ମୟୂର ପରର 15 ଟି ଅଦ୍ଭୁତ ଫାଇଦା, ଯାହା ଆଗରୁ ଆପଣଙ୍କୁ କେହି ବି କହି ନଥିବେ, ସବୁ କାର୍ଯ୍ୟରେ ମିଳିବ 100 % ସଫଳତା- Vastu Tips

ପୌରାଣିକ କଥା ଅନୁସାରେ ମୟୂର ପର ର ବହୁତ ମହତ୍ଵ ଥାଏ । ମୟୂର ପରକୁ ଭଗବାନ କୃଷ୍ଣଙ୍କ ମୁକୁଟ ରେ ସ୍ଥାନ ପାଇଥାଏ । ଇନ୍ଦ୍ର ଦେବ ମଧ୍ୟ ମୟୂର ଶିଙ୍ଘାସନ ରେ ବିରାଜ ମାନ କରନ୍ତି । ପୁରାଣ କାଳରେ ରୁଷୀ ଓ ମହା ରୁଷୀ ମାନେ ମୟୂର ପର ଦ୍ଵାରା ଲିଖଣି କାର୍ଯ୍ୟ କରୁଥିଲେ । ଏହି କାରଣ ପାଇଁ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ମୟୂର ପରକୁ ବହୁତ ଗୁରୁତ୍ଵ ଦିଆଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ମୟୂର ପରର କିଛି ୨୦ ଟି ମହତ୍ବପୂର୍ଣ୍ଣ କାର୍ଯ୍ୟ ବିଷୟରେ ।

୧ – ମୟୁର ପର ର ଦୁଇଟି ପର ଘରେ ରଖିବା ଦ୍ଵାରା ଘରେ କୌଣସି ବ୍ୟକ୍ତି ମଧ୍ୟ ରେ ମନାନ୍ତର  ହୋଇନଥାଏ । ଘରେ ଦୁଇଟି ମୟୂର ପର ରଖିବା ଦ୍ଵାରା ପରିବାର ସବୁ ସଦସ୍ୟଙ୍କ ମଧ୍ୟରେ ଏକତା ରହିଥାଏ ।

୨ – ଯେଉଁ ବ୍ୟକ୍ତି ପାଖରେ ମୟୂର ପର ଥାଏ ସେହି ବ୍ୟକ୍ତି ଉପରେ କୌଣସି ଅମଙ୍ଗଳ ହୋଇନଥାଏ । ସେ ସବୁବେଳେ କୌଣସି ବଡ ଦୁର୍ଘଟଣାରୁ ରକ୍ଷା ପାଇଥାଏ ।

୩ – ମୟୂର ପରକୁ ଘରେ ରଖିବା ଦ୍ଵାରା ଘରେ ନକରତ୍ମାକ ପ୍ରଭାବ ଦୂର ହୋଇ ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

୪ – ଆପଣଙ୍କ ସନ୍ତାନ ଠିକ ଭାବରେ ପାଠ ନ ପଢୁଥିଲେ ତାର ସ୍କୁଲ ବ୍ୟାଗରେ ଗୋଟିଏ ମୟୂର ପର ରଖି ଦିଅନ୍ତୁ , ଆପଣଙ୍କ ସନ୍ତାନ ଭଲ ପଢିବାକୁ ଲାଗିବ ଓ ବୁଦ୍ଧିମାନ ହୋଇଯିବ ।

୫ – ଆପଣ ନିଜ ପକେଟ କିମ୍ବା ଡାଇରିରେ ଗୋଟିଏ ମୟୂର ପର ରଖନ୍ତୁ , ଆପଣଙ୍କୁ ରାହୁ ଦୋଷରୁ ମୁକ୍ତି ମିଳିଥାଏ ।

୬ – ମୟୂରର ପ୍ରିୟ ଖାଦ୍ୟ ସାପ ହୋଇଥାଏ । ଏଥିପାଇଁ ଯେଉଠାରେ ମୟୂର ପର ଥାଏ ସେଠାକୁ ସାପ ଭୟରେ ଯାଏ ନାହିଁ । ଏଥିପାଇଁ ପାଖରେ ମୟୂର ପର ରଖିଲେ ସାପ ଭୟ ରହେ ନାହିଁ ।

୭ – ମୟୂର ପରକୁ ବେଳେ ବେଳେ ମୁଣ୍ଡରେ ଧାରଣ କଲେ ବିଦ୍ୟା ଲାଭ ହୋଇଥାଏ ।

୮ – ଘରେ ଯଦି ବାସ୍ତୁ ଦୋଷ ଥାଏ  ତେବେ ଘର ମୁଖ୍ୟ ଦୁଆରରେ ୩ ଟି ମୟୂର ପର ସ୍ଥାପନ କରନ୍ତୁ ଓ ମୟୂର ପର ତଳେ ଗଣେଶଙ୍କ ପ୍ରତିମା ସ୍ଥାପନ କରିବା ଦ୍ଵାରା ଘର ବାସ୍ତୁ ଦୋଷ ଦୂର ହୋଇଥାଏ ।

୯ – ଜୀବନରେ ବହୁତ କଷ୍ଟ ଆସୁଥିଲେ ଘରର ବା ଶୋଇବା ଘରର ଅଗ୍ନି କୋଣରେ ମୟୂର ପର ରଖିବା ଦ୍ଵାରା ଘରର ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

୧୦ – ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ଝଗଡା ହେଉଥିଲେ ମୟୂର ପର ଆଣି ବିବାହ ଆଲବମରେ ଗୋଟିଏ ମୟୂର ପରକୁ ରଖନ୍ତୁ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଅନକେ ମଧ୍ୟରେ ଝଗଡା ବନ୍ଦ ହୋଇ ଖୁସିରେ ଦିନ ବିତି ଥାଏ ।

୧୧ – ମୟୂର ପରକୁ ରାତିରେ ଘର ଅଗଣାରେ ରଖିବା ଦ୍ଵାରା ଘର ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ।

୧୨ – ମୟୂର ପରକୁ ସବୁ ବେଳେ ନିଜ ପାଖରେ ରଖିବା ଦ୍ଵାରା ସଫଳତା ମିଳିଥାଏ ।

୧୩ – ମୟୂର ପରକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା ଖରାପ ସ୍ଵପ୍ନ ଆସିନଥାଏ ।

୧୪ – ମୟୂର ପରକୁ କେବେ ବି ବାହାରେ ପକାନ୍ତୁ ନାହି ଏହା ଦ୍ଵାରା କେବେ ବି ସଫଳତା ମିଳେ ନାହିଁ।

୧୫ – ମୟୂର ପରକୁ ସବୁବେଳେ ଶୁଭ ମୁହୂର୍ତରେ କିଣନ୍ତୁ ଯାହା ଦ୍ଵାରା ଜୀବନରେ ସଫଳତା ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।