ମିଥୁନ ରାଶି;- ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅକାଟ୍ୟ ସତ୍ୟ କଥା ! Astrology

ବନ୍ଧୁଗଣ 12 ଗୋଟି ରାଶି ମଧ୍ୟରେ ମିଥୁନ ରାଶି ରହିଅଛି । ତେବେ ଏହି ମିଥୁନ ରାଶି ଉପରେ ଥିବା କିଛି ସତ୍ୟତା ଉପରେ ଆଜି ଏଠାରେ ଆଲୋଚନା କରିବା । ଏହି ମିଥୁନ ରାଶିର ପିଲା ଦିନ ଠାରୁ ଆରମ୍ଭ କରି ବୃଦ୍ଧାବସ୍ତା ପର୍ଯ୍ୟନ୍ତ ସବୁ ସବୁ କ୍ଷେତ୍ର ଉପରେ ଆଜି ଏଠାରେ ଆଲୋଚନା କରିବାକୁ ଯାଉଛୁ । ମିଥୁନ ଲଗ୍ନରେ ଜନ୍ମ ବା ମିଥୁନ ରାଶି ଯାହାଙ୍କର ହୋଇଥାଏ ସେମାନେ କିଭଳି ପ୍ରକାର ବ୍ୟକ୍ତିତ୍ଵ ହୋଇଥାଏ ଜାଣନ୍ତୁ ।

ମିଥୁନ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ବୁଧ ଗ୍ରହ । ଏହି ରାଶିର ଲୋକ ସବୁବେଳେ ନିଜକୁ ଅଧିକ ଗୁରୁତ୍ଵ ଦେବାକୁ ପସନ୍ଦ କରିଥାନ୍ତି । ଏପରି ଅନ୍ୟ ଲୋକମାନେ ତାଙ୍କୁ କିଭଳି ସମ୍ମାନ ଦେବେ ତାଙ୍କୁ ଅଧିକ ଗୁରୁତ୍ଵ ପ୍ରଦାନ କରିବେ ସେମାନେ ଏହା ମଧ୍ୟ ଚାହିଁଥାନ୍ତି । ଏମାନେ ଏକାକୀ ଜୀବନ ବିତାଇବାକୁ ପସନ୍ଦ କରନ୍ତି ନାହିଁ । ଜୀବନର ଯେ କୌଣସି ପର୍ଯ୍ୟାୟ ହେଇଥାଉ । ସବୁବେଳେ ଏମାନଙ୍କ ପାଖରେ କିଏ ନା କିଏ ରହୁ ବୋଲି ଏମାନେ ଚାହିଁଥାନ୍ତି ।

ଏମାନେ ଯାହା ପାଇବାକୁ ଇଛା କରିଥାନ୍ତି । ସେହି ଜିନିଷକୁ ପାଇବା ପାଇଁ ଲାଗି ପଡିଥାନ୍ତି । ଏମାନଙ୍କ ବ୍ରେନ ପାୱାର ମଧ୍ୟ ବହୁତ ଅଧିକ ଷ୍ଟ୍ରଙ୍ଗ ରହିଥାଏ । ଏମାନେ ବହୁତ ଆକ୍ଟିଭ ହୋଇଥିବା କାରଣରୁ ବହୁତ ଶୀଘ୍ର କୌଣସି କାର୍ଯ୍ୟକୁ ମଧ୍ୟ କରି ଦେଖାଇଦେଇଥାନ୍ତି । ଏପରିକି ଏମାନେ ତାଙ୍କ ପିଲା ସମୟରେ ଅନେକ ଚଗଲାମୀ ମଧ୍ୟ କରିଥାନ୍ତି ।

ମିଥୁନ ରାଶିର ଲୋକ ଶାରୀରିକ ଗଠନ ରୂପରେ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖିବାକୁ ହୋଇଥାନ୍ତି । ବ୍ୟବସାୟ କ୍ଷେତ୍ରରେ ଏମାନେ ନିଜର କ୍ଯାରିଅର ଗଢିବାକୁ ସବୁବେଳେ ଇଛା ରଖିଥାନ୍ତି । କାହା ଠାରୁ କିଛି ଠକିକି ଆଦାୟ କରିବା ଅପେକ୍ଷା ନିଜ ପରିଶ୍ରମରେ ନିଜର ସଉକୀ ପୂରଣ କରିବାରେ ଅଧିକ ବିଶ୍ବାସ ରଖିଥାନ୍ତି । ଏହି ମିଥୁନ ରାଶିର ବୈବାହିକ ଜୀବନ ଭଲ ରହିଛି ।

ହେଲେ ଅନେକ ସମୟରେ ଏମାନେ ନିଜ ଜୀବନସାଥି ପାଖରେ କୌଣସି କଥାକୁ ନେଇ ହାରିଯାଇଥାନ୍ତି । ବେଳେବେଳେ ରାଗରୁଷା, ମନୋମାଳିନ୍ୟ ଦେଖା ଯାଇଥିଲେ ମଧ୍ୟ ସର୍ବଶେଷରେ ଏହି ରାଶିର ଦାମ୍ପତ୍ୟ ଜୀବନ ମଧୁର ରହିଥାଏ । ଏମାନେ ସାଧାରଣତଃ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । 25 ରୁ 35 ବର୍ଷ ହେଉଛି ମିଥୁନ ରାଶିର ଗୋଲ୍ଡେନ ପିରିଅଡର ସମୟ । ଯେଉଁ ସମୟରେ ଏପରି କିଛି ପରିବର୍ତ୍ତନ ଏମାନଙ୍କ ଜୀବନରେ ଆସିଥାଏ ।

ଯାହା ତାଙ୍କୁ ସଫଳତା ଦିଗକୁ ନେବାରେ ସାହାଜ୍ଯ କରିଥାଏ । ବୃଦ୍ଧାବସ୍ତାରେ ଏମାନଙ୍କର ସ୍ଵାସ୍ଥବସ୍ତା ଅନେକ ସମୟରେ ଖରାପ ରହିଥାଏ । ତେଣୁ ଏମାନେ ନିଜ ସ୍ଵାସ୍ଥ ଉପରେ ଅଧିକ ଯତ୍ନଶୀଳ ହୋଇ ରହିବା ଉଚିତ । ଯାହା ଦ୍ଵାରା ସେମାନେ ଏକ ଉତ୍ତମ ଜୀବନ ବିତାଇପାରିବେ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ ।