ମୋବାଇଲ ଭିତରେ ଲୁଚି ରହିଛି Govind ର ପାପର ପେଡି ! ଶିକ୍ଷୟତ୍ରୀ Mamita ଙ୍କ ମୋବାଇଲ ଭିତରେ ଯାହା ପ୍ରମାଣ ରହିଛି ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ

କେଇ ଇଞ୍ଚର ମୋବାଇଲ ଭିତରେ ରହିଛି ଗୋବିନ୍ଦର ପା-ପ-ର ଗୁମର । ମୋବାଇଲରେ ରହିଛି ପ୍ର-ମା-ଣ ଓ ପ୍ର-ତା-ର-ଣା-ର ଅନେକ କାହାଣୀ । ଗୋବିନ୍ଦଙ୍କ କ-ଳା କା-ର-ନା-ମା-ର ଗୁମର ଖୋଲିବ ମୋବାଇଲ । ଶିକ୍ଷୟତ୍ରୀ ମମିତା ମେହେର ଧରୁଥିବା ମୋବାଇଲ ଉପରେ ଏବେ ରହିଛି ସମସ୍ତଙ୍କର ନଜର । ହୁଏତ ଏହି ମୋବାଇଲ ଭିତରେ ଲୁ-ଚି ରହିଛି ଗୋବିନ୍ଦ ସାହୁର ପା-ପ ସାମ୍ରାଜ୍ୟର ଗୁ-ମ-ର ।

ଅ-ନୈ-ତି-କ ସ-ମ୍ପ-ର୍କ ଓ ଯୁବତୀ ଶୋ-ଷ-ଣ- ଗୋବିନ୍ଦର ଅସଲ ମୁଖା ଖୋଲିଦେବା ଭଳି ଭରପୁର ପ୍ର-ମା-ଣ ବୋଧେ ରହିଛି ସେହି ମୋବାଇଲରେ । ସେଥିପାଇଁ ବର୍ତ୍ତମାନ ବଲାଙ୍ଗିର ପୋ-ଲି-ସ ମମିତାଙ୍କ ମୋବାଇଲ ଠାବ କରିବା ପାଇଁ ଭରପୁର ପ୍ରୟାସ କରୁଛି । ପୋ-ଲି-ସ ଆଗରେ ଜେ-ରା ବେଳେ ଗୋବିନ୍ଦ ସାହୁ ଓଗାଳିଥିବା ତଥ୍ୟ ଆଧାରରେ ମହାଲିଙ୍ଗ ଷ୍ଟାଡିୟମର ଯେଉଁ ସ୍ଥାନରେ ମମିତାଙ୍କୁ ପୋ-ଡି-ବା ପରେ ପୋ-ତି-ଥି-ବା କଥା ସେ କହିଥିଲା ସେଠାରେ ପାଖାପାଖି ଘଣ୍ଟାଏ କାଳ ଛା-ନ-ଭି-ନ୍ କରିଥିଲେ ।

ସେମାନଙ୍କ ସାଥିରେ ଥିଲେ ବିଭିନ୍ନ ଟେକନିକାଲ ଓ ସାଇଣ୍ଟିଫିକ ଟିମ୍ । ଘ-ଟ-ଣା-ସ୍ଥ-ଳ-ରୁ ବିଭିନ୍ନ ନମୁନା ସଂଗ୍ରହ ହୋଇଥିଲେ ମଧ୍ୟ ମମିତାଙ୍କ ମୋବାଇଲ ପୋ-ଲି-ସ-କୁ ମିଳିଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କୁଆଡେ ଗଲା ମମିତାଙ୍କ ମୋବାଇଲ ଫୋନ ? ମୋବାଇଲ ମିଳିଲେ ଖୋଲିବ କି ଯୌ-ନ କେ-ଳେ-ଙ୍କା-ରୀ-ର ଗୁମର ? ମମିତାଙ୍କ ମୃ-ତ-ଦେ-ହ ମିଳିବା ପୂର୍ବରୁ ଓ ଗୋବିନ୍ଦ ସାହୁ ଗି-ର-ଫ ହେବ ପୂର୍ବରୁ ଗୋଟିଏ କଥା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିଲା ଯେ, ମମିତାଙ୍କ ପାଖେ ଏମିତି କିଛି ପ୍ର-ମା-ଣ ତ-ଥ୍ୟ ଥିଲା ଯାହା ଗୋବିନ୍ଦର ପାପ କାହାଣୀ ଖୋଲିଦେବ ।

ଏମିତି କି ଦୁନିଆ ଆଗରେ ଗୋବିନ୍ଦଙ୍କ ଅସଲ ଚେହେରା ଖୋଲିଦେବେ ବୋଲି ମମତା ତାଙ୍କୁ ଖୋଲାଖୋଲି ଚେ-ତା-ବ-ନୀ ଦେଇଥିଲେ । ତେଣୁ ମମିତାଙ୍କ ମୋବାଇଲରେ ହୁଏତ ସେମିତି କିଛି ପ୍ର-ମା-ଣ ଥିଲା, ଯେଉଁଥି ପାଇଁ ମମିତାଙ୍କୁ ଏମିତି ନି-ର୍ମ-ମ ଭାବେ ହ-ତ୍ୟା କରିବାକୁ ପଛାଇ ନଥିଲା ଗୋବିନ୍ଦ ସାହୁ । ତେବେ ବର୍ତ୍ତମାନ ସମସ୍ତେ ଚାହିଁ ରହିଛନ୍ତି କି ମୋବାଇଲ ଭିତରୁ କଣ ବାହାରିବ । ମୋବାଇଲ ଖୋଲିବ କି ଗୋବିନ୍ଦର ଗୁମର ? ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।