କେବଳ ଏହି ମଞ୍ଜି ଗୁଣ୍ଡ ଖାଆନ୍ତୁ, ମେମୋରୀ ପାୱାର ଏତେ ବଢିଯିବଯେ କମ୍ପୁଟର ଫେଲ ହୋଇଯିବ (Increase Memory Power)

ପ୍ରାୟତ କିଛି ଲୋକଙ୍କର ସବୁ କଥା ଭୁଲିବା ଭଳି ରୋଗ ଦେଖାଯାଏ । ଖାସ କରି ପାଠ ପଢୁଥିବା ପିଲା ମାନେ ପାଠ ଠିକ ଭାବେ ମାନେ ରଖନ୍ତି ନାହି । ଆପଣଙ୍କୁ କୌଣସି କଥା ମନେ ପକାଇବା ପାଇଁ ଅଧିକ ଭାବିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ମେମୋରୀ ପାୱାର ବୃଦ୍ଧି କରିବା ପାଇଁ ଏକ ଘରୋଇ ଉପାଚାର ବିଷୟରେ କହିବାକୁ ଯାଉଛି । ବଡ ମାନେ କାମରେ ଚିନ୍ତା ଓ ପିଲାମାନେ ପାଠର ଚିନ୍ତା କରିବାରୁ ସେମାନଙ୍କର ସ୍ମରଣ ଶକ୍ତି କମ ହୋଇଥାଏ ।

ସେଥିପାଇଁ ଅଧିକ ଲୋକେ ଠିକ ଭାବେ କଥା ମାନେ ରଖି ପାରନ୍ତି ନାହି । ତେବେ ଆସନ୍ତୁ ଜାଣିବା ରେମେଡିକୁ କିପରି ତିଆରି କରିବେ ଓ ଏହାର ସେବନ କେମିତି କରିବେ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ସୂର୍ଯ୍ୟମୁଖ୍ୟ ମଞ୍ଜି । ଏହାକୁ ପିଲାଙ୍କ ଠାରୁ ଆରମ୍ଭ କରି ବଡ ମାନେ ସେବନ କରି ପାରିବେ । ଏହି ମଞ୍ଜି ବିନା ଚୋପା ହୋଇଥିବା ଦରକାର । ଏହାକୁ ୩ ଚାମଚ ନେଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।

ଯେଉଁ ମାନଙ୍କର ମନେ ରଖିବାର ଶକ୍ତି କମ ଅଟେ ଆପଣ ଏହି ରେମେଡି ର ବ୍ୟବହାର କରି ପାରିବେ । ଏହା ସହ ପ୍ରତିଦିନ ଏକ ଗ୍ଳାସ କ୍ଷୀରର ସେବନ କରିବା ଉଚିତ । ଏହି ରେମେଡି ରେ ଏକ ଗ୍ଳାସ କ୍ଷୀର ସହ ଏକ ଚାମଚ ସୂର୍ଯ୍ୟମୁଖ୍ୟ ମଞ୍ଜିର ପାଉଡର ମିଶ୍ରଣ କରି ସେବନ କରନ୍ତୁ । ଯଦି ଆପଣ କ୍ଷୀର ଖାଉ ନାହାନ୍ତି ତେବେ ଏକ ଚାମଚ ଏହି ପାଉଡର ସହ ସାଲାଟ ରେ ଆଡ କରି ସେବନ କରନ୍ତୁ । ଏହି ଜିନିଷକୁ ଆପଣ ପ୍ରତି ଦିନ ଖାଇ ପାରିବେ ନାହି ।

ଯେଉଁ ମାନଙ୍କର ସ୍ମରଣ ଶକ୍ତି ବହୁତ ମାତ୍ରା ରେ କମ ହୋଇଥାଏ ସେମାନେ ଏହାକୁ ଏକ ସପ୍ତାହ ଯାଏଁ ସେବନ କରି ପାରିବେ । ଏହା ପରେ ଆପଣ ସପ୍ତାହ ରେ ଏହାକୁ ଦୁଇ ଥର ସେବନ କରି ପାରିବେ । ଏହାକୁ ମଝିରେ ମଝିରେ ଆପଣ ସାଲାଟ ରେ ବା କ୍ଷୀର ରେ ଅନ୍ୟ କୌଣସି ରେ ଆଡ କରି ଖାଇ ପାରିବେ । ଏହା ବ୍ଯତୀତ ପିଲା ମାନଙ୍କୁ ଏହାର ସେବନ ଅଳ୍ପ ମାତ୍ରା ରେ କରାଇବା ଉଚିତ ।

ଏହାର ସେବନ କରିବା ଦ୍ଵାରା ପିଲାଙ୍କ ମସ୍ତିସ୍କ କ୍ଷିପ୍ର ହେବା ସହ ଦ୍ରୁଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ହୋଇ ପାରିବ । ଆପଣ ଏହାକୁ ଚୋବାଇ ମଧ୍ୟ ଖାଇ ପାରିବେ । ଏହାର ସେବନ କରିବା ଦ୍ଵାରା ଆପଣଙ୍କର ମେମୋରୀ ପାୱାର କମ୍ପୁଟର ଠାରୁ ଅଧିକ ତୀବ୍ର ହୋଇଯିବ । ସୂର୍ଯ୍ୟମୁଖ୍ୟ ମଞ୍ଜି ରେ ଥିବା ପୋଷାକ ତତ୍ତ୍ଵ ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ବେସ ଚମତ୍କାରୀ ଉପାୟ ଅଟେ । ଏହାର ବ୍ୟବହାର ବହୁ ପୁରାତନ କାଳରୁ ହୋଇ ସାସୁଛି । ଅଧିକାଂଶ ପିଲା ମାନଙ୍କ ଠାରେ ଆପଣ ଏହାର ବ୍ୟବହାର କରିଲେ ସେମାନେ ଠିକ ଭାବେ ପାଠ ମନେ ରଖି ପାରିବେ ।