ମୟୂରପଙ୍ଖ ଘରେ କେଉଁଠାରେ ରଖିଲେ,10 ଗୁଣା ବଢିଥାଏ ଧନ ? ଦେଖନ୍ତୁ ମୟୂର ପଙ୍ଖ ସହ ଜଡିତ କିଛି ଖାସ ଟିପ୍ସ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନର ଆବଶ୍ୟକତା ସମସ୍ତଙ୍କ ଜୀବନରେ ନିହାତି ଭାବେ ରହିଥାଏ । କାରଣ ଟଙ୍କା ଦ୍ଵାରା ନିଜର ଆବଶ୍ୟକ ସମସ୍ତ ଦରକାରୀ ଜିନିଷ ଆମେ ଅତି ସହଜରେ ପାଇପାରିଥାଉ । ତେବେ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁ ମାନେ ରୋଜଗାର ତ କରିଥାନ୍ତି । ହେଲେ ଆୟ ଠାରୁ ଅଧିକ ବେୟ ହୋଇଯାଇଥାଏ । ତେବେ ରୋଜଗାର କରିବା ସହିତ ନିଜର ସଞ୍ଚିତ ଆୟକୁ ବୃଦ୍ଧି କରିବା ପାଇଁ  ମୟୁରପଙ୍ଖର ବ୍ୟବହାର ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।

ମୟୂରପଙ୍ଖ ହେଉଛି ଅତ୍ୟନ୍ତ ଚମତ୍କାରୀ ଜିନିଷ । ଏହା ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ଡରେ ସଦା ସର୍ବଦା ରହିଥିବାର ଆପଣ ମାନେ ଦେଖିଥିବେ । କାରଣ ମୟୂରପଙ୍ଖ ତାଙ୍କର ବହୁତ ହିଁ ଅଧିକ ପସନ୍ଦ ଅଟେ । ତେବେ ଘରେ ଯଦି କୌଣସି ପ୍ରକାର ନକରାତ୍ମକ ଶକ୍ତିର ଆଭାଷ ରହୁଥାଏ । ତେବେ ସନ୍ଧ୍ୟା ସମୟରେ ଘରେ ମୟୂରପଙ୍ଖକୁ ଜୋର ଜୋର କରି ସବୁ ଘରେ ବୁଲାଇ ଆଣନ୍ତୁ । ଏପରି କରିବା ଦ୍ଵାରା ଘରୁ ନକରାତ୍ମକ ଊର୍ଜା ନଷ୍ଟ ହୋଇଥାଏ । ଏହା ସହ ସକାରାତ୍ମକ ଊର୍ଜା ବୃଦ୍ଧି ପାଇଥାଏ ।

ବିଦ୍ୟାର୍ଥୀ ମାନେ ଯଦି ନିଜର ପଢା ବହି କିମ୍ବା ଖାତାରେ ଆଣି ଏହି ମୟୂରପଙ୍ଖକୁ ରଖିବେ । ତେବେ ଏହା ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ବହୁତ ହିଁ ଲାଭକାରୀ ହୋଇଥାଏ । ମୟୂରପଙ୍ଖକୁ ଯଦି ଘରର ପ୍ରତ୍ଯେକଟି ରୁମ୍ ରେ ଆଣି ରଖିବେ । ତେବେ ଘରେ ବାସ୍ତୁ ଦୋଷ ଦୂର ହୋଇଥାଏ । ଘରେ ଯଦି ଛୋଟ ଶିଶୁ ରହିଥାଏ । ତେବେ ସେହି ଶିଶୁଟି ଶୋଇଥିବା ବିଛଣା ପାଖରେ ଏକ ମୟୂରପଙ୍ଖ ଆଣି ରଖି ଦିଅନ୍ତୁ ।

ଯାହା ଦ୍ଵାରା ଶିଶୁଟି ଉପରେ କୌଣସି ଲୋକଙ୍କର ମଧ୍ୟ ଯେପରି ଖରାପ ନଜର ନପଡିପାରେ । ଘରେ ଯଦି କୌଣସି ପିଲା ବହୁତ ଜିଦି ସ୍ଵଭାବର ହୋଇଯାଉଛି । ତେବେ ଘରର ଫ୍ୟାନରେ ଆଣି ଗୋଟିଏ ମୟୂରପଙ୍ଖ ରଖି ଦିଅନ୍ତୁ । ଏହାଦ୍ବାରା ପିଲାର ଜିଦି ସ୍ଵଭାବ ଧୀରେ ଧୀରେ ବଦଳିବାକୁ ଲାଗିଥାଏ । ଘର ଆଖପାଖରେ ଯଦି ସାପର ଭୟ ରହୁଥାଏ । ତେବେ ଘର ସାମ୍ନାରେ ଏକ ମୟୂରପଙ୍ଖ ଆଣି ରଖିଦିଅନ୍ତୁ । ଏହା ଦ୍ଵାରା ଘରେ ସାପ ପଶିପାରିନଥାଏ ।

ଯଦି ଘରେ ଆର୍ଥିକ ସ୍ଥିତି ଭଲ ରହୁନାହିଁ । ଯେତେ ରୋଜଗାର କରିଲେ ମଧ୍ୟ ତାଙ୍କର ଅଭାବ ରହୁଛି । ତେବେ ଘରର ଦକ୍ଷିଣ ପୂର୍ବ କୋଣରେ ଏକ ମୟୂରପଙ୍ଖ ଆଣି ରଖନ୍ତୁ । ଏହା ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ । ଘରର ଆଲମାରୀ, ବେଡରୁମ୍, ଠାକୁର ଘରେ ଏହି ସ୍ଥାନରେ ମୟୂରପଙ୍ଖ ରଖନ୍ତୁ ।

ଏହା ଘରର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ସହ ଘରେ ଶାନ୍ତିର ବାତାବରଣ ରଖିଥାଏ । ଯଦି ଏହି ପୋଷ୍ଟଟି ଆପଣମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ