ମୋଦୀ ସରକାର ଙ୍କର ମାଷ୍ଟର ପ୍ଲାନ ‘ବେରୋଜଗାର ମାନଙ୍କ ବ୍ୟାଙ୍କ ଖାତାରେ ଆସିବ ସବୁ ମାସରେ ସାଲେରୀ’, ଜାଣନ୍ତୁ କେମିତି ?

କେନ୍ଦ୍ରରେ ମୋଦୀ ସରକାର ସାଧାରଣ ଜନତାଙ୍କ ପାଇଁ ଖୁସି ଖବରର ପ୍ରସ୍ତୁତି କରୁଛନ୍ତି । ଏହି ଖୁସି ଖବର କୃଷକ ଏବଂ ବେରୋଜଗାର ଲୋକମାନଙ୍କ ପାଇଁ ଅଟେ । କେନ୍ଦ୍ରର ମୋଦୀ ସରକାର କ୍ୟାବିନେଟର ବୈଠକରେ ନିଜେ ଏହି ନିଷ୍ପତିକୁ ବିଷୟରେ ସମସ୍ତଙ୍କୁ କହି ପାରନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

କେନ୍ଦ୍ରର ମୋଦୀ ସରକାର ୟୁନିଭର୍ସାଲ ବେସିକ ଇନକମ ଲାଗୁ କରିବାର ଯୋଜନା ବନାଉ ଛନ୍ତି । ଏହି ଯୋଜନା ଭିତରେ କୃଷକ ମାନଙ୍କୁ ଏବଂ ବେରୋଜଗାର ମାନଙ୍କୁ ନେବାର କଥା ଚାଲିଛି । ୟୁବିଆଇ ଲାଗୁ ହେଲେ ଦେଶର ନାଗରିକଙ୍କୁ ବହୁତ ଲାଭ ମିଳିପାରେ, କିନ୍ତୁ ବର୍ତ୍ତମାନ ଏହି ମାମଲା ଉପରେ କଥା ଚାଲିଛି । କହିଦେଉଛୁ ଯେ ଏହି ଯୋଜନା କିଛି ରାଜ୍ୟରେ ଚାଲିଛି । କିନ୍ତୁ ବର୍ତ୍ତମାନ ପିଏମ ମୋଦୀଙ୍କ ଅନୁସାରେ ଏହା ପୁରା ଦେଶରେ ଲାଗୁ ହେବାର ଅଛି ।

୨୭ ଡିସେମ୍ବରରେ କ୍ୟାବିନେଟରେ ୟୁବିଆଇର ଚର୍ଚା

ମିଡିୟା ରିପୋର୍ଟ ଅନୁସାରେ ୨୭ ଡିସେମ୍ବର ଦିନ ହୋଇଥିବା କ୍ୟାବିନେଟର ମହତ୍ଵପୂର୍ଣ ବୈଠକରେ ୟୁବିଆଇ ଉପରେ ଚର୍ଚା ହେଇଅଛି । ଏତିକି ନୁହେଁ ନିଜେ ପିଏମ ମୋଦୀ ଏହି ବୈଠକରେ ୟୁବିଆଇ ସ୍କିମ ଉପରେ ଚର୍ଚା ହୋଇ ପାରିଥାଏ ଏବଂ ଏହା ବି କୁହାଯିବ ଏହି ସ୍କିମ କେବେ ଏବଂ କେମିତି ଲାଗୁ କରାଯିବ ।

କଣ ଅଟେ ୟୁବିଆଇ ସ୍କିମ ?

କହିବାକୁ ଗଲେ ୟୁବିଆଇ ଅନୁସାରେ ସରକାର ତରଫରୁ ସାଧାରଣ ଜନତାଙ୍କୁ ଉପହାର ଦିଆ ଯାଉଛି । ଯାହାର ଅନ୍ତର୍ଗତ ଦେଶର ସମସ୍ତ ନାଗରିକଙ୍କ ଖାତାରେ ବିନା କୌଣସି ସର୍ତରେ ଏକ ନିଶ୍ଚିତ ରାସୀ ରଖାଯିବ । ଯଦି ଭାରତରେ ଏହା ଲାଗୁ ହୋଇଯାଏ ତେବେ ଏହା ଦ୍ଵାରା ଦେଶର ୨୦ କୋଟି ନାଗରିକଙ୍କୁ ସାହାର୍ଯ୍ୟ ମିଳିପାରିବ ବୋଲି ଅନ୍ଦାଜ ଲଗା ଯାଉଛି ।

କେବେଠୁ ଲାଗୁ ହେବାର ଅଛି ଏହି ସ୍କିମ ?

କହିଦେଉଛୁ ଯେ ଯଦି କ୍ୟାବିନେଟ ବୈଠକରେ ଏହି ସ୍କିମ ଉପରେ ମୋହର ଲାଗେ, ତେବ ବିତ୍ତ ମନ୍ତ୍ରୀ ଅରୁଣ ଜେଟଲି ଶେଷ ବଜେଟରେ ଏହାର ଘୋଷଣା କରି ପାରନ୍ତି । ଏହା ସହିତ କହିଦେଉଛୁ ଯେ କେନ୍ଦ୍ର ସରକାର ଏହି ସ୍କିମ ଉପରେ ଗତ ଦୁଇ ବର୍ଷ ହେବ କାମ କରୁଛନ୍ତି । ବର୍ତ୍ତମାନ ଲାଗୁଛି କି ଏହାର ଲାଭ ଦେଶର ଜନତାଙ୍କ ଜଲ୍ଦି ହିଁ ମିଳିବ ।