁ । ଏହି ଉପାୟଟି ବ୍ଲଡ ପ୍ରେସରକୁ ସଠିକ ରୂପରେ ରଖିଥାଏ । ଏହି ଉପାୟରେ ପ୍ରଥମେ ଆପଣ ଗୋଟିଏ ଗ୍ଲାସ ପାଣିକୁ ଗରମ କରନ୍ତୁ । ଏହା ପରେ ସେଥିରେ ଅଧ ଚାମଚ ଜୀରା ପକାଇ ଗରମ କରନ୍ତୁ । ଏହି ଗରମ ପାଣି ଅଧ ହୋଇଯିବା ପରେ ଏହାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ ।

ଏହା ପରେ ଆପଣ ଏଥିରେ ଗୋଟିଏ ଚାମଚ ଏପଲ ସରିଡୋର ଭିନେଗାର ଓ ଅଧ ଚାମଚ ମହୁ ଢାଳି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଏହି ଉପାୟଟି ତିଆରି ହୋଇଗଲା । ଏହାକୁ ସେବନ କରିବା ଦ୍ୱାରା ଆପଣ ସ୍ଵାସ୍ଥ୍ୟ ଭଲ ରହିବ । ଏହି ଉପାୟକୁ ଖାଲି ପେଟରେ ସେବନ କରନ୍ତୁ । ଆପଣ ସବୁବେବେଳ ନିରୋଗୀ ରହିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।