ଦରିଦ୍ରତାକୁ ତୁରନ୍ତ ଦୂରେଇ ଦେଇଥାଏ ଏହି ଗଛ, କରିଥାଏ ଟଙ୍କା ବର୍ଷା, ଜାଣନ୍ତୁ ଏହାକୁ ଘରେ ଲଗାଇବାର ଉପାୟ

ଆସନ୍ତୁ ଜାଣିବା ଏହି ଗଛଟି କେମିତି ପଇସା ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ । ଆଜିକାଲି ଦୁନିଆରେ ପଇସା ସମସ୍ତଙ୍କ ପାଇଁ ଜରୁରୀ ଅଟେ । କେତେକ ସମୟରେ ନିଜର ବୁଦ୍ଧି ଥାଇକି ମଧ୍ୟ ପଇସା କୌଣସି କାମରେ ଆସିନଥାଏ । ଏହା ଆପଣଙ୍କର ଖରାପ ପରିସ୍ଥିତି ଯୋଗୁ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମସ୍ୟାର କିଛି ନା କିଛି ସମାଧାନ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ ସମ୍ଭଧୀୟ ସମସ୍ତ ସମସ୍ୟାର ସମାଧାନ ରହିଛି ।

ଏଥିରେ କିଛି ଜରୁରୀ ଗଛକୁ ଘରେ ରଖିବାର ନିୟମ ରହିଛି । ଗଛ ଲଗାଇବା ଦ୍ଵାରା ଘରର ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ । ଘରର ଶୋଭା ମଧ୍ୟ ବଢିଥାଏ । ଏହି ଗଛଟି ପଇସାକୁ ନିଜ ଆଡକୁ ଆକର୍ଷିତ କରିବାରେ ସାହାଯ୍ୟ କରିଥାଏ । ଏମିତି କିଛି ଗଛ ଅଛି ଯାହାକୁ ଘରେ ଲଗେଇବା ଦ୍ଵାରା କଣ କଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା ।

୧- ଯେବେ ମୟୁରପର ଗଛକୁ ଘରେ ଲଗେଇବେ ତେବେ ୨ଟି ଯୋଡା ଥିବା ଗଛ ଲଗେଇବେ । ଦୁଇଟି ଗଛ ଥିବା ଏହି ଗଛକୁ ଲଗେଇବା ଦ୍ଵାରା ଭଲ ଫଳ ମିଳିଥାଏ ।

୨ – ମୟୁରପର ଗଛକୁ ବଗିଚାରେ ଗୋଟିଏ ସ୍ଥାନରେ ଲଗେଇଲେ ଶୁଭ ଫଳ ମିଳିଥାଏ । ଯେମିତି ଗଛର ପତ୍ର ସବୁକୁ ସାଜସଜ୍ୟା କରିବାରେ ବ୍ୟବହାର କରାଯାଏ ସେମିତି ଏହି ଗଛକୁ ଘରେ ସଜେଇବା ଦ୍ଵାରା ଶୁଭ ସଙ୍କେତ ମିଳିଥାଏ ।

୩- ଘରେ ଏହି ଗଛକୁ ଲଗେଇବା ସମୟରେ ଯେପରି ସୂର୍ଯ୍ୟ କିରଣ ପଡ଼ିପାରୁଥିବ ସେଥିପ୍ରତି ଧ୍ୟାନ ରଖିବେ । ୪- ମୟୁରପର ଗଛକୁ ଘରର ଆଗରେ ଲଗେଇଲେ ଆପଣଙ୍କ ଘରର ଉନ୍ନତି ହୋଇଥାଏ । ଏହାଦ୍ଵାରା ଆପଣଙ୍କ ଘରେ ଅଧିକ ପଇସା ଆସିବାର ସମ୍ଭାବନା ରହିଛି ।

୫- ଯଦି ଆପଣଙ୍କ ଘରେ ପଇସାର ସମସ୍ୟା ସବୁବେଳେ ଦେଖାଯାଉଥାଏ ତେବେ ମୟୁର ପର ଗଛଟିକୁ ଆଣି ଘରେ ଲଗାନ୍ତୁ । ଏହାଦ୍ଵାରା ଆପଣ ଅଧିକ ଲାଭବାନ ହୋଇପାରିବେ । ଆପଣଙ୍କ ଘରେ ପଇସାର କୌଣସି ଅଭାବ ରହିବା ନାହିଁ । ଏଥିରେ ଆପଣଙ୍କ ଘରର ଆର୍ଥିକ ସ୍ଥିତି ବଦଳିବ । ଆପଣଙ୍କୁ ଅଧିକ ପଇସା କମାଇବାର ମାର୍ଗ ଦର୍ଶନା ହେବ ।

୬ – ଯଦି ଆପଣଙ୍କ ଘରେ ମୟୂର ପର ଗଛଟି ଶୁଖି ଯାଏ ତେବେ ଏହାକୁ ଘରେ ରଖିବେ ନାହି । ତା ଜାଗାରେ ଅନ୍ୟ ଏକ ସତେଜ ଗଛ ଲଗାଇ ପାରିବେ । ଯାହା ଦ୍ୱାରା ଘରର ଉନ୍ନତି ହୋଇଥାଏ ।

୭ – ଭୁଲରେ ବି ଏହି ଗଛରେ ଧୂପ ଦୀପ ଲଗେଇବେ ନାହିଁ । ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ଘର ଉପରେ ପଡିପାରେ । ୮ – ଯେଉଁ ଲୋକମାନଙ୍କର ରାହୁ ଦୋଷ ଅଛି ସେମାନେ ବି ଏହି ଗଛ ଲଗେଇ ପାରିବେ । ଏହାଦ୍ଵାରା ଆପଣଙ୍କୁ ମନକୁ ଶାନ୍ତି ମିଳି ପାରିବ । ରାହୁ ଗ୍ରହ ଯୋଗୁ ହେବାକୁ ଥିବା ସମସ୍ତ ପୀଡରୁ ମୁକ୍ତି ପାଇପାରିବେ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣିଟି ଭଲ ଲାଗିଥାଏ ତେବେ ଏହାକୁ ଅନ୍ୟ ଜଣକୁ ଶେୟର କରି ଗୋଟେ ଲାଇକ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।