ସବୁ ଝିଅଙ୍କୁ ମିଳିବ ୫୦୦୦୦ ଟଙ୍କା, ମୋଦୀ ସରକାର କଲେ ଘୋଷଣା

ବର୍ତ୍ତମାନ ସମୟରେ ସରକାର ସମସ୍ତଙ୍କୁ ଏକ ବଡ ଖୁସି ଖବର ଦେଇଛନ୍ତି । ଏହି ଖୁସି ଖବର ଅନ୍ତର୍ଗତ ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ତେବେ ଆପଣଙ୍କୁ ୫୦୦୦୦ ଟଙ୍କା ବର୍ଷକୁ ମିଳିବ । ଆଜିର ଏହି ଆର୍ଟକିଲରେ ଆମେ ଏହି ଟଙ୍କା ପ୍ରାପ୍ତି କରିବାର ପ୍ରୋସେସ ଓ କେଉଁ ଝିଅମାନଙ୍କୁ ମିଳିବ ଓ କେଉଁ ଝିଅମାନଙ୍କୁ ମିଳିବ ନାହିଁ ସେହି ବିଷୟରେ କହିବାକୁ ଯାଉଛୁ ।

କାରଣ ସରକାର ଚାହୁଁଛନ୍ତି କି ସବୁ ଝିଅ ନିଜ ଗୋଡରେ ନିଜେ ଛିଡା ହୁଅନ୍ତୁ ଓ ସମସ୍ତେ ଉନ୍ନତି କରନ୍ତୁ । ଯେମିତି କି ପୁଅମାନେ କରୁଛନ୍ତି ସେହିଭଳି ଝିଅମାନେ ବି ନିଜ ନିଜ କ୍ଷେତ୍ରରେ କିଛି କରନ୍ତୁ । ଏଥିପାଇଁ ସରକାର ଝିଅମାନଙ୍କ ପାଇଁ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବି ନୂଆ ନୂଆ ଯୋଜନା ଆରମ୍ଭ କରୁଛନ୍ତି ।

ମୋଦୀ ସରକାରଙ୍କ ଅନୁସାରେ ଯେମିତି ସବୁ ପୁରୁଷ ନିଜ ନିଜ କ୍ଷେତ୍ରରେ ରୋଜଗାର କରି ପାରୁଛନ୍ତି ଠିକ ସେହିଭଳି ଝିଅମାନେ ବି ନିଜ ନିଜ କ୍ଷେତ୍ରରେ ଶିକ୍ଷିତ ହୋଇ ରୋଜଗାର କରନ୍ତୁ । ଏଥିପାଇଁ ମୋଦୀ ସରକାର ନୂଆ ନୂଆ ଯୋଜନା ଆରମ୍ଭ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ଯୋଜନା ବିଷୟରେ ଆମେ କଥା ହେଉଛୁ ଏହାର ଅନ୍ତର୍ଗତ ଯଦି ଆପଣଙ୍କ ଘରେ ଝିଅ ଅଛି ତେବେ ଆପଣଙ୍କୁ ବର୍ଷକୁ ୫୦୦୦୦ ଟଙ୍କା ମିଳିବ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସବୁ ପ୍ରକାରର ଯୋଜନାର ଆରମ୍ଭ କରୁଛନ୍ତି । କାରଣ ମହିଳାମାନେ ଯଦି ଉନ୍ନତି କରିବେ ତେବେ ଦେଶର ଆହୁରି ବି ଉନ୍ନତି ହେବ । ଏହା ଛଡା ଗୋଟିଏ ଚାଷୀ ପରିବାର କିମ୍ବା ଗୋଟିଏ ଗରିବ ପରିବାର ଘରେ ଖୁସି ଆଣିବା ପାଇଁ ମୋଦୀ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଯାହାର ନାମ ହେଉଛି “ବିବାହ ଅନୁଦାନ ଯୋଜନା’ । ଯେଉଁଥିରେ ଯଦି ଆପଣଙ୍କ ଘରେ ଝିଅ ଅଛି ଓ ଆପଣ ତାହାର ବିବାହ କରିବାରେ ଅସଫଳ ହେଉଛନ୍ତି ତେବେ ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ କିଛି ଟଙ୍କା ମିଳିବ ।

କିନ୍ତୁ ଦୁଃଖର କଥା ଏହା ଅଟେ କି ବର୍ତ୍ତମାନ ଉତ୍ତର ପ୍ରଦେଶରେ ଏହି ଯୋଜନା ଆରମ୍ଭ ହୋଇ ସାରିଛି କିନ୍ତୁ ଓଡିଶାରେ ବର୍ତ୍ତମାନ ଏହା ଚାଲୁ କରାଯାଇ ନାହିଁ । ଆପଣ କମେଣ୍ଟ କରନ୍ତୁ ଓ ଓଡିଶାର ସାଡେ ଚାରି କୋଟି ଜନତାଙ୍କ ପାଖରେ ଏହି ଖବର ପହଞ୍ଚୁ । କାରଣ ଓଡିଶାରେ ମଧ୍ୟ ଏହି ଯୋଜନା ଚାଲୁ କରାଯିବା ନିହାତି ଆବଶ୍ୟକ । ଓଡିଶାରେ ମଧ୍ୟ ବହୁତ ଗରିବ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନଙ୍କୁ ଏହି ଯୋଜନା ର ବହୁତ ଆବଶ୍ୟକତା ରହିଛି ।