‘ତୁମେ ଆମ ଦେଶରେ ଅଧିକ ଲୋକପ୍ରିୟ, ଆମ ପାଇଁ ନିର୍ବାଚନ ଲଢିବ ?’ ନିଜ ଦେଶରେ ନିର୍ବାଚନ ଲଢିବାକୁ Offer ଦେଲା ଏହି ଦେଶ, ଦେଖନ୍ତୁ Video

ଭାରତ ନୁହେଁ ବରଂ ଏବେ ଇସ୍ରାଏଲରୁ ନିର୍ବାଚନ ଲ-ଢି-ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଏତ ଏହି କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ମୋଦି ସରକାର ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜୟ ଲାଭ କରୁଛନ୍ତି ଓ ଅଧା ଭାରତ ବିଜେପି ଶା-ସ-ନ ରହିଛି । କେବଳ ଏତିକି ନୁହେଁ ଦେଶରେ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ଖୁବ ଅଧିକ ରହିଛି । ତେଣୁ ଆପଣ ଭାବୁଥିବେ ଦେଶ ଛାଡିବା ପାଇଁ କାହିଁକି ଚିନ୍ତା କଲେ ମୋଦି ସରକାର ? ଦେଶ ଛାଡି ବିଦେଶରେ ନିର୍ବାଚନ ଲ-ଢି-ବା ପାଇଁ ମୋଦିଙ୍କୁ ଆସିଛି ଅଫର୍ ।

ଭାରତ ନୁହେଁ ବରଂ ବନ୍ଧୁ ରାଷ୍ଟ୍ର ଇସ୍ରାଏଲରୁ ଭରତ ପାଇଁ ଏହିପରି ଅଫର୍ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ସିଓପି ୨୬ ପାଇଁ ସ୍କଟଲାଣ୍ଡର ବୃହତ୍ତମ ନଗରୀ ଗ୍ଲାସଗୋ ଠାରେ ରହିଥିଲେ । ଆଉ ଏହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦି ଓ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନପ୍ତାଲି ବେନ୍ନେଟଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ସେଠାକାର ପ୍ରଧାନମନ୍ତ୍ରୀ, ମୋଦିଙ୍କୁ କହିଛନ୍ତି ଆମ ଦେଶରେ ଆପଣଙ୍କ ଲୋକପ୍ରିୟତା ଖୁବ ଅଧିକ ରହିଛି ।

ତେଣୁ ଆପଣ ଭାରତ ନୁହେଁ ବରଂ ଆମ ଦେଶରେ ନିର୍ବାଚନ ଲ-ଢ-ନ୍ତୁ । ଏହାସହ ତାଙ୍କ ଦଳରେ ମୋଦିଙ୍କୁ ମିଶିବାକୁ ଅଫର୍ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଭାରତ ଏବଂ ଇସ୍ରାଇଲ ଦୁହେଁ ମିତ୍ର ରାଷ୍ଟ୍ର ବୋଲି ଆମେ ସମସ୍ତେ ଜାଣିଛୁ । କିନ୍ତୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ଅଫର୍ ଦେବା ସାରା ବିଶ୍ଵକୁ ବେଶ ଆଶ୍ଚର୍ଯ୍ୟ କରିଛି । ଏହାସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ମାନେ ଇସ୍ରାଇଲ ନାଗରିକଙ୍କୁ ଖୁବ ଭଲ ପାଆନ୍ତି, ତେଣୁ ଆମେ ପ୍ରତ୍ଯେକ ଭାରତୀୟଙ୍କୁ ଖୁବ ସମ୍ମାନ ଦେଉ ବୋଲି ସେ କହିଛନ୍ତି ।

ଏହାସହ ଆଗାମୀ ବର୍ଷ ୨୦୨୨ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିପାରନ୍ତି ବୋଲି କୁହାଯାଇଛି । ସେ ଯାହା ବି ହେଉ ମୋଦି ଓ ବେନ୍ନେଟଙ୍କ ଚର୍ଚ୍ଚାକୁ ନେଇ ଏବେ ବେଶ ଆଲୋଚନା ଲାଗି ରହିଛି । ତେବେ ମୋଦି ଇସ୍ରାଇଲରୁ ନିର୍ବାଚନ ଲଢିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।