୧୨୫ କୋଟି ଭାରତୀୟଙ୍କୁ ମୋଦୀ ସରକାର ଦେଲେ ବଡ ଉପହାର, ବହୁତ ବର୍ଷରୁ ଯାହାର ଅପେକ୍ଷା କରିଥିଲେ ଆପଣମାନେ

କେନ୍ଦ୍ରର ମୋଦୀ ସରକାର ୧ ଫେବ୍ରୁୟାରୀରେ ସଂସଦରେ ନିଜର ବଜେଟ ବିଷୟରେ କହିଛନ୍ତି । ଏହି ବଜେଟରେ ସରକାର ଦେଶର ଜନତାଙ୍କୁ ବିଭିନ୍ନ ପ୍ରତିଜ୍ଞା କରିଛନ୍ତି ଏବଂ ବିଭିନ୍ନ ଯୋଜନାକୁ ବି ଲଞ୍ଚ କରିଛନ୍ତି । ନିଜର ପ୍ରଥମ କାର୍ଯ୍ୟକାଳର ଶେଷ ବଜେଟରେ ସରକାର ସବୁ ବର୍ଗର ଲୋକମାନଙ୍କୁ ଧ୍ୟାନରେ ରଖି ଦେଇଛନ୍ତି । ଏମିତିରେ ୧୨୫ କୋଟି ଭାରତୀୟଙ୍କୁ ଯେଉଁ ନିଷ୍ପତିର ଅପେକ୍ଷା ଥିଲା, ତାହକୁ ମୋଦୀ ସରକାର ପୁରା କରିଛନ୍ତି ।

ଦେଶର ଜନତାଙ୍କୁ ମୋଦୀ ସରକାର ବଡ ଉପହାର ଦେଇଛନ୍ତି । ମୋଦୀ ସରକାର ଟ୍ୟାକ୍ସରେ ବଡ ଚେଞ୍ଜେସ କରିଛନ୍ତି । ସଂସଦରେ ଯେତେବେଳେ ବଜେଟକୁ ଖୋଲା ଗଲା, ତେବେ ମୋଦୀ ସରକାର ଏକ ବଡ ନିଷ୍ପତି ନେଇଛନ୍ତି, ଯାହା ଦ୍ଵାରା ୧୨୫ କୋଟି ଭାରତୀୟଙ୍କ ଚେହେରାରେ ଖୁସି ଦେଖିବାକୁ ମିଳିଛି ।

ଟ୍ୟାକ୍ସରେ କରିଛନ୍ତି ବଡ ଚେଞ୍ଜେସ

ମୋଦୀ ସରକାର ନିଜର ପ୍ରଥମ କାର୍ଯ୍ୟକାଳର ଶେଷ ବଜେଟରେ ଟ୍ୟାକ୍ସରେ ବଡ ଚେଞ୍ଜେସ କରିଛନ୍ତି । ଏମିତିରେ ବର୍ତ୍ତମାନ ଯେଉଁ ବ୍ୟକ୍ତିମାନେ ୫ ଲକ୍ଷ ଟଙ୍କା ବର୍ଷକୁ ଆୟ କରୁଥିବେ ସେହି ଲୋକମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ପ୍ରଥମେ ଏହି ରାଶି ୨.୫ ଲକ୍ଷ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୫ ଲକ୍ଷ ଟଙ୍କା କରାଦିଆ ଯାଇଛି । ଏହା ସହିତ ଅନ୍ୟ ଜିନିଷକୁ ମଧ୍ୟ ଜଡିତ କରାଯାଇଛି ।

ଯଦି କରିବେ ଏତିକି ନିବେଶ ତେବ ମିଳିବ ଆହୁରି ରିହାତି

କହିଦେଉଛୁ ଯେ ଯଦି ଆପଣ ୧.୫ ଲକ୍ଷ ଟଙ୍କା ନିବେଶ କରୁଛନ୍ତି, ତେବେ ଆପଣଙ୍କୁ ୬.୫୦ ଲକ୍ଷ ଟଙ୍କାର ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏମିତିରେ ଆପଣ ଯଦି ମାସକୁ ୫୪ ହଜାର ଟଙ୍କା ଆୟ କରୁଛନ୍ତି, ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହା ଛଡା ଏଫଡିରେ ସୁଧ ଉପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଟୀଡୀଏସ ଦେବାକୁ ପଡିବ ନାହିଁ ଏବଂ ଯଦି ୧.୫୦ ଲକ୍ଷ ଟଙ୍କା ଜମା କରିବା ଦ୍ଵାରା କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଇତିହାସରେ ପ୍ରଥମ ଥର ଏତେ ବଡ ରିହାତି ମିଳିଛି ।

ତିନି କୋଟି ଲୋକମାନଙ୍କୁ ମିଳିବ ଏହାର ଲାଭ

ସଂଖ୍ୟା ଅନୁସାରେ ମୋଦୀଙ୍କର ଏହି ନିଷ୍ପତିରେ ପାଖାପାଖି ୩ କୋଟି ଲୋକମାନଙ୍କୁ ଲାଭ ମିଳିବ । ବଜେଟରେ ଏହି ନିଷ୍ପତି ନେବା ପରେ ଦେଶରେ ପୁଣି ଥରେ ଲୋକମାନେ ମୋଦୀ ମୋଦୀ କହୁଛନ୍ତି । ଏହା ଚାକିରି କରୁଥିବା ଲୋକମାନଙ୍କ ପାଇଁ ବରଦାନ ସଦୃଶ ଅଟେ ।