ଗୋଟିଏ ଯୁବକର ଦୁଇ ଦୁଇଟି ନାଁ । ମଝିରେ ଫସିଗଲା ପିଙ୍କି । ଯୁବକ ମିଛ କହିଲା ଯୁବତୀର ଭାଇ ଧରି ନେଲା । ଭାଇ ର କଥା ଶୁଣିବା ପରେ ଭଉଣୀ ର ହୋସ ଉଡିଗଲା । ହଁ ଦର୍ଶକ ବନ୍ଧୁ ଯୁବତୀ ଜଣକ ହେଉଛି ପିଙ୍କି ଯିଏକୁ ଜିମ ସେଣ୍ଟର ରେ ଋପ୍ସେସନ ରେ କାମ କରନ୍ତି । ହେଲେ ଏହି ଜିମ ସେଣ୍ଟର ରେ ତାଙ୍କ ସହ ଏମିତି କିଛି ଘଟି ଯାଇଅଛି ଯାହା ସେ କେବେ ଭାବି ନ ଥିଲେ ।

ପିଙ୍କି ଇଂଷ୍ଟାରେ ତାଙ୍କର ଫୋଟୋ ଓ ଋଲ୍ସ କରି ପୋଷ୍ଟ କରନ୍ତି । ଯୁବକ ଜଣକ ମଧ୍ୟ ପିଙ୍କି କରିଥିବା ଭିଡିଓ ଦେଖନ୍ତି । ଯୁବକ ପିଙ୍କି ଙ୍କ ବିଷୟରେ ସବୁ ଜାଣିବା ପରେ ଜିମ ରେ ଯୋଗ ଦେଲେ । ଉଭୟ କଥା ହେଉ ହେଉ ଗଢି ଉଠିଥିଲା ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ । ତା ପରେ ପିଙ୍କି ନିଜର ପ୍ରେମ ବିଷୟରେ ଘରେ ଜଣାଇଲେ ଓ ବିବାହ କରିବାକୁ କହିଲେ । ହେଲେ ପରିବାର ଲୋକେ ପିଙ୍କି ଙ୍କ ଭଲ ପାଇବାକୁ ସହମତି ଦେଇ ନ ଥିଲେ ।
ତା ପରେ ପିଙ୍କି ଘର ଛାଡି ସବୁ ଦିନ ପାଇଁ ଛାଡି ଆସିଲେ । ସେ ଏକ ଭଡା ଘରେ ରହିବା ପରେ ଯୁବକ ତାଙ୍କ ସହ ରହିଲେ । ଏହା ପରେ ପିଙ୍କି ଙ୍କ ଭାଇ ଯୁବକଙ୍କର ବ୍ୟାକ ଗ୍ରାଉଣ୍ଡ ଖୋଜିବାରେ ଲାଗିଲେ । ପିଙ୍କି ଙ୍କ ଭାଇ ଯୁବକଙ୍କ ବିଷୟରେ ଅନୁସନ୍ଧାନ କରୁଥିବା ବେଳେ ଜାଣିବାକୁ ପାଇଲେ ସେ ବିବାହ କରିଛନ୍ତି । ଆଉ ତାଙ୍କର ଗୋଟେ ଛୁଆ ବି ଅଛି ।

ଏ ବିଷୟରେ ଭାଇ ଭଉଣୀ କୁ କହିଥିଲା ହେଲେ ପିଙ୍କି ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପିଙ୍କି ଯୁବକ ଙ୍କୁ ସବୁ ସତ ପଚାରିବାରୁ ଯୁବକ ସବୁ ସତ ମାନି ଯାଇଥିଲା । ଆଉ କହିଥିଲା ସେ ବିବାହ କରିଛି ବୋଲି । ତଥାପି ପିଙ୍କି କହିଲା ମୋତେ ତୁମେ ବାହା ହୁଅ । କିନ୍ତୁ ଯୁବକ ଜଣକ ମନା କରି ଦେଲେ । ଆଉ ତା ପରେ ପିଙ୍କି ଜୀବନ ହାରି ଦେଲେ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗାଜିଆବାଦ ରେ । ସୂଚନା ଅନୁଯାୟୀ ଯୁବକ ଙ୍କ ନାଁ ସାକିମ । ପିଙ୍କି ଙ୍କ ଭାଇ ଅଭିଯୋଗ କରିଛନ୍ତି କି ସାକିମ ପିଙ୍କି କୁ ମାରି ଦେଇଛି । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଯାଞ୍ଚ କରୁଛି । ତେବେ ଦେଖିବାକୁ ବାକି ରହିଲା ପୋଲିସ ଏହି ଘଟଣାର କେମିତି ସମାଧାନ କରୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।