ମିଠା ଖାଇବା ପୂର୍ବରୁ ଏହି Video ନିଶ୍ଚୟ ଦେଖନ୍ତୁ, ମିଠା ଖାଇବା ଆଗରୁ 10 ଥର ଭାବିବେ

ବନ୍ଧୁଗଣ ପ୍ରତେକ ଦିନ ଦେଶର କୋଣ ଅନୁକୋଣରେ କିଛି ନା କିଛି ଭାଇରାଲ ହେଉଥିବା ଘଟଣା ସମାନକୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ କହିବୁ କେମିତି ଲୋକ ମାନଙ୍କୁ ଚୋର ମାନେ ଠାକୁଛନ୍ତି ଆଉ ଟଙ୍କା ଲୁଟ କରୁଛନ୍ତି ଭିଡିଓ କରି । ମିଡିଆ ରେ ଯେବେ ଏହି ଭିଡିଓ ପୋଷ୍ଟ ହୋଇଥିଲା ସେତେବେଳେ କୁହା ଯାଇଥିଲା କି ଜଣେ ବ୍ୟକ୍ତି ଗୋଲାପଜାମୁନ ରେ ପରିସ୍ରା କରିବାର ନଜର ଆସୁଛନ୍ତି ।

ଏହି ଭିଡିଓ ଭାଇରାଲ ହେବା ପରେ ଲୋକ ମାନଙ୍କ ମଧ୍ୟରେ ବିଦ୍ରୋହ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ସତ କଥା ହେଉଛି ବ୍ୟକ୍ତି ଜଣକ ଟ୍ରାନ୍ସପ୍ଳାଣ୍ଟ ଲିକ୍ୟୁଡ ବୋତଲ ରେ ଲିକ୍ୟୁଡ ମିଠାରେ ପକାଉଛନ୍ତି ଯାହା ପ୍ରକୃତ ଭିଡିଓ ରେ ନୋଟିସ କରାଗଲା । 2018ରେ ମୁମ୍ବାଇ ରେ ଏମିତି ଏକ ଫ୍ୟାକ୍ଟରୀ ରେଡ କରାଗଲା ଯେଉଁଠି ବ୍ରାଣ୍ଡେଡ ଅମୁଲ ଓ ବଟର ଯାହା ନକଲି ଥିଲା ତାହାର ସପ୍ଲାଏ ହେଉଥିଲା । ଏହି ନକଲି ଅମୁଲ ଓ ବଟର ବଜାରରେ ରେଷ୍ଟୁରାଣ୍ଟ ମାନଙ୍କରେ ଅଧା ଦାମରେ ବିକ୍ରି କରା ଯାଉଥିଲା ଯାହାର ଭିଡିଓ 2018ରେ ଭାଇରାଲ ହୋଇଥିଲା ।

ପଞ୍ଜାବ ର ଏକ ଜାଗାରେ ନାଳ ପାଣି ରେ ପରିବାର ଧୁଆ ଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା । ପରିବାର ବିକାଳୀ ମାନେ ଜାଣିଥିଲେ ଯେଉଁ ନଦୀରେ ସେମାନେ ପରିବା ଧୋଉଛନ୍ତି ତାହା ଅପରିଷ୍କାର ପାଣି ସେଥିରେ ଅନେକ ପ୍ରକାରର ଜୀବାଣୁ ରହିଛି । ତଥାପି ସେମାନେ ଅପରିଷ୍କାର ପାଣିରେ ପରିବା ଧୋଇ ଉଚ୍ଚ ଦର ରେ ବଜାରରେ ବିକ୍ରି କରୁଥିଲେ । ଏହା ଗ୍ରାହକଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ବିପଦ ତାହା ଅନୁମାନ କରିପାରୁ ଥିବେ ।

ନଭେମ୍ବର 2022 ରେ ଟ୍ରେନରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ଙ୍କ ଠାରୁ 500 ଟଙ୍କିଆ ନୋଟ ନେଇ ତାଙ୍କୁ 20 ଟଙ୍କିଆ ନୋଟ ଦେଇଥିଲେ । କିନ୍ତୁ 500 ଟଙ୍କିଆ ନୋଟ ଦେଇଥିବା ବ୍ୟକ୍ତି ଜଣକ ଚାଲାକ ଥିବାରୁ ସେ ଟଙ୍କା ଚିହ୍ନି ପାରିଥିଲେ । ସେଥିପାଇଁ ବ୍ୟକ୍ତି ଜଣକ ପୂର୍ବରୁ ଅନେକ ଲୋକଙ୍କୁ ଚୂନା ମାରି ସାରିଛନ୍ତି । ଆଉ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ବିହାର ରେ ବାଙ୍କା ସହରରେ ଅଗଷ୍ଟ 2022 ରେ ଅନୁରାଗ ଗେଷ୍ଟ ହାଉସ ଭିତରେ ନକଲି ପୋଲିସ ମାନେ କାର୍ଯ୍ୟରତ ଥିଲେ । ସେମାନକ ମଧ୍ୟରେ ଡିଏସପି ଙ୍କ ଠାରୁ ଆରମ୍ଭ କରି କନେଷ୍ଟବଳ ଯାଏଁ ସମସ୍ତେ ନକଲି ଥିଲେ । ଦୀର୍ଘ 8 ମାସ ଯାଏଁ ଲୋକ ମାନଙ୍କ ଠାରୁ ଟଙ୍କା ଲୁଟ କରିବା ପରେ ନକଲି ପୋଲିସ ଏମାନେ ଅସଲି ପୋଲିସ ହାତରେ ଧରା ପଡିଲେ । ଆଉ ସମସ୍ତଙ୍କୁ ଅସଲି ପୋଲିସ ଆରେଷ୍ଟ କରି ଥାନାକୁ ନେଇଥିଲା ।

ଡିସେମ୍ବର 2021 ରେ ଜୟପୁର ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ରେ ଯେବେ ଜଣେ ଯାତ୍ରୀ ଙ୍କ ବ୍ଯାଗରେ ଡାର୍କ ଇମେଜ ମେସିନରେ ଦେଖାଗଲା ସେତେବେଳେ କଷ୍ଟମ ବାଲା ବ୍ଯାଗ ଚେକ କରିଲେ । କିନ୍ତୁ ଯେବେ ପୁରା ଯାଞ୍ଚ କରାଗଲା ସେତେବେଳେ ଟ୍ରିମ୍ୟୁର ରେ ଯାତ୍ରୀ ଜଣକ 5ଟି ସୁନା ବିସ୍କୁଟ ଲୁଚାଇ ରଖିଥିଲେ ଯାହାକୁ ଦେଖି ପୋଲିସ ବାଲା ବି ଚକିତ ହୋଇପଡିଲା । ବନ୍ଧୁଗଣ ଆପଣଙ୍କର ଏହି ଭାଇରାଲ ଭିଡିଓକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।