ନମସ୍କାର ବନ୍ଧୁଗଣ, କଥାରେ କୁହାଯାଏ ଭଗବାନ ଯେବେ ଦେଇଥାନ୍ତି ଛପର ଫାଡି ଦେଇଥାନ୍ତି । ତେବେ ଏହି କଥାର ଉଦାହରଣ ବେସ ରହିଛି । ଆପଣ ମାନଙ୍କର ନିହାତି ମନେ ଥିବ କିଛି ସିଙ୍ଗର ମାନଙ୍କ କଥା ଯେଉଁମାନେ କି ରାସ୍ତା କଡରେ ବୁଲି ବୁଲି ନିଜ ମନକୁ ମନକୁ ଗୀତ ଗାଉଥିଲେ ଏବଂ ସେଇଠୁ ସିଧା ଷ୍ଟୂଡିଓ ଆସି ଗାଇଲେ ଗୀତ ଆଉ ଗରିବରୁ ହେଲେ ଧନୀ । ଆଜି ଆମେ ସେହି ସିଙ୍ଗର ମାନଙ୍କ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯେଉଁମାନେ କି କେବେ ମଧ୍ୟକଳ୍ପନା କରିନଥିଲେ ରାସ୍ତା କଡରୁ ଯାଇ କୋଟିପତି ହେବାର କଥା ।
ଭୁବନ ବଦ୍ୟାକର: ଆପଣ ଭୁବନଙ୍କୁ ତ ନିହାତି ଜାଣିଥିବେ ଯିଏ କି ରାସ୍ତା କଡରେ ବସି ନିଜର ଅନ୍ଦାଜରେ ଗୀତା ଗାଈ ବାଦାମ ବିକ୍ରି କରୁଥିଲେ । ଏବଂ ସେହି ଗୀତା ଥିଲା ବାଦାମ ବାଦାମ କାଚା ବାଦାମ ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହା ଆମ ବଲିଉଡ ସିତାରାଙ୍କ ପାଖରେ ପହଞ୍ଚିବା ପରେ ତାଙ୍କୁ ବଲିଉଡରେ ଗୀତା ଗାଇବାର ସୁଯୋଗ ପ୍ରଦାନ କରଯାଇଥିଲା । ଯାହାକୁ ଖୁବ ଚର୍ଚାର ବିଷୟ ପାଲଟି ଥିଲା । ରାସ୍ତା କଡରେ ବସି 200,300 କମାଇ ଥିବା ଲୋକ ଏବେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ।
ରାନୁ ମଣ୍ଡଲ: ଆପଣ ମାନେ ରାନୁ ମଣ୍ଡଲଙ୍କ ଦବ ଦବା ତ ନିହାତି ଦେଖିଥିବେ । ରାନୁ ମଣ୍ଡଲ ଷ୍ଟେସନରେ ବୁଲି ବୁଲି ଅଳିଆ ଗୋଟାଉ ଥିଲେ ଏବଂ ନିଜର ସୁରିଲା କଣ୍ଠରେ ସୁନ୍ଦର ଗୀତ ଗାଇ ଅଳିଆ ଗୋଟାଉ ଥିଲେ । ସେ ଗାଉଥିବା ଗୀତ କଣ ଜାଣନ୍ତି ପ୍ୟାର କା ନଜମା ହେ । ଏହି ଗୀତ ଆମ ବଲିଉଡ ସିଙ୍ଗରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାଫଳରେ ସେ ରାନୁ ମଣ୍ଡଲକୁ ଗୀତ ଗାଇବାର ସୁଯୋଗ ଦେଇଥିଲେ । ତେଣୁ ତାଙ୍କ ଜୀବନ ଭିକାରିରୁ ମାଲିକାଣୀ ପାଲଟିଗଲା ।
ଯାହା ସମସ୍ତଙ୍କୁ ବେସ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ସତ ଥିଲା । କିନ୍ତୁ ରାନୁ ମଣ୍ଡଲ ଏହିସବୁ ପାଇବା ପରେ ନିଜର ଗର୍ବ ଦେଖାଇବା ଆରମ୍ଭ କରିଦେଲେ ଯାହାଫଳରେ ଏବେ ତାଙ୍କ ଅବସ୍ତା ଆଗରୁ ଯେମିତି ଥିଲା ସେମତି ହିଁ ହୋଇଯାଇଛି । ଗର୍ବ ଖର୍ବ ପାଲଟି ଯାଇଛି ।
ସାଦେବ ଡରଡୁ: ମନେ ଅଛି ନା ସାଙ୍ଗମାନେ ସୋସିଆଲ ମିଡିଆରେ ଜୋର ସୋର ଚର୍ଚ୍ଚା ଧରିଥିବା ବଚପନ କା ମେରା ଭୁଲ ନେହି ଯାନାରେ ସଦେବଙ୍କ କଥା । ହଁ ସେ ମଧ୍ୟ ନିଜ ଜୀବନକୁ କ୍ଷଣକରେ ବଦଳିବାର ଦେଖିଥିଲେ । ତାଙ୍କ ଭାଗ୍ୟ ମଧ୍ୟ ଅଚାନକ ତାଙ୍କୁ ଫେମସ ବନାଇଦେଇଥିଲା ।
ଅଭିଲିପ୍ସା ପଣ୍ଡା: ଆପଣ ଅଭଲିପସାଙ୍କୁ କେବେ ଭୁଲି ନଥିଲେ ଆମେ ଆଶା କରୁଛୁ । କାରଣ ତାଙ୍କର ଏକ ଗୀତ ଯାହା ଥିଲା ଭଗବାନ ଭୋଲେନାଥଙ୍କ ଗୀତ ହର ହର ଶମ୍ଭୁ, ସେଥିପାଇଁ ସେ ପାଲଟି ଯାଇଥିଲେ ରାତାରାତି ଆମ ଭାରତର ଏକ ଫେମସ ସିଙ୍ଗର । ତେବେ ସେ ଆମ ଓଡିଶାର ଝିଅ ଅଟନ୍ତି ଯାହା ସତରେ ଗର୍ବର ବିଷୟ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।