ମାତ୍ର ଗୋଟିଏ ଥରରେ ହିଁ ଛାତିରେ ଜମା ହୋଇଥିବା ସବୁ କଫ ବାହାରିଯିବ, ପ୍ରଥମ ଦିନରୁ ହିଁ ମିଳିବ ଆରାମ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ଦେଖାଯାଏ । ସାଧାରଣତ ଆମକୁ ଅନେକ ସମୟରେ ଥଣ୍ଡା, କାଶ, କଫ, ଜ୍ଵର ଆଦି ସମସ୍ୟା ଦେଖାଯାଏ । ଯାହା ଫଳରେ ଆମେ ଅନେକ ଔଷଧ ସେବନ କରିଥିଲେ ମଧ୍ୟ କିଛି ରୋଗ ଭଲ ହୋଇଥାଏ ତ ଆଉ କିଛି ରୋଗ ଅଧିକ ଦିନ ଯାଏଁ ଲାଗି ରହିଥାଏ । ବର୍ତ୍ତମାନ ଆମ ଦେଶରେ କୋରୋନାର ଦିତୀୟ ଲହର ଯେଉଁ ପରିମାଣରେ ବଢିବାରେ ଲାଗିଛି ସେଥି ପାଇଁ ଅନେକ ଲୋକଙ୍କୁ ଥଣ୍ଡା, ଜ୍ଵର, କାସ, କଫ ଆଦି ସମୟାର ସାମ୍ନା କରିବାକୁ ପଡୁଛି ।

ବିଶେଷ କରି ଯୁବକ ପିଢୀ ଓ ଛୋଟ ପିଲା ମାନଙ୍କୁ ଏହି ଭଳିଆ ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଅନେକ ଲୋକଙ୍କର ଅଧିକାଂଶ ସମୟ ଥଣ୍ଡା ବା କଫ ଓ କାଶ ହେବାର ଦେଖା ଯାଉଛୁ ।

ଯାହା ଫଳରେ କୁନି ପିଲା ମାନେ ମଧ୍ୟ ଏହି ରୋଗର ଶିକାର ହୋଇ ଅନେକ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଯେତେ ଔଷଧ ସେବନ କରିଲେ ମଧ୍ୟ ଏହାର କୌଣସି ପ୍ରତିକାର ହୋଇପାରୁ ନାହି । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହାକୁ କରିଲେ ଆପଣ ମାନଙ୍କର ଅଧିକ ଦିନରୁ ହେଉଥିବା କାଶ ଓ କଫ ଜନିତ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ପ୍ରତିକାର ପାଇଁ କେଉଁ କେଉ ସାମଗ୍ରୀର ଆବଶ୍ୟକତା ରହିଛି ।

କିଛି ବ୍ୟକ୍ତିଙ୍କର ଛାତିରେ ଅନେକ ଦିନ ଧରି କଫ ଜମା ହୋଇ ରହିଥାଏ । ଏହାର ଅନେକ ପ୍ରକାରର ଔଷଧ ସେବନ କରିଲେ ମଧ୍ୟ ଏହାର କିଛି ମାତ୍ରାରେ କଫ ସମସ୍ଯା କମ ହୋଇଥାଏ । କିନ୍ତୁ ସମ୍ପୂର୍ଣ ଭାବେ ଏହାର ନିରାକରଣ ହୋଇ ନ ଥାଏ । ସେଥି ପାଇଁ ଏକ ଘରୋଇ ଚିକିତ୍ସା ରହିଛି ଯାହା ରାମବାଣ ଭଳି କାମ କରିବ ।

ଯାହାକୁ ପ୍ରତି ଦିନ ରାତିରେ ଶୋଇବା ସମୟରେ ସେବନ କରିଲେ ଆପଣଙ୍କର ଛାତିରେ ଜମା ଥିବା ସବୁ କଫ ବାହାରି ଯିବ । ପ୍ରତି ଦିନ ଗୋଟେ ଗ୍ଳାସ କ୍ଷୀରରେ କିଛି ଅଳ୍ପ ପରିମାଣରେ ଅଦା ଛେଚି ସେହି କ୍ଷୀରରେ ପକାନ୍ତୁ । ଏହି କ୍ଷୀରକୁ ୫ରୁ ୧୦ ମିନିଟ ଯାଏଁ ଭଲ ଭାବେ ଗରମ କରି ଫୁଟାଇ ରଖନ୍ତୁ । କ୍ଷୀର ଭଲ ଭାବେ ଫୁଟି ଗଲା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ ଯେପରି ଅଦା ଭଲ ଭାବେ ଛାଣି ହୋଇଯିବ ।

ଏହି ପରି ଭାବେ ଘରୋଇ ସାମଗ୍ରୀର ପ୍ରୟୋଗ କରି ଏହାକୁ ସେବନ କରିଲେ ଆପଣକର ସବୁ କଫ ସଫା ହୋଇଯିବ । ଯାହା ଦ୍ଵାରା ଆପଣ ଅନେକ ଦିନରୁ ପାଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବେ । ଏହି ନୀତି ଦିନ ରାତିରେ ଶୋଇବା ସମୟରେ କିଛି ଦିନ ସେବନ କରି ଦେଖନ୍ତୁ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।